Latest Odisha News

BREAKING NEWS

Browsing Category

ଓଡିଶା

Odisha

Maoist explosives bunker:ଜଙ୍ଗଲରୁ ମାଓ ବଙ୍କର ଠାବ; ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ଜଙ୍ଗଲରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ଏକ ବଡ ବଙ୍କରକୁ ଠାବ କରିଛନ୍ତି । ସେଠାରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଜିନିଷ ଜବତ କରାଯାଇଛି। ଏହି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା…

କଳାହାଣ୍ଡିରେ ଓଡିଶା ଜନତା କଂଗ୍ରେସର ସମାବେଶ: ଭକ୍ତଙ୍କୁ ଚାଲେଞ୍ଜ ନା ନୂଆ ରାଜନୈତିକ ସମୀକରଣ

ଭୁବନେଶ୍ୱର: ଭକ୍ତଙ୍କ ବନ୍ଦ ଡାକରା ସତ୍ତ୍ୱେ ଭବାନୀପାଟଣାରେ ପୂର୍ବତନ ବିଧାୟକ ମୋକିମଙ୍କ ଦ୍ଵାରା ଗଠିତ ଓଡ଼ିଶା ଜନତା କଂଗ୍ରେସର ବିଶାଳ ସମାବେଶ ସୋମବାର ଆୟୋଜିତ ହୋଇଯାଇଛି। ଏଥିପାଇଁ ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ମଧୁ ମହାନ୍ତି ଗତ କିଛି ଦିନ ଧରି କଳାହାଣ୍ଡିରେ ଡେରା ପକାଇଥିଲେ।…

କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ପ୍ରଫେସର ଡ ରାମକୃଷ୍ଣ ପଣ୍ଡା ଭୁବନେଶ୍ୱରର କିମସର ଶରୀର ବିଜ୍ଞାନ ବିଭାଗକୁ ତାଙ୍କ ଶରୀର ଦାନ କରିଛନ୍ତି।  ୨୮ ତାରିଖରେ ଡ ପଣ୍ଡାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପକ୍ଷରୁ ତାଙ୍କ ଶରୀରକୁ କିମସକୁ ଦାନ କରିଥିଲେ। ଜ୍ଞାନ ଓ ମାନବତା ପ୍ରତି…

କଣାସରେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଆତ୍ମସର୍ମପଣ କଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ବର: କଣାସରେ ଯୁବକଙ୍କୁ ହାଣି ବୁଲେଟ ଚଢେଇ ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥାନାରେ ଆତ୍ମସର୍ମପଣ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି ସୁଧାଂଶୁ ମହାପାତ୍ର। ଘଟଣାର ୧୦ ଦିନ ପରେ ଆତ୍ମସର୍ମପଣ କରିଛି ମୁଖ୍ୟ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୪ ଟିମ୍ ଗଠନ କରି ସୁଧାଂଶୁକୁ…

ପୋଲିସକୁ ସଫଳତା; ୨୦୦୦ ଲିଟର ପୋଚ ସହ ୨୦ ଲିଟର ଦେଶୀ ମଦ ଜବତ

ପୁରୀ: ଚନ୍ଦନପୁର ତିଆଡି ସାହିରେ ଥିବା ଘର ପଛପଟେ ଚାଲିଥିଲା ବେଆଇନ ପୋଚ ଓ ଦେଶୀ ମଦ ବେପାର । ଜଣେ ବ୍ୟକ୍ତି ତାଙ୍କ ଘର ପଛ ପାର୍ଶ୍ୱରେ ଦେଶୀ ମଦ ପ୍ରସ୍ତୁତ କରୁଥିବାର ସୂଚନା ଆଧାରରେ ଚନ୍ଦନପୁର ପୋଲିସ ଚଢାଉ କରିଥିଲା । ସେଠାରୁ ୨୦୦୦ ଲିଟର ପୋଚୋ, ୨୦ ଲିଟର ଇ/ଡି ମଦ ଏବଂ ଗୋଟିଏ ହଣ୍ଡା ଜବତ…

ଦଳ ବିରୋଧୀ କାର୍ଯ୍ୟକଳାପ; କଟକ କର୍ପୋରେଟର ଅରବିନ୍ଦ ଜେନା ନିଲମ୍ବିତ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ କଟକ ମହାନଗର ନିଗମ (ସିଏମସି)ର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ନିଲମ୍ବନ କରିଛି। ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ୱାକ୍ଷରିତ ଏକ କାର୍ଯ୍ୟାଳୟ ଆଦେଶରେ କୁହାଯାଇଛି ଯେ ଦଳ…

Protest Against Police: ଅପହରଣ ପରେ ହତ୍ୟା ଘଟଣା: ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ…ଜାଳିଦେଲେ…

ରାୟଗଡ଼ା:ଇନ୍ଦିରା ନଗର ୩ୟ ଲାଇନରେ ଗୁଳିକାଣ୍ଡ କରି ସଦର ରେଲି ସାହିର ଯୁବକ ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ରାୟଗଡା ସହରରେ ଚାପା ଉତ୍ତେଜନା ଦେଖାଦେଇଛି  । ଗତ ଶନିବାର ଅପହରଣ ଓ ରବିବାର ନଦୀ ପଠାରେ ମିଳିଥିଲା ମୃତଦେହ ।ଅପହରଣ ନେଇ ପୋଲିସକୁ ଅବଗତ ସତ୍ତ୍ବେ ପଦକ୍ଷେପ ନେଇ ନ…

ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା

ଭୁବନେଶ୍ୱର: ଜାତୀୟ ଜନଗଣନା କାର୍ଯ୍ୟରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି। ସମଗ୍ର ଦେଶରେ ଜନଗଣନା ପ୍ରକ୍ରିୟାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟର ୯୦ ପ୍ରତିଶତରୁ ଅଧିକ ଘର ତାଲିକାକରଣ କାର୍ଯ୍ୟ ଶେଷ ହୋଇଛି। ସୋମବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ…

ସୌମ୍ୟ ହତ୍ୟା ମାମଲାରେ ମିଳିନି ଭିଡ଼ ହିଂସାର ପ୍ରମାଣ: କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର: ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ଏବେ ବାଲିଅନ୍ତା ଥାନା ପୋଲିସ କାଠଗଡ଼ାରେ। ଏହା ଏକ ସ୍ପଷ୍ଟ ମବ୍ ଲିଞ୍ଚିଂ ବା ଗୋଷ୍ଠୀବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହେଉଥିବା ବେଳେ, ଏହାକୁ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କର ପ୍ରତିକ୍ରିୟା ଆସିଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର…

ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ

ଭୁବନେଶ୍ୱର: ଆଧ୍ୟାତ୍ମିକ ଆକାଶରେ ହୋଇଛି ନୂଆ ସୂର୍ଯ୍ୟୋଦୟ। ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ। ସବୁ ମନ୍ଦିରର ହେବ ପୁନଃରୁଦ୍ଧାର। ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ…