Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶା ପିସିସି ଷ୍ଟିୟରିଂ କମିଟି ପକ୍ଷରୁ ରାଜ୍ୟ ପଦୂଷଣ ବୋର୍ଡ ସଦସ୍ୟଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ କମ୍ପାନୀ ଦେଶର ସର୍ବାଧିକ ପ୍ରଦୂଷଣ କରୁଥିବା ଶିଳ୍ପସଂସ୍ଥା । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଏବଂ ଅନୁଗୁଳ ସହରର ପ୍ରାୟ ୬୦ଟି ଗ୍ରାମର ଜନସାଧାରଣ ଜିନ୍ଦଲ କମ୍ପାନୀ ଦ୍ୱାରା ନିର୍ଗତ ପାଉଁଶ ପୋଖରୀ ପାଣିଦ୍ୱାରା ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଏହି…

ବାଲିଯାତ୍ରାରେ ‘ଐତିହାସିକ’ ବିଶୃଙ୍ଖଳା !

ଭୁବନେଶ୍ବର: କଟକ ଐତିହାସିକ ବାଲିଯାତ୍ରାରେ ବିଶୃଙ୍ଖଳାକୁ ନେଇ ବର୍ଷିଲା ବିଜେଡି । ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଗିଲେ ତ ଦ୍ବିତୀୟ ଦିନ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ମଞ୍ଚରୁ ଓହ୍ଲାଇ ଦିଆଗଲା । କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହେଲା ତ ବିଜେପି ବିଧାୟକ ଇଂରାଜୀ…

ସରକାରୀ ଜମିରେ ଆଶ୍ରମ: ଯୁବତୀ ଖୋଲିଲେ ବାବାଙ୍କ ଗୁମର…

ଭୁବନେଶ୍ବର: ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ବିବାଦ ତେଜିବା ପରେ ଏବେ ସତ ସାମ୍ନାକୁ ଆସିଛି । ସରକାରୀ ଜମିରେ ବେଆଇନ ଭାବରେ ନିର୍ମାଣ ହୋଇଛି ଆଶ୍ରମ । ଏନେଇ ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମର ଜଣେ ନାବାଳାକ ବାବାଙ୍କ…

ଏମ୍ସ ଡାକ୍ତରଙ୍କ ପାଇଁ ପୁନର୍ଜନ୍ମ ପାଇଲେ ଯବାନ,୨ ଘଣ୍ଟା ବନ୍ଦ ହୋଇଥିଲା ହୃଦ ସ୍ପନ୍ଦନ

ଭୁବନେଶ୍ବର: ପ୍ରାୟ ଦୁଇଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ ସ୍ପନ୍ଦନ । କାମ କରୁ ନଥିଲା ହୃତପିଣ୍ଡ। ହେଲେ ଚିକିତ୍ସା ବିଜ୍ଞାନ ଦେଖାଇଲା ଚମତ୍କାରିତା। ଜଣେ ୨୪ ବର୍ଷୀୟ ରୋଗୀ ପାଇଲେ ନୂଆ ଜୀବନ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଏମ୍‌ସ ହସପିଟାଲରେ। ମୃତ ଯୁବକ ତଥା ଭାରତୀୟ ସେନାର ଯବାନ ଶୁଭକାନ୍ତ…

ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କଲା ବିଜେଡି

ଭୁବନେଶ୍ୱର: ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ କିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ…

ଆମ୍ବ ଟାକୁଆ ଜାଉ ପ୍ରସଙ୍ଗରେ ବିଜେଡିର ଦାବି: ଯୋଗାଣ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି।  ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଁଞ୍ଚିବା ପରେ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି। ଏନେଇ ସାମ୍ବାଦିକ ସମ୍ମିଳନୀ କରିଛି…

ସରକାରୀ ଜମିରେ ରହିଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ, ସ୍ପଷ୍ଟ କଲା ଜିଏ ବିଭାଗ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଆଶ୍ରମ ଜମି ମାପଚୁପ…

ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର…

ଶୁଖୁଛି ଜଳଭଣ୍ଡାର: ଚାରି ଆଡେ ବାଲି, ଦୃଶ୍ୟମାନ ହେଲାଣି ୧୩୦ ବର୍ଷ ପୁରୁଣା ମନ୍ଦିର ଚୂଡ

ଗଞ୍ଜାମ: ଜଳବାୟୁ ପରିବର୍ତ୍ତନର ଏବେ ଉତ୍କଟ ରୂପ ଦେଖୁଛି ଦୁନିଆ । କେଉଁଠି ପାଣି ଶୁଖି ମରୁଭୂମି ପାଲଟିଲାଣି ତ, ଆଉ କେଉଁଠି ମରୁଭୂମି ସବୁଜମୟ ଦେଖାଗଲାଣି । ନା ଠିକ୍ ସମୟରେ ଋତୁ ଅନୁଭୂତ ହେଉଛି, ନା ଆବଶ୍ୟକ ଅନୁଯାୟୀ ମିଳୁଛି ବର୍ଷା, ଖରା । ଏହା କାରଣରୁ ଏବେ ରାଜ୍ୟରେ ବିଭିନ୍ନ ଜଳାଶୟରେ…

କଟକ ବାଲିଯାତ୍ରାରେ ବଡ ଅଘଟଣ: ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ : କଟକ ବାଲିଯାତ୍ରାରେ ବଡ ଅଘଟଣ।  କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ନାବାଳକ ଜଗତସିଂହପୁରର…