Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଗିରଫ ଭୟରେ ଶାଳୀଙ୍କୁ ସୁନା ଅଳଙ୍କାର ଦେଇଦେଇଥିଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ବର: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ…

[ଦେଖନ୍ତୁ ଭିଡିଓ] ହୃଦୟକୁ ଛୁଇଁଲା ମାଆ ଗୁଣ୍ଡୁଚିର ଅନାବିଳ ପ୍ରେମ

ଭୁବନେଶ୍ୱର : ମାଆର ସ୍ନେହ ସବୁବେଳେ ତାର ପିଲାଙ୍କ ପାଇଁ ରହିଥାଏ। କେବଳ ମଣିଷ ନୁହେଁ ପଶୁ ହେଉ କି ପକ୍ଷୀ। ମାତୃତ୍ୱର ଅନାବିଳ ପ୍ରେମ ନିଜ ପିଲାମାନଙ୍କ ପାଇଁ ସବୁବେଳେ ରହିଆସିଛି। ଏମିତି ଏକ ହୃଦୟକୁ ଛୁଇଁଲାଭଳି ଭିଡ଼ିଓ ସାମନାକୁ ଆସିଛି । ଭୁବନେଶ୍ୱର ବାଳକାଟିର ବସନ୍ତପେଡି ଗାଁରେ ଏଭଳି…

ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

ଭୁବନେଶ୍ବର: ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି  । ଯାତ୍ରୀମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିବା ଦୁଇଟି…

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା : ପୂର୍ବାଞ୍ଚଳ IGଙ୍କୁ ରିପୋର୍ଟ ମାଗିଲେ OHRC

ଭୁବନେଶ୍ୱର: ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ନିଜ ଆଡୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ସାମ୍ବାଦିକଙ୍କ ଗୋଡରେ ହ୍ୟାଣ୍ଡକପ୍ ପକାଇବା ମାନବାଧିକାରର ଉଲ୍ଲଂଘନ । ପୂର୍ବାଞ୍ଚଳ ଆଇଜିଙ୍କୁ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ଦିନ ମଧ୍ୟରେ…

[ଦେଖନ୍ତୁ ଭିଡିଓ] ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ

ଭୁବନେଶ୍ୱର : ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ । ସେଓ, ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ । ବହୁ ସ୍ଥାନରେ ୧୦ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ । ନାଗପୁରରେ ୧୦୦ଟା ଲେମ୍ବୁକୁ ୫୦୦ରୁ ୧ହଜାର…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡା ଟ୍ରେଜେରୀ ଅଫିସରେ କାମ କରୁଥିବା ବରିଷ୍ଠ କିରାଣି ସମର ହେମ୍ବ୍ରମ୍ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ପେନସନ ବିଲ୍ ପାସ କରେଇଦେବା ନାଁରେ ଅଭିଯୋଗ କାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଜ ନେଉଥିଲେ…

ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ: ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର: ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ  । ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ…

ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ : ଆଜି ନେତ ଉତ୍ସବରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର : ଆସନ୍ତାକାଲି ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ସେହିଭଳି ଆଜି ନେତ ଉତ୍ସବରେ ଚଳଚଞ୍ଚଳ ହୋଇପଡିଛି  ଏକାମ୍ର କ୍ଷେତ୍ର । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ…

ଯୁଗଳ ଯୋଶୀ ହେଲେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

ଭୁବନେଶ୍ୱର : ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗଦାନ କରିଛନ୍ତି । ଯୁଗଳ କିଶୋର ଯୋଶୀ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳର ସେବା ଅଧିକାରୀ ଅଟନ୍ତି ।ଏହା ପୂର୍ବରୁ ଶ୍ରୀ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ…

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ସ୍ୱାସ୍ଥ୍ୟ ପ୍ରତି ସେଚେତନ ରହିବା ନିହାତି ଆବଶ୍ୟକ

ଭୁବନେଶ୍ୱର : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାସ୍ଥ୍ୟ ଭଲ ନରହିଲେ ମଣିଷ ଠିକ୍ ଭାବେ ଜୀବନ ଯାପନ କରିପାରିବ ନାହିଁ । ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ…