Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ନନ୍ଦନବିହାର ବସୁନ୍ଧରା କଲୋନୀ ଡକାୟତି ମାମଲା: ୫ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ବର: ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନି ଡକାୟତି ମାମଲା । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି  । ଗତ ୨ ତାରିଖରେ ସିବିଆଇ ରେଡ୍‌ ବାହାନାରେ ଘରେ ପଶି ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିଲେ ୯ ଜଣିଆ ଡକାୟତ ଗ୍ୟାଙ୍ଗ ।  କମିସନରେଟ୍‌ ପୁଲିସ ୫…

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୖେବାଳୟରେ ଜଳ ଲାଗି କରୁଛନ୍ତି ବୋଲବମ୍ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର  । ଏଥିଲାଗି ପ୍ରାୟ ସମସ୍ତ ଶୈବାଳୟରେ କାଉଡିଆଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି  । ଭୁବନେଶ୍ବରର ବାବା ଲିଙ୍ଗରାଜଙ୍କ ପୀଠ କୁହନ୍ତୁ ବା ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ସବୁଠି ନାହିଁ ନଥିବା ଗହଳି  । ଶ୍ରାବଣ…

ସ୍ଵପ୍ନର ଉଡାଣ ଭରିବେ କଳାହାଣ୍ଡି ବାସିନ୍ଧା; ଅଗଷ୍ଟ ୩୧ରୁ ଭୁବନେଶ୍ବରରୁ ଉତ୍କେଲା ବିମାନ ସେବା ଆରମ୍ଭ

ଭୁବନେଶ୍ବର: ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି ଜିଲ୍ଲା । ବିମାନ ସେବା ପାଇବେ କଳାହାଣ୍ଡିବାସୀ । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ଏହାକୁ ଫ୍ଲାଗ ଅପ କରିବେ…

କ୍ରିପ୍ଟୋ କରେନ୍ସି ସ୍କାମ୍ ମାମଲା: ୩ ଅଭିଯୁକ୍ତଙ୍କ ନାଁରେ ଲୁକଆଉଟ ସର୍କୁଲାର

ଭୁବନେଶ୍ବର: କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲା  । ୩ ଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରିଛି ଇଓଡବ୍ଲୁ  । ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନ ହନୁମାନଗଡର କ୍ରିଷ୍ଣା କୁମାର, ଗଙ୍ଗାନଗରର ଅନିଲ କୁମାର ଏବଂ ନଗ୍ବାରର ଭୋରା ରାମ  । ଏମାନେ…

ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ, ଚୁଟକିରେ ଭଲ ହେବ ଶରୀରର କ୍ଷତ

ଭୁବନେଶ୍ବର: ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର…

ଗୋଲ୍ଡେନ ବାବାର ୧କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ବର: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି।…

ପୁରା ହେବ ଡାକ୍ତରୀ ସ୍ବପ୍ନ: ସହାୟତାର ହାତ ବଢାଇଲେ ରାଜ୍ୟ ସରକାର

ରାୟଗଡା: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ରତା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଢୀ ଗାଁର ଦାଦନ କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତାର ସହ ଉର୍ତ୍ତିର୍ଣ୍ଣ ହେବା ସହ ସେ ଏବେ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି ।…

ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ, ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଭୁବନେଶ୍ଵର: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର…

ନନ୍ଦନକାନନରେ ଆଖି ବୁଜିଲା ୯ ମାସର ସିଂହ ଶାବକ : ୨୨କୁ ହ୍ରାସ ପାଇଲା ସଂଖ୍ୟା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଝଟକା  । ଆଖି ବୁଜିଲା ୯ ମାସର ସିଂହ ଶାବକ  ।  ୯ ମାସ ତଳେ ୫ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ  । ତେବେ ଗତ କିଛି ଦିନ ହେବ ୫ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ସିଂହ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ…

ଆସୁଛି ଆଉ ଏକ ଲଘୁଚାପ : ଆଜି ଓ କାଲି ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି  । ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ , ରାୟଗଡ଼ା ଓ…