Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆସନ୍ତା ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବୃଦ୍ଧି ପାଇବ ବର୍ଷାର ପରିମାଣ । ୨୪ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଘଡ଼ଘଡ଼ି, ବିଜୁଳି ସହିତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…

[ଭିଡ଼ିଓ] ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ : କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବାର…

[ଭିଡ଼ିଓ] ସୋର ବସ୍ ଦୁର୍ଘଟଣାରେ ୮ମୃତ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଡ ଧରଣର ବସ ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ  ମର୍ମନ୍ତୁଦ ବସ ଦୁର୍ଘଟଣା । ଦୁର୍ଘଟଣାରେ ୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପରିବାର ବର୍ଗଙ୍କୁ ଗଭୀର…

ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ,ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା :ବ୍ୟୁଟି ପାର୍ଲର ନାଁରେ ଠକେଇ । ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ବିଭିନ୍ନ ଅଞ୍ଚଳରୁ ଠକି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ।ବାରିପଦା ଟାଉନ ଥାନା ପୋଲିସ ଓ ବାଲେଶ୍ୱର ଥାନା ପୋଲିସ ରେସିଡେନସିଆଲ କଲୋନୀରୁ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ହେଲେ ବୈଶିଙ୍ଗା…

ଫ୍ରେବ୍ରୁଆରି ଶେଷ ଆଡକୁ ତୃତୀୟ ଲହରୀ ଶେଷ ହେବ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ରାଜ୍ୟରେ ସଂକ୍ରମଣ ହାର କମୁଛି ।ଆମେ ପିକ୍ ଅତିକ୍ରମ କରିସାରୁିଛୁ । ଯଦିଓ ଆଗକୁ ସଂକ୍ରମଣ ଉପରମୁହାଁ ହେବ ତେବେ ଏହା ମାଇନର ପିକ ହୋଇପାରେ ।ଆଗାମୀ ସପ୍ତାହ ସୁଦ୍ଧା…

କଟକ ଏସସିବିରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ଗ୍ରୀନ କରିଡର , ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଗଲା

କଟକ : କଟକ ଏସସିବିରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ଗ୍ରୀନ କରିଡର । ଏହା କରାଯିବାର କାରଣ ଥିଲା ,କଟକ ଏସିସିବିରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫଟ କରାଯାଇଛି । ବିମାନ ବନ୍ଦରରୁ ଏୟାରଲିଫଟି କରି ଇନ୍ଦମଣି ପାଣୀଙ୍କୁ ସୁରଟ ନିଆଯାଇଥିବା ସୂଚନା ମିଳିଛି । ଇନ୍ଦ୍ରମଣି ପାଣୀ ଓଡିଆ ଆଇଏସ…

ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର : ଔଷଧ ଦୋକାନରୁ ଲୁଟ । ମେଡିସିନ କିଣିବାକୁ ଆସି ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି ଗ୍ରାହକ ।ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଏପରି ଘଟଣା ଘଟିଛି । ପ୍ରାୟ ତିନି ଜଣ ଯୁବକ ମେଡିସିନ କିଣିବାକୁ ଆସି ଜଣକ ପରେ ଜଣେ ଲୁଟ୍ କରିଥିବା ସିସିଟିଭ କ୍ୟାମେରାରେ…

ସାଧାରଣତନ୍ତ୍ର ଦିବସରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ଥର ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ସେନେଇ ସୂଚନା ମିଳିଛି । ଏଥର ସାଧାରଣତନ୍ତ୍ର ଦିବସରେ ରାଜ୍ୟରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଟି…

ଓଭରବ୍ରିଜ୍ ଉପରୁ ତଳକୁ ଖସିଲା କାର, ଛାତି ଥରାଇଲା ଭଳି ଦୁର୍ଘଟଣା

ଭୁବନେଶ୍ୱର: ଭାରସାମ୍ୟ ହରାଇ ଓଭରବ୍ରିଜ୍ ଉପରକୁ ତଳକୁ ଖସିପଡ଼ିଲା କାର୍ । ଏଥିରେ ଗାଡ଼ିରେ ଥିବା ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଗାଡ଼ିଟି ଭାଙ୍ଗି ଚୁରମାର । ଭୁବନେଶ୍ୱର ପୁନାମା ଗେଟ୍ ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ଆଜି ଭୋରରେ ଏଭଳି ଦୁର୍ଘଟଣା ଘଟିଛି । ଆଜି ଭୋର୍ ପାଖାପାଖି 4ଟା…

ଭାରତରେ ପ୍ରଥମଥର ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜରେ ସଫଳହେଲା ଅହିରାଜର ଚିକିତ୍ସା

ଭୁବନେଶ୍ୱର: ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟରେ ରହୁଥିବା ରିଙ୍କୁ ବିଶ୍ୱାଳଙ୍କ ବାଡ଼ିରେ ଏକ ବିରାଟ ଅହିରାଜ ସାପ ପଶିଯାଇଥିଲା । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ବାପି ମିଶ୍ର ଓ ମିହିର ପଣ୍ଡା ଘଟଣା ସ୍ଥଳରେ ପହଁଚି ସାପ ଟିକୁ ଉଦ୍ଧାର…