Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳାଙ୍କ ଉପରେ ଚଢିଗଲା ହାଇୱା; ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦ୍ରାପଡା: ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ସୋମବାର ପୂର୍ବାହ୍ନରେ ତିନିମୁହାଣି ଛକରେ ସଡ଼କ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଶ୍ରଦ୍ଧାଞ୍ଜଳି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ…

ମାର୍ଚ୍ଚ ନୁହେଁ, ଏବେ ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା…

ଖୁସି ଖବର, ନନ୍ଦନକାନନକୁ ଆସିଲା ନୂଆ ଅତିଥି

ଭୁବନେଶ୍ଵର: ନନ୍ଦନକାନନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ଆଗକୁ ଆଉ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ  ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନେଇ…

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ; ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଚଳଚଞ୍ଚଳ ଲୋକନାଥ ପୀଠ। ଏହି ଗୋଟିଏ ଦିନ ବାବା ଶ୍ରୀ ଲୋକନାଥ ମନ୍ଦିରର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ । ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ…

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡିଲା ହେଲିକପ୍ଟର; ୧୧ ଦିନରେ ୩ଥର ଉଡାଣ

ଅନୁଗୋଳ: ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ…

ଜମି ପାଇଁ ୨ଗୋଷ୍ଠୀ ମୁହାଁମୁହିଁ: ୭ ଗୁରୁତର

କେନ୍ଦ୍ରାପଡା: ଆଳି ଥାନା ମାଣିକପାଟଣା ଗାଁରେ ଜମି ପାଇଁ ଗୋଷ୍ଠୀ ସଂଘର୍ଷ । ଏଥିରେ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜମି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ସୂଚନାଥାଉକି, ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ…

ଆଜି ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର:ଆଜି ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ ଓ ବା‌ଲେଶ୍ବର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ…

ବିଡିଏ କର୍ମଚାରୀ ସମବାୟ ଋଣ ଓ ମିତବ୍ୟୟ ସମିତିର ୧୭ ତମ ବାର୍ଷିକ ବୈଠକ

ଭୁବନେଶ୍ୱର: ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ବିଡିଏ କର୍ମଚାରୀ ସମବାୟ ଋଣ ଓ ମିତବ୍ୟୟ ସମିତିର ୧୭ ତମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍ ସଭାପତି ସମୀର ମହାନ୍ତି ଯୋଗଦେଇଥିଲେ। ଏହି ଅବସରରେ…

ଆଖିବୁଜିଲା ନନ୍ଦନକାନନର ଏକ ମାତ୍ର ଅଣ୍ଡିରା ବବୁନ୍ ମାଙ୍କଡ

ଭୁବନେଶ୍ବର: ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଅଣ୍ଡିରା ବବୁନ୍ ମାଙ୍କଡ଼ ‘ଜଗା’ର ମୃତ୍ୟୁ ଘଟିଛି । ଏକ ମାସ ହେଲା ବାଦ୍ଧର୍କ୍ୟରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲା ଅଣ୍ଡିରା ବବୁନ୍ ମାଙ୍କଡ଼ । ଫଳରେ ନନ୍ଦନକାନନରେ ବବୁନ୍ ସଂଖ୍ୟା ହ୍ରାସ ପାଇଛି। ଏବେ ଏକ ମାତ୍ର ମାଈ ବବୁନଟି ଅଛି। ଖବର…

ଦେଖୁଦେଖୁ ଜଳିଗଲା ସମ୍ପୂର୍ଣ୍ଣ ବସ୍, କାରଣ ଅସ୍ପଷ୍ଟ

ଯାଜପୁର: ରବିବାର ସନ୍ଧ୍ୟାରେ ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ସମ୍ପୂର୍ଣ୍ଣ ବସ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ଘରୋଇ କାରଖାନାର ବସ୍‌…