Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆସିଲା ପୋଷ୍ଟର୍‌, ରିିଲିଜ୍ ଅପେକ୍ଷାରେ “ଅରୁନ୍ଧତୀ”

ଭୁବନେଶ୍ୱର: କରୋନାର କରାଳ ରୂପରେ ବି ଚଳଚଂଚଳ ଓଲିଉଡ । ରିଲିଜ ଅପେକ୍ଷାରେ ଆକ୍ସନ୍ ଷ୍ଟାର ରାଜବୀର ଓ ଏଲିନାଙ୍କ ଅଭିନୀତ ପ୍ରଥମ ଓଡିଆ ଫିଲ୍ମ “ଅରୁନ୍ଧତୀ” । ଆଜି ଏହାର ପୋଷ୍ଟର ସାମ୍ନାକୁ ଆସିଛି । ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରମେଶ ବାରିକ ।…

ରଜରେ ଆସୁଛି “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ଦିନରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁବନ୍ଧନ” । ଅନିଶ୍…

ଟୁଇନ୍ ସିଟିରେ ସଟଡାଉନ୍ କଟକଣା କଡ଼ାକଡ଼ି, ଅମାନିଆଙ୍କ ଉପରେ ପୋଲିସ ଆଖି

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଟୁଇନ୍ ସିଟିରେ କଟକଣ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ…

ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ବର: ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ୍ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ଏସଡ଼ିଜିର ‘ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍’…

ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ୫ ଭାଲୁ ଛୁଆ ଉଦ୍ଧାର, ଜନ୍ତାରୁ ଉଦ୍ଧାର କଲା ବନବିଭାଗ 

ଭୁବନେଶ୍ବର: କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର । ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ଭାଲୁ ଛୁଆଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଭାଲୁ ଛୁଆଙ୍କୁ କେହି ଦୁର୍ବୁତ୍ତ ଜଙ୍ଗଲରେ ଲୁଚାଇ ଏକ ଜନ୍ତାରେ ରଖିଥିଲା । ଉଦ୍ଧାର ବେଳେ ଦୁଇ ଭାଲୁ ଛୁଆ ଜନ୍ତା ଭିତରେ ଥିଲେ । ଅନ୍ୟ ତିନୋଟି ବାହାରେ…

ଆରପାରିରେ ବରିଷ୍ଠ ଓଡିଆ ସିନେ ସମ୍ପାଦକ ରବିଶଙ୍କର ପଟ୍ଟନାୟକ

ଭୁବନେଶ୍ୱର: ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରବିଶଙ୍କର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ…

ମୋଦିଙ୍କ ସହ କଥା ହେଲେ ନବୀନ, ଅକ୍ସିଜେନ୍‌ ଅଭାବ ପୂରଣରେ ସହଯୋଗ କରିବ ଓଡ଼ିଶା: ନବୀନ

ଭୁବନେଶ୍ୱର: ଦେଶରେ କରୋନା କାୟା ବିସ୍ତାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ କେଉଁଠି ଆବଶ୍ୟକ ସଂଖ୍ୟକ ବେଡ ନାହିଁ ତ କେଉଁଠି ଔଷଧ ତ ପୁଣି କେଉଁଠି ଅକ୍ସିଜେନ୍ । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀ ଜୀବନ ହାରୁଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ପରି…

କରୋନା ମୁକାବିଲା ଚିନ୍ତା: ଭୁବନେଶ୍ୱରରେ ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି, ପ୍ରତି ଜୋନ ପାଇଁ ୧୩ଟି ଟିମ୍

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁକାବିଲା ପାଇଁ ବଦଳୁଛି ରଣନୀତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥରେ ବଢ଼ିଛି ରାପିଡ଼ ରେସପନ୍ସ ଟିମ୍‌(RRT) ସଂଖ୍ୟା । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ କରାଯାଇଛି ।…

ଏପ୍ରିଲ ୨୫ରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ 

ଭୁବନେଶ୍ୱର: ଏପ୍ରିଲ ୨୫ରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି । କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ହସ୍ପିଟାଲର ଓପିଡି ସାମୟିକ ଭାବେ ବନ୍ଦ ରହିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା, ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଆଜି ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣର ପ୍ରାୟ ୨୧ଟି…