Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ନିଆଁରେ ପୋଡି ହୋଇ ୩ ଜୀବନ୍ତ ଦଗ୍ଧ : ଜଳିଗଲେ ମାଆ ସହ ୨ ଶିଶୁ

ମୟୁରଭଞ୍ଜ  : ନିଆଁରେ ପୋଡିହୋଇ ୩ ଜୀବନ୍ତ ଦଗ୍ଧ । ନିଆଁ ଲାଗି ଜଳିଗଲେ ମାଆ ସହ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ ଜାରି ରହିଛି । ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ…

ଚିକିତ୍ସାଧୀନ ଅବସ୍ଥାରେ ବିଚରାଧୀନ କଏଦୀର ମୃତ୍ୟୁ, ଦାୟି କିଏ ?

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ବିଚରାଧୀନ କଏଦୀର ମୃତ୍ୟୁ । ଚୋରି ଅଭିଯୋଗରେ ରାଜେଶ ସିଂ ନାମକ ଜଣେ ବ୍ୟକ୍ତିକୁ ବେତନଟୀ ପୋଲିସ ଗିରଫ କରିଥିଲା । ଗିରଫଦାରୀ ପରେ ଅଭିଯୁକ୍ତ ରାଜେଶକୁ ବାରିପଦା ମଣ୍ଡଳ କାରାଗାରରେ ରଖାଯାଇଥିଲା । ତେବେ ଅସୁସ୍ଥତା କାରଣରୁ…

[ଦେଖନ୍ତୁ ଭିଡିଓ] ବାହାଘର ପ୍ରସେନରେ ଜୀଅନ୍ତା ନାଗ ନେଇ ନାଚିବା ପଡ଼ିଲା ମହଙ୍ଗା,୫ ଅଟକ

ମୟୁରଭଞ୍ଜ  : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ। ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ…

୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର ପୁଅ

ମୟୂରଭଂଜ  : ପୁଅ ପାଲଟିଲା ପିଶାଚ । ୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଂଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ । ହେଲେ ମାଆ ନ ଦେବାରୁ ଠେଙ୍ଗାରେ ପିଟି ପିଟି ପୁଅ ହତ୍ୟା କରିଥିବା…

ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣା: ମହୁଲଡ଼ିହା ଥାନା ASI ନିଲମ୍ବିତ

ମୟୂରଭଞ୍ଜ: ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । କ୍ୱାକ ବିଶ୍ବନାଥ ବେହେରାଙ୍କୁ ଲୋକେ ଜିମା ଦେବା ପରେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିବାପରେ ମହୁଲଡ଼ିହା ଥାନା ଏଏସଆଇ…

ଠାକୁରମୁଣ୍ଡାର ଠକ ଡାକ୍ତର କାରନାମା: ମଣିଷକୁ ଦେଲେ ପଶୁ ଇଞ୍ଜେକସନ

 ମୟୁରଭଞ୍ଜ: ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର  । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା…

[ଦେଖନ୍ତୁ ଭିଡିଓ] ଖରାଦିନରେ ବଢୁଛି ହଳଦିଆ ତରଭୁଜ ଡିମାଣ୍ଡ

ମୟୁରଭଞ୍ଜ : ଖରାଦିନ ଆସିଲେ ବିଭିନ୍ନ ମୃଦୁ ପାନୀୟ ସହିତ ତରଭୂଜ ଆଦି ଖୋଜାପଡେ। ହେଲେ ଆମେ ମାନେ ସାଧାରଣତଃ ମାର୍କେଟରେ ଲାଲ ରଙ୍ଗର ତରଭୂଜ ଦେଖିଥାଉ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏବେ କିଛି ସ୍ଥାନରେ ହଳଦିଆ ରଙ୍ଗ ତରଭୁଜର ଡିମାଣ୍ଡ ଟିକେ ବଢିଛି। ଯାହାକି ଚାଷୀଙ୍କୁ ବେଶ ଲାଭ…

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରୋଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ…

ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ

ମୟୂରଭଞ୍ଜ : ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ଏନେଇ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଭଞ୍ଜସେନା ତରଫରୁ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ…

ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା , ବିଜେପି ନେତା ଗିରଫ

ମୟୁରଭଞ୍ଜ : ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା । ବଜ୍ରକାପ୍ତା ଡିଲ୍ ବେଳେ ଧରାପଡିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତାମାନର ବିଜେପି ନେତା ଦିଲ୍ଲୀର ନାୟକ ।ଦେବଗଡ ବାରକୋଟା ଥାନା ଝୁମ୍ପୁରା ଜଙ୍ଗଲ ନିକଟରୁ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କା ଡିଲ୍ ବେଳେ…