Latest Odisha News

BREAKING NEWS

Browsing Category

ସହର

City

ମଦ ନିଶାରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ଵାମୀ

ଭୁବନେଶ୍ଵର: ଭୁବନେଶ୍ଵର ମୈତ୍ରୀ ବିହାରରେ ଜଘନ୍ୟ ହତ୍ୟାକାଣ୍ଡ । ନୃଶଂସ ସ୍ବାମୀର ବର୍ବର କାଣ୍ଡ । କାଠ ଫାଳିଆ ରେ ସ୍ତ୍ରୀ ପିଟି ପିଟି ହତ୍ୟା କରିଥିଲା ସ୍ବାମୀ । ହତ୍ୟାକାଣ୍ଡ ଘଟାଇବା ପରେ ୩ଦିନ ଯାଏଁ ବନ୍ଦ ଘର ଭିତରେ ମୃତ ଶରୀରକୁ ଜଗି ରହିଲା ସ୍ଵାମୀ । ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା…

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲର ବଡ ନିଷ୍ପତି, ଲାଗୁ ହେଲା ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା

ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ କାଳରେ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି ଟିପିଏସଓଡିଏଲ୍ । ସୁରକ୍ଷା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନପୂର୍ବକ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ପ୍ରାଥମିକତା ଦେଇ କମ୍ପାନୀ ନିଜର…

ମୁଖ୍ୟମନ୍ତ୍ରୀଙ୍କ ହୋଲି ଭେଟି, ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ଵର: ହୋଲି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ରାଜ୍ୟ ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଜାନୁୟାରୀ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ…

୫ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ସାଗର ରାଏ ଏବଂ ବିନୀତ ଲଲାନୀ

ଭୁବନେଶ୍ବର: ଚିଟଫଣ୍ଡ କେଳେଙ୍କାରୀ ନେଇ ଚାଲିଛି ଇଡି ର ତନାଘନା । ୫ ଘଣ୍ଟାର ମାରାଥାନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ । ଅର୍ଥ ତତ୍ତ୍ଵ ଚିଟଫଣ୍ଡ ମାମଲାରେ ବିନୀତ ଲଲାନି ଏବଂ ସାଗର ରାଏଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା କରିବାକୁ ଇଡି ଡାକିଥିଲା । ବିଲ୍ଡର…

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କନିଷ୍ଠ ଶିକ୍ଷକଙ୍କୁ (Junior Teacher)ଙ୍କ ବଢ଼ିଲା ଦରମା । ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ ପାଇବେ । ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବା ନେଇ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଗାଁ ସାଥୀଙ୍କ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଗାଁ ସାଥୀ । ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଖରାରେ ଲୋୟର ପିଏଜିରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଗାଁ ସାଥୀ ।  ସରକାର ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢ଼ିଲା ମେୟର, ଡେପୁଟି ମେୟରଙ୍କ ଦରମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢ଼ିଲା ମେୟରଙ୍କ ଦରମା । ୫୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର । ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି, ପୌରପରିଷଦ…

ଛାତ୍ର କଂଗ୍ରେସର ବିକ୍ଷୋଭ: ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷାନୀତିକୁ ନେଇ ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ କୁ ନେଇ ଛାତ୍ର କଂଗ୍ରେସର ରଣହୁଙ୍କାର । ରାଜମହଲ ଛକରୁ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଶିଶୁଭବନ ଛକରେ ଛାତ୍ର କଂଗ୍ରସକୁ ରୋକିବାକୁ…

ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ୨ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ୨ରୁ ୪ ଡିଗ୍ରୀ ବଢ଼ିବ  । କଟକ, ଭୁବନେଶ୍ବର ଅନ୍ୟ କିଛି ସ୍ଥାନରେ…