Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୫ ପାଳିତ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି । ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବୃଆରୀ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି ଏହି ଅଭିଯାନର ଦଶମ…

ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ: ଶ୍ରୀଲୋକନାଥ ଦେବଙ୍କ ପବିତ୍ର ପୀଠରେ ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରେ ପ୍ରଜ୍ବଳିତ ହେଲା ପଞ୍ଚଦଶତମ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଦ୍ଵୀପ ଆସି ଏହି ବୃହତ୍ ଦୀପ ପ୍ରଜ୍ବଳନ କରାଯାଇଥିଲା । ଉତ୍ସବରେ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଦେବୀ…

ସରକାରୀ ବସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ୪ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଆମ୍ବିଆନ୍ସ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ସରକାରୀ ବସ୍ ଜବତ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଚଢାଉ ବେଳେ ବସରୁ ୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ୪୦ କେଜି ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନାମୁତାବକ, ଏକ…

ଯବାନଙ୍କୁ ନକ୍ସଲଙ୍କ ଟାର୍ଗେଟ୍; ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ ବିସ୍ଫୋରଣରୁ ଅଳ୍ପକରେ ବର୍ତ୍ତିଲେ ସୁରକ୍ଷାକର୍ମୀ । ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ । ଏହାପରେ ଯବାନ ମାନେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକି ଏହାକୁ ନିଷ୍କ୍ରିୟ କରିଥିଲେ…

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ…

୧୦ ମାସରେ ଟଙ୍କା ଡବଲ୍ ହୋଇଯିବ କହି ଠକେଇ, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଦଶ ମାସ ମଧ୍ୟରେ ଜମା ଟଙ୍କା ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇ ୨୦୦ରୁ ଅଧିକ ନିବେଶକଙ୍କୁ ପାଞ୍ଚ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳ ସ୍ଥିତ…

ଅଯୋଧ୍ୟାରେ ହେବ ଓଡିଶା ଭବନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର । ,ଥିପାଇଁ ଖୁବଶୀଘ୍ର କାର୍ଯ୍ୟ…

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ…

୨୮ରେ ପୋଲାଭରମ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି । ଆସନ୍ତା ୨୮ ତାରିଖରେ ଏନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ…