Latest Odisha News
Browsing Category

ମାଲକାନଗିରି

Malkangiri

ବଣ୍ଡା ଘାଟିର ଗର୍ବ ମାଳତୀ ଶୀଶା

ମାଲକାନଗିରି : ଚର୍ଚ୍ଚାରେ ଉଚ୍ଚ ଶିକ୍ଷିତା ବଣ୍ଡା ଯୁବତୀ । ପଙ୍କରେ ପଦ୍ମ ଫୁଟିଲା ଭଳି ମାଲକାନଗିରିରେ ଉଦାହରଣ ପାଲଟିଛନ୍ତି ବଣ୍ଡା ଯୁବତୀ ମାଳତୀ ଶିଶା । ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ଜଣେ ଯୁବତୀ ଏମ.ଏ. ପାଶ କରିଛନ୍ତି । ଯାହାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ।…

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ମାଓ ହିଂସା । ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଦୁଇ ସିଆରପିଏଫ୍ ଯବାନ ଗୁରୁତର। ମୋଦକପାଲ୍ ଥାନା ଅନ୍ତର୍ଗତ ହାଲବାପଡ଼ା ଗାଁ ନିକଟରେ ହୋଇଛି ବିସ୍ପୋରଣ । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

ଭୁଶୁଡୁଛି ଲାଲଗଡ଼, ସଂଗଠନ ଛାଡ଼ିଲେ ୨୪ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଉପରୁ ତୁଟୁଛି ଭରସା । ଭୁଶୁଡୁଛି ଲାଲଗଡ଼ । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ମାଓବାଦୀ । କିସ୍ତାରାମଠାରେ ଥିବା…

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ବିଏସଏଫ ବାହିନୀର ବରିଷ୍ଠ ଅଧିକାରୀ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବୁଲି ଦେଖିଛନ୍ତି । ତା ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି BSF ADG  ରାଜବିନ୍ଦର ସିଂ ଭଟ୍ଟି ଓ BSF IG ସତୀଶଚନ୍ଦ୍ର…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ମାଲକାନଗିରି : ଭାଲୁ ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ହେଲା କାଳ । ଭାଲୁ ମାରବି ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଶିଖପାଲ୍ଲୀ…

ଚୋରା ଚାଲାଣ ବେଳେ ୨୮ ବସ୍ତା ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ  ଚୋରା ଚାଲାଣ ହେଉଥିବା ବେଳେ ଏକ ଅଟୋକୁ ପୋଲିସ ଜବତ କରିଛି । ଅଟୋ ଭିତରୁ ୨୮ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ଏହାର ଓଜନ  ୮୧୧ କିଲୋଗ୍ରାମ । ଯାହାର ବଜାର ମୁଲ୍ୟ…

ପୋଲ ଉପରେ ଦୁଇ ଫୁଟର ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବର ପ୍ରଭାବ । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମାଲକାନଗିରିଠାରୁ ମୋଟୁକୁ ସଂଯୋଗ କରୁଥିବା ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । କାଙ୍ଗୁରକୋଣ୍ଡା ଓ ଏମଭି-୯୬ ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ…

ଗୁଲାବ ପ୍ରଭାବରେ ବେହାଲ ସ୍ଥିତି

ମାଲକାନଗିରି: ବିଭିନ୍ନ ସ୍ଥାନରେ ବାତ୍ୟା ଗୁଲାବର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଗଛ ଉପୁଡି ପଡିଛି । ଆଉ ତା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝାଟିମାଟି ଘର ସବୁ ଭାଙ୍ଗିରୁଜି ପଡ଼ିଲାଣି । ଏହି ବାତ୍ୟାର ପ୍ରଭାବ ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଯୋଗୁଁ ଖୈରପୁଟ,…

ସମ୍ଭାବ୍ୟ ବାତ୍ୟା “ଗୁଲାବ” ପାଇଁ ମାଲକାନଗିରିରେ ବ୍ୟାପକ ପ୍ରସ୍ତୁତି

ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ମାଲକାଲଗିରି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାର ୭ଟି ବ୍ଲକ ଓ ତହସିଲରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି ।…

ମାଡି ଆସୁଛି ବାତ୍ୟା ଗୁଲାବ , ମୁକାବିଲା ପାଇଁ ପ୍ରସ୍ତୁତ ମାଲକାନଗିରି ଜିଲ୍ଲା ପ୍ରଶାସନ

ମାଲକାନଗିରି : ମାଡି ଆସୁଛି ବାତ୍ୟା ଗୁଲାବ । ସାମ୍ଭବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ମାଲକାନାଗିରି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଗଲାଣି । ପାଣି ପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ପରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବାତ୍ୟା ମୁକାବିଲା କରିବା ପାଇଁ ଭରଚୁଆଲ ମାଧ୍ୟମରେ…