Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ରୋଷେଇ ଘରେ ପଶିଗଲା ଭାଲୁ, ଲୋକେ ଆତଙ୍କିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଭାଲୁ ଆତଙ୍କ । ରୋଷେଇ ଘରେ ପଶିଗଲା ଭାଲୁ । ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତମସା ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ସନ୍ଧ୍ୟା ହେଲେ ଗାଁରେ…

ମାଲକାନଗିରିରୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ମାଲକାନଗିରି: ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼…

ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ

ମାଲକାନଗିରି: ସତ୍ୟ ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଡ଼ାକ୍ତର ଓ ମେଡ଼ିକାଲ…

ଗର୍ଜିଲା ଯବାନଙ୍କ ବନ୍ଧୁକ, ଟଳିପଡିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅଧିକାଂଶ ସମୟ ଭଳି ପୁଣିଥରେ ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୋଲିସକୁ ସମ୍ମୁଖୀନ କରିପାରିନି ଲାଲ ବାହିନୀ । ପୋଲିସ ଗୁଳିରେ ଏକାଧିକ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସବିଶେଷ…

[ଭିଡ଼ିଓ] ଖୋଲିଲା ପରେ ପୁଣି ଅଚଳ ହୋଇଗଲା ଧାନ ମଣ୍ଡି, ଚିନ୍ତାରେ ଚାଷୀ

ମାଲକାନଗିରି: ବହୁ ବାଦ ବିବାଦ ପରେ ଶେଷରେ ମାଲକାନଗିରିରେ ଖୋଲିଲା ଧାନ ମଣ୍ଡି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫ଟି ଧାନ ମଣ୍ଡି ଖୋଲାଯିବାକୁ ନିଷ୍ପତି ହୋଇଛି ।। ତେବେ ଅବାଶ୍ୟକ ସ୍ଥଳେ ଏହାକୁ ବଢାଯିବ । ଚଳିତବର୍ଷ ୯ଲକ୍ଷ ୩୫ହଜାର କୁଇଣ୍ଟାଲ ଧାନ କିଣା ଯିବାକୁ ସ୍ଥିର କରାଯାଇଥିବା ବେଳେ…

ମାଲକାନଗିିରିରୁ ବିପୁଳ ପରିମାଣର ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିିରି : ମାଲକାନଗିିରିରୁ ପୁଣି ଜବତ ହେଲା ବିପୁଳ ପରିମାଣର ବିସ୍ପୋରକ । ମାଲକାନଗିରି ଜିଲ୍ଲା ସ୍ୱଭିମାନ ଅଞ୍ଚଳର ନୂତନ ବିଏସଏଫ୍ କ୍ୟାମ୍ପ ସ୍ପାପନ ହେବା ପରେ ସୁରକ୍ଷା କର୍ମୀମାନେ କୁମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ପୋରକ ଜବତ କରିଛନ୍ତି ।…

ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର

ମାଲକାନଗିରି : ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଗୁରୁତର । ମାଲକାନଗିରି ତେଲେଙ୍ଗାନା ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ପୋରଣ ହେବା ଯୋଗୁଁ ଜଣେ ଗ୍ରେହାଣ୍ଡ RSI ଯବାନ ଗୁରୁତର ହୋଇଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ବଡାରି କାତା ଗୁଡ଼େମ ଜିଲ୍ଲାର ଚାର୍ଲା ଥାନା ଅନ୍ତର୍ଗତ…

ସ୍କୁଲ ଭିତରେ ଭାଲୁ, ସିସିଟିଭିରେ କଏଦ ଚିତ୍ର

ମାଲକାନଗିରି: ସ୍କୁଲ ଭିତରେ ଭାଲୁ । ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲି ରାତି ସମୟରେ ଏହି ତିନି…

ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି: ମାଓବଦୀଙ୍କ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କଲା ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛିତଶଗଡ଼ ସୁକୁମା ଜିଲ୍ଲା ଏରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ । ମୃତକଙ୍କ ନାଁ ଦାରେ ନବୀନ । ଗତକାଲି…

[ଭିଡ଼ିଓ] ଲାଲଗଡ଼ରେ ଡିଜିପି

ମାଲକାନଗିରି: ଲାଲଗଡ଼ରେ ପୋଲିସ ଡିଜିପି ଶ୍ରୀ ଅଭୟ । ଆଜି ଡିଜିପି ଶ୍ରୀ ଅଭୟ ମାଲକାନଗିରି ଗସ୍ତ କରି ସ୍ୱାଭିମାନ ଅଂଚଳର ପଣସପୁଟ୍ ଗ୍ରାମପଞ୍ଚାୟତର ଘନବେଡ଼ା ଠାରେ ପହଞ୍ଚିଲଥିଲେ । ସେଠାରେ ନୂତନ ଭାବେ ସ୍ଥାପନ ହୋଇଥିବା ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ପୂର୍ବରୁ ସେହି ଅଂଚଳରେ…