Latest Odisha News

BREAKING NEWS

Browsing Category

କଟକ

Cuttack

ଆଜି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର : ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  ।  ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ

କଟକ: ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ। ସୂଚନା ଅନୁସାରେ ଜଣେ ବ୍ୟବସାୟୀ ବା ଅନୁଷ୍ଠାନ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପଞ୍ଜିକରଣ ପାଇଁ ଡିଡି ଜରିଆରେ ୫ ହଜାର ଟଙ୍କା ଦେବେ…

ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଡ ଇଞ୍ଜିନିୟର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ…

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା ଓ…

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି । କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍‌ ଲଗାଇଥିବା ବେଳେ ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ସୂଚନା ଅନୁସାରେ, ୨୦୨୧ ମସିହାରେ ମାହାଙ୍ଗା…

ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି: ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍

ବାରଙ୍ଗ: ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି । ଏବେ ଗ୍ରାହକଙ୍କ ପାଇଁ ତଣ୍ତ ଗଣିବେ ମଦ ଦୋକାନୀ । ୧୦ଟଙ୍କା ବଢେଇକି ନେଉଥିଲେ ଏବେ ୨୦ଲକ୍ଷ ଫାଇନ୍ ଦେବେ । ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ। ସୂଚନା ଅନୁସାରେ,…

ଅପରେଶନ ହ୍ଵାଇଟ ସ୍ପାଇଡର, ପୁଣି ଜବତ ହେଲା ୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର

କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ…

ରାଜ୍ୟର ସର୍ବବୃହତ ପରିବା ମଣ୍ଡି ଆରମ୍ଭ, ଏଣିକି ଛତ୍ର ବଜାର ନୁହେଁ ଅର୍ବାନ ହାଟରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେଲା ଅର୍ବାନ ହାଟ। ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ। ପ୍ରାୟ ଦେଢଶହ ବର୍ଷର ଛତ୍ରବଜାର ପରିବା ହାଟ, ଆଜି ଏକ ନୂଆ ପରିଚୟ ପାଇଛି। ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  । କାର୍ତ୍ତିକ ମାସର ପ୍ରଥମ ସୋମବାରରେ  ଦେବ ଦେବ…

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ, ମୁଖାଗ୍ନି ଦେଲେ ବଡ ଝିଅ

କଟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ବଡ ଝିଅ ତାଙ୍ତକୁ ମୁଖାଗ୍ନି ଦେଇଛନ୍ତି  । ଗତକାଲି  ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ର ପରଲୋକ ଘଟିଥିଲା । ସେ  ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ…

ଏନସିଟିଇ ଆଞ୍ଚଳିକ କମିଟିର ସଦସ୍ୟ ହେଲେ ଡକ୍ଟର ବି.ସି. ଦାସ

କଟକ: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ପୂର୍ବାଞ୍ଚଳ କମିଟିର ସଦସ୍ୟ ରୂପେ ମନୋନୀତ ହେଲେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ବରିଷ୍ଠ ଶିକ୍ଷାବିତ୍‌ ଡକ୍ଟର ବିକଳି ଚରଣ ଦାସ । ବର୍ତ୍ତମାନ ଡକ୍ଟର ଦାସ ରେଭେନସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ…