Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପୌର ନିର୍ବାଚନ : ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ବାହାରିବ ରେଜେଲ୍ଟ

ଭୁବନେଶ୍ୱର : ସରିଲା ଭୋଟ ।ଏବେ ଅପେକ୍ଷା ରେଜେଲ୍ଟକୁ । ପୌର ନିର୍ବାଚନ ପାଇଁ ରାଜ୍ୟବାସୀ ରାୟ ଦେଇସାରିଛନ୍ତି । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । କଡା ସୁରକ୍ଷା ବଳୟ ଭିତରେ ଏବେ ବନ୍ଦ ହୋଇ ରହିଛି ୬ହଜାର ୪୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟର ମାନେ ମେୟର ଓ…

[ଦେଖନ୍ତୁ ଭିଡିଓ] ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ୍ ସମୟରେ ଭିସି ଜରିଆରେ ସମ୍ବୋଧନ କରୁଥିଲେ । ସେହିପରି ବାଚସ୍ପଚି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ଆଉ କିଛି ସମୟ ପରେ…

ଜାଗା ବଦଳାଉଛନ୍ତି ଶର୍ମିଷ୍ଠା ରାଉତ : ଆଶ୍ରମ ଭିତରୁ ଡାଏରୀ ଜବତ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପତା ମିଳୁନି । ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଶର୍ମିଷ୍ଠା ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ନେଇ ଗୋଟିଏ…

ସିଝୁଛି ପଶ୍ଚିମ ଓଡ଼ିଶା, ୪୦ ଡିଗ୍ରୀରୁ ଅଧିକ ୪ଟି ସହର

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ୪୧.୪ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କକରାଯାଇଥିଲା । ସେହିପରି ୪୦ ଡିଗ୍ରୀ ପାର କରିଥିବା ସହର ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…

ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ଭୁବନେଶ୍ୱର: ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ହେଉଥିବା ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ଡଃ ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠା ଶିଳ୍ପୀ…

୨୦୨୨-୨୩ରେ ବଢିବନି ବିଦ୍ୟୁତ ବିଲ୍, ଡିଜିଟାଲ୍ ବିଲ୍ ପୈଠ କଲେ ମିଳିବ ୩ ପ୍ରତିଶତ ରିହାତି

ଭୁବନେଶ୍ୱର: ୨୦୨୨-୨୩ରେ ବଢିବନି ବିଦ୍ୟୁତ ଦର । ଡିଜିଟାଲରେ ବିଲ୍ ମେମେଣ୍ଟ କଲେ ୩ ପ୍ରତିଶତ ମିଳିବ ହିତାଧିକାରୀଙ୍କୁ ରିହାତି । ଏନେଇ ଆଜି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ପୂର୍ବବର୍ଷ ଭଳି ‘୦’ ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩…

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି…

ତାତିରୁ ରକ୍ଷା ପାଇଁ ନନ୍ଦନକାନନରେ ସିମ୍ପାଜୀଙ୍କୁ ଦିଆଯାଉଛି ପଇଡ଼ ଓ ତରଭୁଜ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଏପରିସ୍ଥଳେ ନନ୍ଦକାନନଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ଚିନ୍ତା ବଢିବାରେ ଲାଗିଛି । ତେଣୁ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗରମ ଦାଉରୁ ରକ୍ଷା ପାଇବା…

ପୌର ନିର୍ବାଚନ: ବଲାଙ୍ଗିରରେ ବିଜେଡି-କଂଗ୍ରେସ ମୁହାଁମୁହିଁ, ଦୁଇ ଆହତ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ ଆଜି କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ, ଝଙ୍କରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ୱାର୍ଡର ୩ଟି ବୁଥରେ ମତଦାନ ଚାଲିଥିଲା । ବୁଥ କ୍ୟାପଚରିଂକୁ ନେଇ ଉଭୟେ କଂଗ୍ରେସ ଓ ବିଜେଡି ମୁହଁମୁହିଁ ହୋଇଥିବା ଜଣାପଡ଼ିଛି ।…

ପୌର ନିର୍ବାଚନରେ ବି ନିର୍ବାଚନୀ ହିଂସା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଦ୍ରକ ଜିଲ୍ଲାରେ ନିର୍ବାଚନ ଚାଲିଥିବା ବେଳେ ଜେଣ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ ସାମ୍ନାରେ ଏହି ଘଟଣା ଘଟିଛି ।…