Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କମିସନରେଟ୍ ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ପୋଲିସ କମିସନରେଟ ମୁଖ୍ୟାଳୟ ତରଫରୁ ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପୋଲିସ ସେବା ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ଵୈତନଗରୀର ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଡ଼ିସିପି ଭୁବନେଶ୍ୱର, ଡ଼ିସିପି କଟକ, ଡ଼ିସିପି ଟ୍ରାଫିକ ଓ ଡ଼ିସିପି କମିସନରେଟ…

ନରସିଂହପୁର ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ରେଞ୍ଜର ବାବୁ

ନରସିଂହପୁର: ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ହେବା ଘଟଣାରେ ଆଜି ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଦୀର୍ଘ ମାସେ ପରେ ଏଇ କାର୍ୟ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ କରୁଛି । ନିଲମ୍ବନ ଚିଠି ରେ କୌଣସି କାରଣ ଦର୍ଶା ଯାଇ…

ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ସର୍ବପ୍ରଥମେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କୁ…

ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ (ଅଧ୍ୟକ୍ଷା) ନୀତା ଅମ୍ବାନି “ହର-ସର୍କଲ୍‌’ର ହିନ୍ଦୀ ଆପ୍‌କୁ ଉନ୍ମୋଚନ କରିଛନ୍ତି । ହର-ସର୍କଲ୍ ହେଉଛି ମହିଳାମାନଙ୍କ ଲାଗି ଏକ ବିଶିଷ୍ଟ ପ୍ଲାଟଫର୍ମ ଯାହା ମହିଳାମାନଙ୍କ ସଶକ୍ତୀକରଣ ଲାଗି…

ପୌର ନିର୍ବାଚନ: ୨୨ରୁ ୨୪ ବନ୍ଦ ରହିବ  ଯୁକ୍ତ ୩ ପରୀକ୍ଷା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ପରୀକ୍ଷା ବନ୍ଦ ରହିବ।  ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବନ୍ଦ ରହିବ।  ଏ ନେଇ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।  ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ପରେ…

[ଦେଖନ୍ତୁ ଭିଡିଓ] କାର୍ଡ଼ବୋଡ କ୍ରାଫ୍ଟରେ ଚିତ୍ରଶିଳ୍ପୀଙ୍କ ମହିଳା ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ମହିଳା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମହିଳାଙ୍କୁ ସମ୍ମାନୀତ କରାଯାଉଛି। ସେହିଭଳି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ବଡ଼ ୧୦.୫ଫୁଟ ଲମ୍ବା ଇଅର ରିଙ୍ଗ ତିଆରି କରିଛନ୍ତି । ସେଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା…

ଆଜି ପୁଣି ଶ୍ରୀମନ୍ଦିରରେ ମହାସ୍ନାନ , ନୀତିକାନ୍ତି ବିଳମ୍ବ

ପୁରୀ : ଆଜି ଶ୍ରୀମନ୍ଦିରରେ ପୁଣି ମହାସ୍ନାନ । ବନ୍ଦ ରହିଛି ଦର୍ଶନ । ପୁଣି ଆଜି ପୁରୀ ଶ୍ରୀମନ୍ଦିର ଭିତର କାଠ ନିଟକରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଇଛି । ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି…

ମାର୍ଚ୍ଚ ୨୫ରୁ ୩୧ ଯାଏଁ ବଜେଟ ଅଧିବେଶନ

ଭୁବନେଶ୍ୱର: ଖୁବଶୀଘ୍ର ବସିବ ବିଧାନସଭାର ବଜେଟ ଅଧିବେଶନ ।  ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ପରେ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା…

ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଲେ ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ରଣନୀତି । କାଲି ନାମାଙ୍କନ ଦାଖଲ ସରିଥିବା ବେଳେ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ଆଜି ପ୍ରଥମେ ସୁଲୋଚନା ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ…

ଅନ୍ତର୍ଜାତୀୟ ମହିଳା ଦିବସ : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟରେ କହିଛନ୍ତି ନାରୀ ସଶକ୍ତି କରିଣ ପାଇଁ ଓଡିଶା ସବୁବେଳେ ପଦକ୍ଷେପ ନେଇଛି । ବିଭିନ୍ନ ଦିଗରେ ମହିଳାଙ୍କ…