Latest Odisha News

BREAKING NEWS

Browsing Category

ସହର

City

ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୬ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ଏହାସଙ୍ଗକୁ କଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୁତ ହୋଇଛି। ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି ରାଜ୍ୟରେ…

ପୁରୀରେ ମୋଦୀଙ୍କ ମେଗା ରୋଡ ଶୋ’; ମୁତୟନ ହେବେ ୬୩ ପ୍ଲାଟୁନ ଫୋର୍ସ

ପୁରୀ: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଓ୍ବାର ଦେଖାଇବେ ମୋଦୀ । ସକାଳ ୭ଟାରେ ମହାପ୍ରଭୁଙ୍କ ଦର୍ଶନ ପରେ କରିବେ ମେଗା ରୋଡ ଶୋ’। ଏଥି ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ବ୍ୟବସ୍ଥା କରାଯିବ ସହ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ,…

ବିଜେଡି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ବିଜେଡି ଛାଡ଼ିଲେ  ସମୀର ଦାଶ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ ସମୀର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ତାଙ୍କର ଇସ୍ତଫାପତ୍ର ।…

ରୋଡ୍ ଶୋ ରାଜନୀତି

ଭୁବନେଶ୍ବର : ନିର୍ବାଚନ ପ୍ରଚାର ପାଇଁ ରୋଡ୍ ଶୋ କରୁଛନ୍ତି ହେଭିଓ୍ବେଟ୍ ନେତା। ଭୁବନେଶ୍ବର ଜନପଥରେ ମୋଦି ରୋଡ୍ ଶୋ କରିଛନ୍ତି ତ ସିଲଭର ସିଟିରେ ପାଓ୍ବାର ଶୋ କରିଛନ୍ତି ବିଜେପିର ନମ୍ବର ଟୁ ଅମିତ ଶାହା। ଜେପି ନଡ୍ଡା, ହେମାମାଳିନୀ ବି ଗୋଟେ ପରେ ଗୋଟେ ରୋଡ୍ ଶୋ କରି ଲୋକଙ୍କ ପାଖରେ…

କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?

ଭୁବନେଶ୍ବର : କଟକରେ ସଂତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମହାମୁକାବିଲା। କଟକ ଲୋକସଭା ଆସନରୁ ଗତ ୬ଥର ହେଲା ଜିତି ଆସୁଛନ୍ତି ଭର୍ତ୍ତୃହରି ମହତାବ । ତେବେ ଏଥର ସେ ଟିମ୍ ବଦଳାଇଛନ୍ତି। ବିଜେଡି ଛାଡି ବିଜେପିରେ ମିଶିଛନ୍ତି, ପ୍ରାର୍ଥୀ ବି ହୋଇଛନ୍ତି । ସେପଟେ ବିଜେଡି କର୍ପୋରେଟ୍…

ତାତିରେ ଲାଗିବ ବ୍ରେକ୍; ୨୨ରେ ସୃଷ୍ଟି ହେବ ଲଘୁଚାପ, ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତା ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

ପୁଣି ଓଡ଼ିଶା ଆସୁଛନ୍ତି ମୋଦି,ପୁରୀରେ କରିବେ ମେଗା ରୋଡ୍‌ ଶୋ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଗସ୍ତରେ କେନ୍ଦ୍ରିୟ ବିଜେପି ନେତା । ଚଳିତ ନିର୍ବାଚନରେ ମୋଦିଙ୍କ ଫୋକସ୍ ରହିଛି ଓଡ଼ିଶା ଉପରେ ।ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନ ପ୍ରଚାର ଲାଗି ତୃତୀୟଥର ପାଇଁ ଆସନ୍ତା ୧୯ ତାରିଖରେ ଓଡିଶା…

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର: ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଜେରା କରିଛି ଆୟକର ବିଭାଗ । ଶୁକ୍ରବାର ବିଶାଳଙ୍କୁ ଝାରସୁଗୁଡାର ଏକ ଘରୋଇ ହୋଟେଲକୁ ଡାକି ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଏହି…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆଜି ଶେଷ ହେଉଛି ପ୍ରଚାର

ଭୁବନେଶ୍ବର: ଆସନ୍ତା ୨୦ ଅର୍ଥାତ୍ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସେନେଇ ଆଜି ସରୁଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ଆଜି ସଂଧ୍ୟାରେ ଏହା ଶେଷ ହେବ । ଶେଷ ଦିନରେ…

ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ । ବୈଠକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର…