Latest Odisha News

BREAKING NEWS

Browsing Category

କେନ୍ଦ୍ରାପଡ଼ା

Kendrapara

ବାହୁଙ୍ଗିରେ ବୁହାହେଲା ରୋଗୀ , ଅଧାରାସ୍ତାରେ ମୃତ୍ୟୁ

ମହାକାଳପଡ଼ା : ରାସ୍ତା ନଥିବାରୁ ପୁଣି ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଆମ୍ବୁଲାନ୍ସ ପାଖକୁ ଗଲା ବେଳକୁ ଚାଲିଗଲା ରୋଗୀର ଜୀବନ । ଏହିଭଳି ଏକ ଘଟଣା ଘଟିଛି ମହାକାଳପଡ଼ା ଲୁଣିମାଠିଆ ଗାଁରେ । ଏହି ଗାଁ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଖୋଦ୍ କେନ୍ଦ୍ରାପଡା ଜିଲ୍ଲାରେ । ଗାଁର ନରୋତ୍ତମ…

ସୁରକ୍ଷା ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବାତ୍ୟା ୟାସ୍‌ର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଜିରୋ କାଜୁଆଲିଟୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବ୍ୟବସ୍ଥ ଗ୍ରହଣ କରାଯାଇଛି । ବିଶେଷ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ରାଜନଗର…

କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ଷମ ହେଲା ୧୧୦ ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ  ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁବନେଶ୍ୱରଠାରେ ୫୨୫ ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବ। ବେଳେ ମଙ୍ଗଳବାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ଭାଇରସ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଗିରଫ

କେନ୍ଦ୍ରାପଡ଼ା: କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିରଖିଛି | ଏଥିରେ ଦୈନିକ ସାରା ବିଶ୍ୱରେ ବହୁ ଲୋକ ଆକ୍ରାନ୍ତ ହୋଇଚାଲୁଥିବାବେଳେ ଭାରତ ବି ଏଥିରୁ ବାଦ ପଡିନି | ଆମ ରାଜ୍ୟରେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବେଳେ…

କରୋନା ଭୟ: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ରାଜ୍ୟରେ କରୋନାଭଇରସର ସଂକ୍ରମଣକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସେଥିପାଇଁ ମାର୍ଚ୍ଚ ୩୧ ଯାଏଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ପରିବେଶ ଓ ବନ ବିଭାଗ କରୋନାଭାଇରସ(କୋଭିଡ-୧୯)ର ପ୍ରସାରକୁ ଯାଂଚ…