Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ପିହୁ ନିଖୋଜ ଘଟଣା: ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କଲେ ମା’

ଯାଜପୁର: ପିହୁ ଶିଶୁ ନିଖୋଜ ଘଟଣା। ୧୪ମାସ ପରେବି ମିଳୁନି ପତ୍ତା। ଏବେବି ପିହୁର ମା’ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିନଥିବାବେଳେ ତଦନ୍ତ ପ୍ରକ୍ରିୟା ନେଇ ପିହୁର ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପଞ୍ଚାୟତର ସରପଞ୍ଚ ପଦବୀରେ ତଫସିଲଭୁକ୍ତ ଜନଜାତିଙ୍କ ସଂରକ୍ଷଣ ନେଇ ଦାବି

ଯାଜପୁର: ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜହ୍ନା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ମାତ୍ର କେତେକ ବ୍ୟକ୍ତି ଏହାକୁ ବିରୋଧ କରି ଏହାକୁ ସାଧାରଣ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱାସ୍ଥ୍ୟ ସେବା ଶିବିର

ଯାଜପୁର : ଆଜି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ପଣସା ଠାରେ ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର କୁ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଉଦଘାଟନ କରିଥିଲେ। ଏହି ଶିବିର ରେ ଆଖପାଖ…

ଯାଜପୁର ମା’ ପୁଅ ନିଖୋଜ ଘଟଣା; ଛତିଶିଗଡ଼ରୁ ହେଲେ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ନିଖୋଜ ମା' ପୁଅ ଛତିଶିଗଡ଼ରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର। ଅଚେତ ଅବସ୍ଥାରେ ଛତିଶିଗଡ଼ର ଏକ ନିଛାଟିଆ ସ୍ଥାନରୁ ମା ଓ ପୁଅଙ୍କୁ ଉଦ୍ଧାର କରାଯାଇଛି  । ଗତ ୧୨ ତାରିଖ ସନ୍ଧ୍ୟାରୁ ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ ପାଇଁ ଯାଇଥିବା ବେଳେ…

ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା , ବଢୁଛି ଅସନ୍ତୋଷ

ଯାଜପୁର: ବିପର୍ଯ୍ୟସ୍ତ ହୋଇପଡ଼ିଛି ଡ୍ରେନେଜ୍ ବ୍ୟବସ୍ଥା । ଅଧିକାଂଶ ଡ୍ରେନ ଖୋଲା ମେଲାରେ ପଡି ରହିଛି । କେଉଁଠି ପାଇପରୁ ପାଣି ଲିକ ହୋଇ ରାସ୍ତାରେ ଜମୁଛି ତ ଆଉ କେଉଁଠି ସାମାନ୍ୟ ବର୍ଷାରେ ସୃଷ୍ଟି ହୁଏ ବନ୍ୟା ପରିସ୍ଥିତି । ଖୋଲା ଡ୍ରେନରେ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ବି ପୌର…

ମା’ବିରଜାଙ୍କ ନବରାତ୍ର ପୂଜା ଓ ରଥଯାତ୍ରା ଶେଷ, ପୀଠରେ ବିଜୟା ଦଶମୀ ପାଳିତ

ଯାଜପୁର: ଶେଷ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବରାତ୍ର ପୂଜା ଓ ରଥଯାତ୍ରା। ଆଜି ମା’ଙ୍କ ପୀଠରେ ପାଳିତ ହେଉଛି ବିଜୟା ଦଶମୀ। ପରମ୍ପରା ଅନୁଯାୟୀ, ଗତକାଲି ରଥଯାତ୍ରାର ଶେଷ ଦିନରେ ମା’ରଥରୁ ଓହ୍ଲାଇ ବିଳମ୍ବିତ ରାତିରେ ଲାଖବିନ୍ଧା ପଡ଼ିଆକୁ ଯାଇ ଚାରି ଦିଗକୁ ସରନିକ୍ଷେପ…

ଧୋକାବାଜ ସ୍ୱାମୀଙ୍କୁ ଉତ୍ତର ପ୍ରଦେଶରୁ ଓଡ଼ିଶାରେ ଆସି ଠାବ କଲା ପ୍ରତାରିତ ପତ୍ନୀ

ଯାଜପୁର: ନ୍ୟାୟ ପାଇଁ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସି ପହଞ୍ଚିଲେ ମହିଳା। ତାଙ୍କ ସହ ପ୍ରେମ ବିବାହ ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଜି ଯାଜପୁରରୁ। ବିଂଝାରପୁର ଥାନାରେ ମହିଳାଜଣକ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି।…

ବିରଜାଙ୍କ ପୀଠରେ ମହାନବମୀ ପୂଜା

ଯାଜପୁର : ବିରଜାଙ୍କ ପୀଠରେ ମହାନବମୀ ପୂଜା । ସବୁଠି ଚାଲିଛି ମାଆଙ୍କ ଆବାହନି । ପ୍ରତି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ସବୁ ଆଡେ ପାର୍ବଣ ର ଧୁମ । ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ହେଉଥିବା ବେଳେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ମହାନବମୀ । ସେଥି ପାଇଁ ମାଙ୍କୁ ଦର୍ଶନ…

ନଦୀ ପାର ହୋଇ ସ୍କୁଲ ଯାଉଥିଲେ, ଏବେ ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା

ଯାଜପୁର: ପିଲାଦିନେ  ନଦୀ ପାର ହୋଇ ସ୍କୁଲ ଯାଉଥିଲେ । ଏବେ ପ୍ରଶାସନିକ ଅଧିକାରୀ ହେଲେ । ଲୋକଙ୍କ ସେବା ପାଇଁ ପ୍ରଶାସନିକ କ୍ଷେତ୍ରରେ ମନ ବଳାଇ ଏବେ ଓଡିଶା ପ୍ରଶାସନିକ ସେଵାର ୨୦ ନମ୍ବର ସ୍ଥାନରେ ରହିଛନ୍ତି ଯାଜପୁରର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି । ଛୋଟ ବେଳେ ନଦୀ ପାରି ହୋଇ ସ୍କୁଲ…

ବଧୂହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ବଧୂହତ୍ୟା ମାମଲାରେ ମୃତକଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ମାନ୍ୟବର ଜିଲ୍ଲା ଦେରାଜଜ୍‌ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାହାଙ୍ଗା ଥାନା ମଣ୍ଡା ଗ୍ରାମର ବାବାଜୀ ପଣ୍ଡାଙ୍କ ଝିଅ…