Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ…

ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ପୌର ନିର୍ବାଚନ ଆଜି ସକାଳ ୮ରୁ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶନ୍ତିଶୃଙ୍କଳାର ସହ ଚାଲିଛି ମତଦାନ । ତେବେ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିାନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ୩ ମହାନଗର ନିଗମରେ ୧୨ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ…

ପୌର ନିର୍ବାଚନ ମତଦାନ ଜାରି , ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ପୌର ନିର୍ବାଚନ । ସମସ୍ତ ଅଞ୍ଚଳରେ ଶାନ୍ତି ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୌର ନିର୍ବାଚନ ନେଇ ଭୋଟ ଦାନ ପକ୍ରିୟା ସକାଳ ୮ ଟାରୁ…

ପୌର ନିର୍ବାଚନ : ଭୋଟର ତାଲିକାରେ ନାଁ ମିଳୁନି ,ନିରାଶ ହୋଇ ଫେରିଲେ ଭୋଟର

ଭୁବନେଶ୍ୱର : ଆଜି ପୌର ନିର୍ବାଚନ । ପୌର ନିର୍ବାଚନରେ ଭୋଟର ତାଲିକାରେ ନା ନଥିବାରୁ ଅଧିକାଂଶ ଭୋଟର ନିରାଶ ହୋଇଛନ୍ତି । ବିଏମସି ବ। ନିର୍ବାଚନ କମିଶନଙ୍କ ୱେବ ସାଇଟକୁ ସର୍ଚ୍ଚ କଲେ ବି ଭୋଟର ମାନଙ୍କ ନାଁ ମିଳୁନି । ନିର୍ବାଚନ ତାଲିକାରେ ନା ନପାଇ ଶହ ଶହ ଭୋଟର ନିରାଶ ହୋଇପଡିଛନ୍ତି ।…

ଭୋଟ ଦେଲେ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ : ସୁଲୋଚନା ଦାସ, ସୁନୀତି ମୁଣ୍ଡ ଓ ମଧୁସ୍ମିତା ଆଚାର୍ଯ୍ୟଙ୍କ ଭୋଟ ଗ୍ରହଣ

ଭୁବନେଶ୍ୱର: ଭୋଟ ଦେଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ନୟାପଲ୍ଲୀ ଉତ୍କଳମଣି ସରକାରୀ ୟୁପି ସ୍କୁଲର ୪୦୭ ନମ୍ବର ବୁଥରେ ମତଦାନ କରିଛନ୍ତି ସୁଲୋଚନା । ନିଜ ସମର୍ଥକଙ୍କ ସହ ଆସି ଭୋଟ ଦେଇଥିଲେ ବିଜେଡି ମେୟର ପ୍ରାର୍ଥୀ । ୪୦୮ ନମ୍ବର ବୁଥରେ ଭୋଟ ଦେବାର କାର୍ଯ୍ୟକ୍ରମ ଥିବା ବେଳେ…

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନ ବି ସଂପୂର୍ଣ୍ଣ କୋଭିଡ କଟକଣାରେ ବିଧାନସଭା ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ଓ ସାମ୍ବାଦିକମାନଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।…

ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ।  ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଲିଛି ପୌର ନିର୍ବାଚନ ପାଇଁ ମତଦାନ ।…

ଭୋଟ୍ ଦେବେନି ସାଂସଦ ଅପରାଜିତା !

ଭୁବନେଶ୍ୱର: ରାତି ପାହିଲେ ମହାନଗର ନିଗମ ପାଇଁ ଭୋଟ୍ ପଡିବ । ନିଜ ନିଜର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ସମସ୍ତ ଭୋଟର ପ୍ରସ୍ତୁତ। କିନ୍ତୁ ଭୋଟ୍ ଦେବାକୁ ଆସିବେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଦିଲ୍ଲୀରେ ଅଛନ୍ତି । ଆସନ୍ତାକାଲି ଅପରାହ୍ନ 12ଟା 30ରେ ନିଜ ବୁଥ…

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ : ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

 ଭୁବନେଶ୍ୱର : ଦୁର୍ନିତୀଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ ଜାରି । ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଜଣେ ମୁଖ୍ୟଯନ୍ତ୍ରୀ , ୩ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ୍ ଟିମ୍ ଭଦ୍ରକ ଚାନ୍ଦବାଲି ଯିବ । ଶର୍ମିଷ୍ଠାଙ୍କୁ ଧରିବା…