Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଜୁଆ ଆଡ୍ଡାରୁ ମିଳିଲା ୫ ଲକ୍ଷ ଟଙ୍କା, ୨୧ ଜୁଆଡ଼ି ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗରସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍‌ଡା ଉପରେ ସୋମବାର ପୋଲିସ ଚଢ଼ଉ କରିଛି । ୨୧ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥି ସହିତ…

ବସ୍ତି ପ୍ରତିଭାଙ୍କୁ ମଞ୍ଚ ଦେଲା ବିଏମ୍‌ସି

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେଇଛି ବ୍ରହ୍ମପୁର ମହାନଗର ନିଗମ। ସୋମବାର ଠାରୁ ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଆରମ୍ଭ ହୋଇଯାଇଛି । ସ୍ବାଧୀନତାର ଅମୃତ…

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରିବେ ଘର ପୋଛା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୬ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀନୂଆଗାଁସ୍ଥିତ ତୋଟା ସାହି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ବିମଳା ଦ୍ୱାରା ଘର ପୋଛା ଏବଂ ୱାଇପର ପ୍ରସ୍ତୁତ କରାଯିବ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ମେୟର…

ମୃତକଙ୍କ ଚକ୍ଷୁଦାନ କଲେ ପରିବାର ବର୍ଗ

ବ୍ରହ୍ମପୁର:ବ୍ରହ୍ମପୁର ଦଳୁଆ ସାହିର କେ.ସୁଭଦ୍ର ରାଓଙ୍କ ୮୩ ବର୍ଷ ବୟସରେ ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି । ସ୍ବର୍ଗତ ସୁଭ୍ରଦ ଏକ ବ୍ୟାଙ୍କର ମ୍ୟାନେଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କ ଚକ୍ଷୁଦାନ କରିଛନ୍ତି।…

ଘର ବାରଣ୍ଡାରେ ଖେଳୁଥିଲା ଶିଶୁ, ପୋଖରୀରୁ ମିଳିଲା ଶବ

ବ୍ରହ୍ମପୁର:ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ପଞ୍ଚାୟତ ଗୋକର୍ଣ୍ଣମେରୀପଲ୍ଲୀ ଗ୍ରାମରେ ବୁଧବାର ଗ୍ରାମର ପିଣ୍ଟୁ ଗୌଡ଼ଙ୍କ ଦେଢ଼ ବର୍ଷର ପୁଅ ରିଶାନ ନିଖୋଜ ହୋଇଯାଇଥିଲେ । ତେବେ ବୁଧବାର ବିଳମ୍ବିତ ରାତିରେ ଗାଁ ପୋଖରୀରୁ ରିଶାନଙ୍କ ମୃତ ଦେହ ମିଳିଛି। ଏହି ଘଟଣାକୁ ନେଇ ନାନା…

ବାଲ୍ୟ ବିବାହକୁ ପ୍ରତ୍ୟାଖ୍ୟାନ କରିଥିବା କିଶୋରୀଙ୍କୁ ମିଳିବ ଦକ୍ଷତା ବିକାଶ ତାଲିମ୍‌

ବ୍ରହ୍ମପୁର:ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ଉପରେ ଅଂକୁଶ ଲଗାଇବା ପାଇଁ ଜିଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସାମିଲ କରାଯାଇଛି। ଅଧାରୁ ପାଠ ଛାଡୁଥିବା ଝିଅମାନେ ବାଲ୍ୟ ବିବାହର ଶିକାର ହୋଇଥାଆନ୍ତି। ତେଣୁ…

ବର୍ଷା ହେଲେ ବନ୍ଦ ହୋଇଯାଉଛି ଶବଦାହ

ବ୍ରହ୍ମପୁର: ବ୍ରହ୍ମପୁର ସହର ଶ୍ରୀରାମ ନଗର ବାସିନ୍ଦା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛିଦିନର ବର୍ଷା ଯୋଗୁ ସାହିରେ ଥିବା ଏକମାତ୍ର ଶ୍ମଶାନ କାଦୁଅରେ ଭର୍ତ୍ତି ହୋଇଯାଇଛି । ବର୍ଷା ପାଣି ଜମି ରହିବାରୁ ଶବଦାହ ସମ୍ଭବ ହେଉନି । ବର୍ତ୍ତମାନ ବାସିନ୍ଦାଙ୍କୁ…

ନକଲି ଔଷଧ ବିକ୍ରି ସନ୍ଦେହରେ ବ୍ରହ୍ମପୁରରେ ଚଢ଼ଉ

ବ୍ରହ୍ମପୁର: ନକଲି ଔଷଧ ବିକ୍ରି ଅଭିଯୋଗରେ ବ୍ରହ୍ମପୁରରେ ଚଢ଼ାଉ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଡ୍ରଗ୍ସ ଟିମ୍ ଚଢାଉ କରିଛି। ବିଭିନ୍ନ ଔଷଧ ଦୋକାନ ସହିତ ବିତରଣ କମ୍ପାନୀଙ୍କ ଗୋଦାମରେ ଚଢ଼ାଉ ହୋଇଥିବା ସୂଚନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର (ଡିଆଇ)…

ନକଲି ଗୁଟ୍‌ଖା କାରଖାନା ମାଲିକଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ବାଉଁଶିଆପଲ୍ଲୀ ଠାରେ ନକଲି ଗୁଟଖା ସାମ୍ରାଜ୍ୟ ଚଳାଇଥିବା ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି । ଗତ ଅଗଷ୍ଟ ୩୦ ତାରିଖରେ ସଦର ଥାନା ପକ୍ଷରୁ ବାଉଁଶିଆପଲ୍ଲୀ ଠାରେ ଥିବା ୩ଟି ନକଲି ଗୁଟଖା କାରଖାନା ଓ ଗୋଦାମରେ ଚଢଉ…

ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକରେ ପୂର୍ବାହ୍ନରେ ପୂର୍ଣ୍ଣଚନ୍ଦ୍ର ନାହାକ(୩୮)ଙ୍କୁ କେତେକ ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ଣ୍ଣଚନ୍ଦ୍ରଙ୍କ ଘର ପୁରୁଷୋତ୍ତମପୁର ଥାନା…