Latest Odisha News
Browsing Category

କୋରାପୁଟ

Koraput

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ଆନ୍ଧ୍ରପ୍ରଦେଶ ସୀମାନ୍ତ…

ଫାଟିଲା ମୋବାଇଲ ଫୋନ୍, ବର୍ଷକର ଶିଶୁ କନ୍ୟା ଗୁରୁତର

କୋରାପୁଟ: ମୋବାଇଲ୍ ଫାଟିବାରୁ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ । ଆହତ ଶିଶୁକୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନା ଓ ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଆହତ ଶିଶୁ ହେଉଛି…

ବ୍ରିଜ ଉପରେ ଦୁଇ ଭାଗ ହୋଇଗଲା ମାଲବାହୀ ଟ୍ରେନ୍

କୋରାପୁଟ: ମଝିରୁ ଅଲଗା ହୋଇଗଲା ଚଳନ୍ତା ମାଲବାହୀ ଟ୍ରେନ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନରୁ କିଛି କିଲୋମିଟର ଦୂରରେ ମାଲବାହୀ ଟ୍ରେନ୍ ଦୁଇ ଭାଗ ହୋଇଗଲା । ଟ୍ରେନର ପଛ ଭାଗ ବ୍ରିଜ୍ ଉପରେ ରହିଯାଇଥିଲା । ଗାର୍ଡଙ୍କଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ଟ୍ରେନ୍କୁ ଅଟକାଇଥିଲେ ଲୋକୋ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀର ଗଣ୍ଡିରୁ ଅଲଗା କରିଦେଲା ମୁଣ୍ଡ

କୋରାପୁଟ: ପତ୍ନୀ ହନ୍ତା । ଯାହାକୁ ସାତ ଜନ୍ମର ସାଥି କରିଥିଲା ତାକୁ ମାରିଦେଲା । ସ୍ତ୍ରୀର ଗଣ୍ଟିରୁ ମୁଣ୍ଡକୁ ଅଲଗା କରିଦେଲା ମଦୁଆ ସ୍ୱାମୀ । କୋରାପୁଟ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । କୋଲାବ ଧଉଡ଼ାପଦର ଗାଁର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଅଭିଯୁକ୍ତ…

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଭଡ଼ା…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…

ରେଳଧାରଣାରୁ ବାପା-ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ବାପା, ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅ-ଝିଅଙ୍କ ଶରୀର ରେଳ ଧାରଣାରେ କଟି ଯାଇଛି । କିଛି ଦୂରରେ ପଡ଼ିଛି ବାପାଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀପୁର ପୋଲିସ ।…

ଲାଲଗଡ଼ରେ ଲାଲବାହିନୀ ବିରୋଧରେ ପୋଷ୍ଟର

କୋରାପୁଟ: ଲାଲଗଡ଼ରେ ଲାଲବାହିନୀ ବିରୋଧରେ ଲାଗିଲା ପୋଷ୍ଟର । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି । ଲମତାପୁଟର ଅନକାଡେଲି ଓ ହନୁମାଲ ଆଦି ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟର ଲଗାଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ…

କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କରୋନା କାୟା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି କରୋନା । ଗଞ୍ଜାମ, ଗଜପତି ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଆଠ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୩୩ ଜଣ । କେବଳ ଜୁଲାଇରେ ବାହାରିଛନ୍ତି ୪୦୬…

ଏବର୍ଷ କୋରାପୁଟରେ ଜନସାଧାରଣ ଟାଣି ପାରିବେନି ରଥ

କୋରାପୁଟ: ପୁରୀରେ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଏଯାଏଁ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । କୋରାପୁଟରେ ଅନଷ୍ଠିତ ହେବାକୁ ଥିବା ରଥଯାତ୍ରାରେ କ’ଣ କଟକଣା ରହିବ ସେନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । କୋରାପୁଟ ଜିଲ୍ଲାରେ କରୋନା ମହାମାରୀ…