Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ…

[ ଭିଡିଓ ] ଯାଜପୁରରେ ହାତୀ ଆତଙ୍କ ,ଜଣେ ଗୁରୁତର

ଯାଜପୁର : ଯାଜପୁରରେ ହାତୀ ଆତଙ୍କ । ଗାଁ ଲୋକ ଛାନିଆ । ଗତ କିଛି ଦିନ ଧରି ବଡଚଣା ଓ କଟକ ସାଲେପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀ ଯାଜପୁରରେ ଆତଙ୍କ ଜାରି ରଖିଛି।ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ବ୍ୟକ୍ତି ଏବେ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି ହୋଇଛନ୍ତି । ଗୁରୁତର ବ୍ୟକ୍ତି…

[ଭିଡିଓ] ଯାଜପୁରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଯାଜପୁର : ଦେଶରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ। ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ଘରକୁ ସରକାର ପାଇଖାନା କରବା ପାଇଁ ଆର୍ଥିକ ସହୟତା ଯୋଗାଇ ଦେଉଛନ୍ତି । ହେଲେ  ଯାଜପୁର ସଦର ମହକୁମା ଡାକ୍ତରଖାନାଠାରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ ଅଚଂଳରେ ଶୌଚାଳୟ…

ଭେଣ୍ଡିଂ ଜୋନ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ

ଯାଜପୁର: ଯାଜପୁର ସହରରେ ନାହିଁ କୌଣସି ଭେଣ୍ଡିଂ ଜୋନ ।  ରାସ୍ତା ଉପରେ ଚାଲିଛି ପରିବା ହାଟ । ଆଉ ପୋଲ ଉପରେ ଚାଲିଛି ଆମିଷ ବ୍ୟବସାୟ । ଏ ହେଉଛି ଜିଲାପାଳ ଅପିଂସ ସମ୍ମୁଖର ଦୃଶ୍ୟ । ଭେଣ୍ଡି ଜୋନ ଯୋଗାଇବାର ଦାୟିତ୍ୱ ଉଭୟ ପୌରପାଳିକା ଏବଂ ନିୟନ୍ତ୍ରିତ ବଜାର କମିଟିର ହୋଇଥିବା ବେଳେ ଆଜି…

ଧରାପଡିଲା ଧୋକାବାଜ ପ୍ରେମିକ

ଯାଜପୁର: ଧରାପଡିଲା ଧୋକାବାଜ ପ୍ରେମିକ । ପ୍ରେମିକାକୁ ଧୋକା ଦେଇ ଉତ୍ତରପ୍ରଦେଶରୁ ଚାଲିଆସିଥିବା ପ୍ରେମିକ ଶେଷରେ ବିଞ୍ଝାରପୁରରୁ ଗିରଫ ହୋଇଛି। ଯାଜପୁରର ସୁଶାନ୍ତ ଉତ୍ତରପ୍ରଦେଶରେ ଯାଇ କାମ କରୁଥିବା ବେଳେ ଜଣେ ବିଧବା ମହିଳାଙ୍କୁ ପ୍ରେମ କରି ବିବାହ କରିଥିଲେ। ମହିଳାଙ୍କ ପୂର୍ବରୁ ଗୋଟିଏ…

୧୮୫ପେଟି ମଦ ଜବତ, ପିକଅପ ଭ୍ୟାନ୍ ଡ୍ରାଇଭର ଗିରଫ

ଯାଜପୁର: ଯାଜପୁର ଅମ୍ବିକାଇ ଛକ ନିକଟରୁ ୧୮୫ପେଟି ମଦ ଜବତ କରାଯାଇଛି। ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ଗିରଫ କରିଛି ଯାଜପୁର ପୋଲିସ୍। ସୂଚନା ଅନୁସାରେ, ପୁରୁଣା ମଦ ଦୋକାନରୁ ଏହି ମଦ ପେଟି ଗୁଡ଼ିକ ଏକ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ପରେ ଯାଜପୁର…

ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ

ଯାଜପୁର : ରାଜ୍ୟ ବିଜେପିକୁ ବଡ ଝଟକା । ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ । ଦଳ ଭିତରେ ଥିବା କନ୍ଦଳ , ରାଜ୍ୟ ଓ ଜିଲ୍ଲା ନେତ୍ୱତ୍ୱରେ ଥିବା ଭେଦଭାବ ଓ କାମ କରିବା ନେଇ ତାଙ୍କୁ ସୁଯୋଗ ମିଳୁନଥିବାରୁ ସେ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…

ପାଣିରେ ବୁଡ଼ି ଦୁଇ ନାବାଳକ ମୃତ

ଯାଜପୁର: ପାଣିରେ ବୁଡ଼ି ଦୁଇ ନାବାଳକ ମୃତ । ଫୁଲ ତୋଳିବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇ ଦୁଇ ଜଣ ନାବାଳକଙ୍କ ସଲିଳ ସମାଧି । ଏହି ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆରେ । ମୃତ ଦୁଇ ନାବାଳକ ହେଲେ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି…

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ମରାମତି ଠପ୍

ଯାଜପୁର: ଲାଗି ରହିଛି ବର୍ଷା । ଆଉ ଆତଙ୍କିତ ହୋଇ ପଡୁଛନ୍ତି ନଦୀକୂଳିଆ ଲୋକେ । କେଉଁଠି ସମୁଦ୍ର ଜୁଆର ମାଡି ଆସିଲାଣି ତ ଆଉ କେଉଁଠି ଘାଇ ମରାମତି ହୋଇପାରୁନି । ନଦୀ ବନ୍ଧ ସଜାଡିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ହେଲେ କାମ କିନ୍ତୁ ଠପ୍ ହୋଇ ପଡ଼ିଛି । ଏଇ ଯେମିତି ଯାଜପୁର…

ପିହୁ ନିଖୋଜ ଘଟଣା: ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କଲେ ମା’

ଯାଜପୁର: ପିହୁ ଶିଶୁ ନିଖୋଜ ଘଟଣା। ୧୪ମାସ ପରେବି ମିଳୁନି ପତ୍ତା। ଏବେବି ପିହୁର ମା’ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିନଥିବାବେଳେ ତଦନ୍ତ ପ୍ରକ୍ରିୟା ନେଇ ପିହୁର ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…