Latest Odisha News

BREAKING NEWS

Browsing Category

ସହର

City

ପୁଣି ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଭାଙ୍ଗିଲା ୨ଟି କାଚ

ଭୁବନେଶ୍ୱର: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ଢ଼େଲାମାଡ଼ ଘଟଣା ସାମ୍ନାକୁ ଆସିଛି । ବନ୍ଦେ ଭାରତ ଟ୍ରେନକୁ କିଛି ଦୁର୍ବୃତ୍ତ ଢେଲାମାଡ କରିଛନ୍ତି । ଟ୍ରେନଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ କଲୁଙ୍ଗା ରେଳ ଷ୍ଟେସନରେ ୨ଟି ବଗିକୁ କେହି ଢ଼େଲା ମାଡ଼ କରିଥିବା ସୂଚନା ମିଳିଛି ।…

ଗାଈ ଗୋରୁଙ୍କୁ ମାରିଲା ପରି ମାରିଛନ୍ତି, ମୁଁ ଥାନାରେ ଏତଲା ଦେବି: ତାରା

ଭୁବନେଶ୍ୱର: ସସପେଣ୍ଡ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ, ତାଙ୍କ ସାର୍ଟ କଲର ଧରି ବିଧାନସଭା ସୁରକ୍ଷା କର୍ମୀ ତାଙ୍କୁ ଗାଈ ଗୋରୁଙ୍କୁ ମାରିଲା ପରି ମାରିଛନ୍ତି । ଏହା ସହ ସୁନା ଚେନ୍ ନେଇଯାଇଛନ୍ତି । ଯାହାକୁ ନେଇ ସେ ଖୁବଶୀଘ୍ର…

ପିଆରଏସଆଇ ଭୁବନେଶ୍ୱର ଚାପଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଯୁବସୁଲଭ ନୂଆ ଟିମ୍‍ର ନିର୍ବାଚନ…

ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀ

ଭୁବନେଶ୍ୱର: ଓଡିଶା ମୁହାଁ ବିଦେଶୀ ପକ୍ଷୀ । ୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ । ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ…

ରାଜ୍ୟରେ ବଦଳିବ ପାଗ; ୨୯ରୁ ପୁଣି ବଢ଼ିବ ଖରା

ଭୁବନେଶ୍ୱର: କାଳବୈଶାଖୀର ତାଣ୍ଡବ ପରେ ପୁଣି ବଦଳିବ ପାଗ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ହେଲେ ରାଜ୍ୟରେ ପୁଣି ଫେରିବ ହିଟ୍‌ୱେଭ । ୨୯ରୁ ପୁଣି କଲବଲ କରିବ ତାତି । ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏଁ…

ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରୀ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସବୁଠୁ ଅଧିକ ହେଉଛି ସିଜରିଆନ୍ ଡେଲିଭରୀ । ବିଧାନସଭାରେ ଏଭଳି ଚିନ୍ତାଜନକ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮…

ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ମାମଲା; ୪ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ । ଆଜି ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ କୋର୍ଟ-୨ ।…

୨୬ରେ ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଶପଥ ଗ୍ରହଣ କରିବେ। ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି। ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହର ଆୟୋଜନ…

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ନାରୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ରାଜରାସ୍ତାକୁ ଓହ୍ଲାଇ ଓ ଜୋରଦାର ଲଢେଇ କରିବ କଂଗ୍ରେସ । ଯେ ପର୍ଯ୍ୟନ୍ତ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି…

୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ । ତେବେ…