Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଧଳା ପୋଷାକରୁ କିପରି ଛଡାଇବେ ହଳଦୀ ଦାଗ: ଜାଣନ୍ତୁ ଘରୋଇ ଉପାୟ…

ଭୁବନେଶ୍ଵର: ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ । ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ । ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ବିଭାଗର ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ…

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ…

ମୋସନ ପିକ୍ଚର ପରେ ଆସିଲା ‘ପୁଷ୍କରା’ର ନୂଆ ପୋଷ୍ଟର, ନଜରରେ ଆସିଲେ ପୁଷ୍କରାର ବାପା ଘନ ନନା

ଭୁବନେଶ୍ଵର: ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର ପରେ ଏବେ ଏହାର ନୂଆ ପୋଷ୍ଟର ରିଲିଜ ହୋଇଛି । ପରେ ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଏହି ଚଳଚ୍ଚିତ୍ରର ଟ୍ରେଲର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର…

ବିଜେପିର ହାଲ୍ଲାବୋଲ: ଡେଙ୍ଗୁ ସ୍ଥିତି ନେଇ BMC ଅଫିସ୍ ଘେରିଲା ବିଜେପି

ଭୁବନେଶ୍ଵର: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଜେପିର ହାଲ୍ଲାବୋଲ । ବିଏମସି ଅଫିସରେ ମଶା ଧୁଆଁ ଦେଲା ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ୍ ଘେରାଉ । ମେୟର ଓ ବିଏମସି କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ଖବର ଅନୁଯାୟୀ, ଗତ କିଛି ଦିନ ଧରି…

ବାମ କି ଡାହାଣ? ଜାଣନ୍ତୁ କେଉଁ ପାର୍ଶ୍ଵରେ ଶୋଇବା ସ୍ବାସ୍ଥ୍ୟପ୍ରତି ଉପକାରୀ ….

ଭୁବନେଶ୍ଵର: ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ହେଲେ ଆମକୁ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କିନ୍ତୁ କେଉଁ ପଟକୁ କଡେଇ ଶୋଇବେ ତାହା ଯଦି ଆପଣ ଜାଣି ନାହାନ୍ତି ତାହେଲେ ଆପଣଙ୍କୁ ଠିକ୍ ଭାବରେ ନିଦ ହୋଇନଥାଏ । ତେବେ ଆୟୁର୍ବେଦ ଅନୁଯାୟୀ, ବାମ ପାର୍ଶ୍ୱରେ ଶୋଇବା…

ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବଜାରରେ ବଢୁଛି ରୁଦ୍ରାକ୍ଷ ରାକ୍ଷୀର ଚାହିଦା

ଭୁବନେଶ୍ବର: ଆସୁଛି ରାକ୍ଷୀ ପୂର୍ଣ୍ଣିମା  । ସ୍ନେହର ଡୋରିରେ ଭାଈର ହାତରେ ରାକ୍ଷୀ ବାନ୍ଧିବ ଉଭଣୀ । ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବ। ଆସନ୍ତା ୩୦ ତାରିଖରେ ପାଳିତ ହେବାକୁ ଯାଉଛି  ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ହାଟ,…

ଦରକାର ପଡ଼ିବନି ଡ୍ରାଇ କ୍ଲିନିକ, ଏମିତି ଧୋଇଲେ ନୂଆ ଦିଶିବ ସିଲ୍କ ଶାଢ଼ୀ

ଭୁବନେଶ୍ଵର: ରେଶମ ଶାଢ଼ୀ ବା ସିଲ୍କ ଶାଢ଼ୀ ପିନ୍ଧିବା ପ୍ରାୟତଃ ଆଜିକାଲିର ଏକ ଫ୍ୟାସନ । ଆଜିକାଲିର ମହିଳାମାନେ ରେଶମ ଶାଢ଼ୀ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ସେ ବିବାହ ହେଉ କି ବ୍ରତଘର, ପାର୍ଟି ହେଉ କି କୌଣସି ସଭା ସବୁଠି ଯିବା ପାଇଁ ପ୍ରାୟତଃ ମହିଳାମାନେ ରେଶମ ଶାଢ଼ୀ ହିଁ…

ଫାଇଭ-ଟି ଅନ୍ତର୍ଭୁକ୍ତ ହେବ ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ

ଭୁବନେଶ୍ବର : ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି  ।  ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ-୩ କଲେଜ ଫାଇଭ-ଟି ଅନ୍ତର୍ଭୁକ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ…

ପ୍ରତିଦିନ ଜଙ୍କଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏଭଳି ସମସ୍ୟା

ଭୁବନେଶ୍ଵର: ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କଫୁଡ୍ ଖାଇବା ପାଇଁ ପାଗଳ । ବଦଳୁଥିବା ଲାଇଫ ଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି । ସମୟର ଅଭାବ କାରଣରୁ ଲୋକେ ବହୁତ ଜଙ୍କଫୁଡ୍ ଖାଉଥିବା ଦେଖାଯାଉଛି। ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥିବାବେଳେ କମ…