Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଓଡ଼ିଶାରେ ବ୍ୟାଙ୍କ୍ ବନ୍ଦ ନା ଖୋଲା?

ଭୁବନେଶ୍ୱର: ଚଳିତ ବର୍ଷ ଗୁଡ ଫ୍ରାଇଡେ ୧୮ ଏପ୍ରିଲରେ ପଡୁଅଛି। ତେଣୁ ଏହି ଅବସରରେ ଓଡିଶା ସମେତ ଅନେକ ରାଜ୍ୟର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡରରେ ଗୁଡଫ୍ରାଇଡେକୁ  ଅଧିକାଂଶ ରାଜ୍ୟରେ ଛୁଟିଦିନ ଭାବରେ ସାମିଲ କରାଯାଇଛି। ତେବେ ଏଥିମଧ୍ୟରେ ତ୍ରିପୁରା,…

ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ

ଭୁବନେଶ୍ୱର: ସକାଳୁ ସକାଳୁ ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ। ବର୍ଷାରେ ଭିଜୁଛି ଟୁଇନସିଟି ଭୁବନେଶ୍ବର-କଟକ। ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତି ମାମଲା; ସ୍ଥିତି ପରଖିବେ ମନ୍ତ୍ରୀ ଓ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ଓ ସଚିବ। ଚୋରା କୋଇଲା ଖଣି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ…

କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆଜି ୧୫ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳିବ। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ…

ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଅସନ୍ତୋଷ, ବ୍ୟବସ୍ଥାରେ ପରିବର୍ତ୍ତନ…

ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ, ଭୁବନେଶ୍ୱର ସଭାଗୃହରେ ଓଡ଼ିଶାର ଘରୋଇ ଓ କର୍ପୋରେଟ ଡାକ୍ତରଖାନାର ସିଇଓଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି। ଘରୋଇ ହସ୍ପିଟାଲ…

ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୧୦ରୁ ଅଧିକ ଘର

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଡାକିବଜା ଗାଁରେ ଭୟାବହ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା ଗୋଟିଏ ପରେ ଗୋଟିଏ ଘର । ଦେଖନ୍ତୁ କିଭଳି ଲାଗିଛି ନିଆଁ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ଲିଭାଇବାକୁ ସାହସ କରିପାରୁନାହାନ୍ତି ଲୋକେ । ସମସ୍ତଙ୍କ ଆଖି ଆଗରେ ଜଳିପୋଡ଼ି…

‘ଓଡିଶା ପରି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍’

ଭୁବନେଶ୍ୱର: ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ । ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍ । ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ 'ନେଭା' ଆପ୍ଲିକେସନ । ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ଲି ବା 'ନେଭା' ଆପ୍ଲିକେସନ କାର୍ଯ୍ୟକାରିତାକୁ ଷ୍ଟଡି…

ଆସନ୍ତା ୨୦ରୁ ରାଜ୍ୟରେ ତାତି ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଏବେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଯାହା ଫଳରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା ସହ ପୁଣି ଆଭ୍ୟନ୍ତରୀଣ ରାଜ୍ୟର ଆଭ୍ୟନ୍ତରୀଣ…

୨୨ ନକ୍ସଲ ଗିରଫ; ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ୨୨ ଜଣ ନକ୍ସଲ ଗିରଫ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୪ ଲକ୍ଷର ପୁରସ୍କାର ମଧ୍ୟ ରହିଥିଲା। ନକ୍ସଲଙ୍କ ଠାରୁ ଟିଫିନ ବୋମା, ଡିଟୋନେଟର, ଜିଲୋଟିନ, ବିଦ୍ୟୁତ ତାର ଇତ୍ୟାଦି ଜବତ କରାଯାଇଛି। ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ…

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ୧ ଏବଂ ୨ ଅର୍ଥାତ୍ ପି.କେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବରେ ନିଯୁକ୍ତ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର…