Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କରୋନା ଅପଡେଟ୍‌; ୪୮ ଘଣ୍ଟା ପାଇଁ ଖୋଲିବନି ଭୁବନେଶ୍ୱର ଓ ଭଦ୍ରକ ସହର !

ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍‌-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ । Live Press Briefing by Chief Secretary, Odisha on #Covid19 @Secychief…

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳ ସିଲ୍‌, ଘରୁ ନ ବାହାରିବା ପାଇଁ ବିଏମ୍‌ସିର ଅନୁରୋଧ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳରେ ଚିହ୍ନଟ ପରେ ଗୁରୁବାର ସନ୍ଧ୍ୟାରେ ବିଏମସି ପକ୍ଷରୁ ଏହି ଅଂଚଳକୁ ସିଲ କରାଯାଇଛି । ବିଏମସି ପକ୍ଷରୁ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗ ନଗର ଛକ, ଗଙ୍ଗ ନଗର ଛକରୁ ସିରିପୁର ଛକ, ସିରିପୁର ଛକରୁ…

କୋଭିଡ୍‌-୧୯: ୪୯ ଥର କଲ୍ କଲାପରେ ଯାଇ ଫୋନ୍ ରିସିଭ୍ କଲେ କରୋନା ରୋଗୀ !

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କରୋନା ଭୟ ଦୂର କରିବାକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଯଦି କରୋନା ଭୂତାଣୁ ନେଇ କିଛି ଲକ୍ଷଣ ପ୍ରକାଶ ପାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ଉଚିତ । ସାମାଜିକ କଟକଣା, ନିଜକୁ…

ପଞ୍ଚମ କରୋନା ରୋଗୀଙ୍କ ପରିଚୟ ସାର୍ବଜନୀନ କଲା ବିଏମ୍‌ସି

ଭୁବନେଶ୍ୱର: ଅହମଦାବାଦ ମହାନଗର ନିଗମ ପଦାଙ୍କ ଅନୁସରଣ କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ରାଜ୍ୟର ପଞ୍ଚମ କରୋନା ପଜିଟିଭ ରୋଗୀଙ୍କ ନାମ ଓ ଠିକଣା ସାର୍ବଜନିନ କରାଯାଇଛି । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା କୋଭିଡ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହା…

ଓଡିଶା ଲକ୍‌-ଡାଉନ୍ ; ଏଣିକି ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠାଇପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ !

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ଓଡିଶା ପୋଷ୍ଟାଲ ସର୍କଲ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ କିମ୍ବା ଏଟିଏମରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା କରିଛି । pic.twitter.com/7talrB2o8D — CPMG…

କରୋନା ଲକ୍ ଡାଉନ: ମାନସିକ ଅବସାଦ ଦୂର କରିବା ପାଇଁ ଆଗେଇ ଆସିଲେ ମନୋଚିକିତ୍ସକ

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବାରୁ ଅଧିକାଂଶ ଲୋକ ଘର ଭିତରେ ହିଁ ରହୁଛନ୍ତି । ଏଥି ପାଇଁ ଅନେକ ବ୍ୟକ୍ତି ଚାପ ଓ ଚିନ୍ତାଗ୍ରସ୍ତ ରହୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଟିଭି, ସୋସିଆଲ ମିଡିଆ ଓ ଖବର କାଗଜରେ କରୋନା ସମ୍ପର୍କୀତ ଖବର…

ଭୁବନେଶ୍ୱରର ସୂର୍ଯ୍ୟନଗର ଅଂଚଳରେ କରାଗଲା ସାନିଟାଇଜ ସ୍ପ୍ରେ

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ପଞ୍ଚମ କରୋନା ପଜିଟିଭ ରୋଗୀ ସୂର୍ଯ୍ୟନଗର ଅଞ୍ଚଳର ହୋଇଥିବାରୁ ଆଜି ସୂର୍ଯ୍ୟନଗର ଓ ଆଖପାଖ ଅଂଚଳର ବିଭିନ୍ନ ରାସ୍ତା, ଗଳିକନ୍ଦି ଓ ଛକମାନଙ୍କରେ ଭୂତାଣୁ ସଂକ୍ରମଣ ନିରୋଧୀ ସ୍ପ୍ରେ କରାଯାଇଛି । ଏଥି ସହ ଛଅ ନମ୍ବରର ବିଭିନ୍ନ ଅଞ୍ଚଳରେ ମଧ୍ୟ ସ୍ପ୍ରେ କରାଯାଇଛି ।…

କୋଭିଡ୍‌-୧୯: ଲକ୍‌ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍‌ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । “ସାମାଜିକ ସୁସ୍ଥତା ବଜାୟ ରଖିବା…

କରୋନା ସଂକ୍ରମଣ: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଥିବା ନମୁନା ପରୀକ୍ଷା…

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବା ପାଇଁ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ବିଦେଶରୁ ଫେରିବା ପରେ ଭୁବନେଶ୍ୱରର ଏହି ୨୦ ବର୍ଷୀୟ ଛାତ୍ର…