Latest Odisha News

BREAKING NEWS

Browsing Category

କଟକ

Cuttack

ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି:ମୋଦି

କଟକ: ଓଡ଼ିଶା ସରକାରଙ୍କର ଓଡିଶା ସଂସ୍କୃତି ପାଇଁ ଚିନ୍ତା ନାହିଁ । ଲୋକେ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ବିଜେପି ସରକାର ଆସିବା କ୍ଷଣି ଚାବିର ହଜିବାର ପ୍ରକୃତ ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ । ଆଜି କଟକରେ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି…

୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ:ମୋଦି

କଟକ: ଅନୁଗୁଳ ପରେ କଟକରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦି ।ଭାରତ ବର୍ଷର ପୁରୂଣା ସହର ମଧ୍ୟରୁ କଟକ ହେଉଛି ଗୋଟିଏ । ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ…

ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ବସ୍ତି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା  ଆଶ୍ବସ୍ତି । ଜାରି ଏନବିଡବ୍ଲୁ ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ  ।ଜେଏମଏଫସି ଏମପିଏମଏଲଏ କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିଲା ଏନବିଡବ୍ଲୁ । ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କରିଥିଲେ କୋର୍ଟ ।…

କଟକରେ ପାଓ୍ବାର ସୋ କରୁଛନ୍ତି ଅମିତ୍ ଶାହା

କଟକ: କଟକରେ ନିଜର ପାଓ୍ବାର ସୋ କରୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ।  ଏକ ବିଶାଳ ରାଲିରେ କଟକର ଗୋପବନ୍ଧୁ ଛକରୁ ବାହାରି କଟକ ରାସ୍ତାରେ ନିଜର ପାଓ୍ବାର ଦେଖାଉଛନ୍ତି । ପ୍ରାୟ ୨ ଘଣ୍ଟା ଧରି ଏହି ରୋଡ ସୋ ଜାରିରହିବ । ନିଜର ସମର୍ଥକ ଓ କର୍ମୀଙ୍କ ସହ କଟକରେ ରୋଡ ସୋ…

ଆପଣଙ୍କ ସୁଖଦୁଃଖରେ ଯିଏ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ:ପାଣ୍ଡିଆନ

କଟକ: ସାଧାରଣ ନିର୍ବାଚନ ପାଇଁ ନେତାମାନେ ପ୍ରଚାର ଜୋରଦାର କରିଛନ୍ତି । ଏହି ମଧ୍ୟରେ ଆଜି ବଡ଼ମ୍ୱାରେ ଭିକେ ପାଣ୍ଡିଆନ ପ୍ରଚାର କରିଛନ୍ତି । ସେ ବିରୋଧିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ…

କିଛି ଦିନର ଅସୁସ୍ଥତା ପରେ ଶେଷରେ ଆଖି ବୁଜିଲା ନନ୍ଦନକାନନର ଗେହ୍ଲା ‘ନନ୍ଦନ’

ବାରଙ୍ଗ: ଆଖି ବୁଜିଲା ବାଘ ନନ୍ଦନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଗତ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା ନନ୍ଦନ । ଶେଷରେ ଆଜି ଆଖି ବୁଜିଛି ନନ୍ଦନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ…

ବଢିଲା ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ: ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ। ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ ଦାୟର କରିଥିଲେ ଅନୁଭବ…

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଓଡିଶାରେ ଆଜି ତାଙ୍କର ଦ୍ଵିତୀୟ ଦିନ ଥିବାବେଳେ ସେ ଆଜି କଟକ ଗସ୍ତରେ ଅଛନ୍ତି । କଟକରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଏସ. ଜୟଶଙ୍କର । ଏହି ପରିପ୍ରେକ୍ଷୀରେ ଏସ. ଜୟଶଙ୍କର କହିଛନ୍ତି…

ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍, ୩ ଆହତ

ବଡମ୍ବା: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବଡମ୍ବା ଟାଉନ ନିକଟରେ ମଙ୍ଗଳବାର ବିଜେଡି ବିଧାୟକ ଦେବୀ…

ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ: ରାହୁଲ

କଟକ: ଓଡ଼ିଶାରେ ରାହୁଲ ଗାନ୍ଧି । ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚି ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି…