Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଖୁଦେଖୁ ଜଳିଗଲା ସମ୍ପୂର୍ଣ୍ଣ ବସ୍, କାରଣ ଅସ୍ପଷ୍ଟ

ଯାଜପୁର: ରବିବାର ସନ୍ଧ୍ୟାରେ ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ସମ୍ପୂର୍ଣ୍ଣ ବସ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଏକ ଘରୋଇ କାରଖାନାର ବସ୍‌…

ଅବକାରୀ ବିଭାଗର ବଡ଼ ସଫଳତା: ୫୭୯ ବୋତଲ କଫ ସିରଫ ଜବତ,୩ ଗିରଫ

ବରଗଡ: ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢିଚାଲିଛି । ଏହି ନିଶା କାରବାରକୁ ରୋକିବା ପାଇଁ ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ । ତେବେ ଆଜି ଭୋର ପ୍ରାୟ ଚାରିଟା ସମୟରେ ଗୋଡ଼ଭାଗା ଠାରେ  ଏକ ଧଳା ରଙ୍ଗର କାର (OD 05 B 4599) ଉପରେ ସନ୍ଦେହ ହେବାରୁ ଅବକାରୀ ଟିମ  ଅଟକାଇ ଯାଞ୍ଚ…

ଯାଜପୁରରେ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି ପ୍ରାୟ ୯୦୦ ଅଯୋଗ୍ୟ ହିତାଧିକାରୀ

ଯାଜପୁର: ଯାଜପୁର ଜିଲ୍ଲାରେ ମୋଟ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଡକ୍ୟୁମେଣ୍ଟ ଜାଲିଆତି କରି ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି। ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି। ସୂଚନା ଅନୁଯାୟୀ ଜାଲ କାଗଜପତ୍ର ପ୍ରସ୍ତୁତ କରି ବାର୍ଦ୍ଧକ୍ୟ ପେନସନ…

ଏଥର ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ୨ଦିନ; ଭୋର ୪.୩୦ରେ ଉଠିବ ମହାଦୀପ

ଆରଡି: ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମ । ଆରଡିର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଚଳିତ ମାସ ୨୬ରେ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ପୀଠରେ ଜାଗରଯାତ୍ରା ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨ଦିନ ଧରି ପାଳନ କରାଯିବ । ରବିବାର ଅନୁଷ୍ଠିତ ଚୂଡାନ୍ତ ସମନ୍ୱୟ ବୈଠକରେ…

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଶେଖର ଦାଶଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଶେଖର ଦାଶଙ୍କର ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ଦୁଇ ସପ୍ତାହ ତଳେ ହଠାତ ମସ୍ତିଷ୍କ ପ୍ରଦାହରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା…

ଜଙ୍ଗଲରେ ମାଓ ଡମ୍ପ ଉଦ୍ଧାର ; ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ଦେଶୀ ରାଇଫଲ ଜବତ

ମାଲକାନଗିରି: ନକ୍ସଲଙ୍କ ଏକ ବଡ ଧରଣର ପ୍ଲାନକୁ ଭଣ୍ଡୁର କଲେ ସିଆରପିଏଫ ଯବାନ । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ତରଫରୁ କମ୍ବିଂ ବେଳେ ମାଓ ଡମ୍ପକୁ ଉଦ୍ଧାର କରାଯାଇଛି। ଆଜି ସର୍ଚ୍ଚ ଅପରେସନ ବେଳେ କେମଟା ଜଂଗଲରେ ନକ୍ସଲମାନେ ପାହାଡର ଏକ ଗୁମ୍ଫାରେ ବିପୁଳ ପରିମାଣରେ ମାଓ ସାମଗ୍ରୀ…

ଖୋର୍ଦ୍ଧାରୁ ବିପୁଳ କଇଁଛ ଉଦ୍ଧାର, ଚୋରା ଚାଲାଣ ବେଳେ ଧରିଲେ… 

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଗୋଡ଼ିପଡ଼ା ଅଞ୍ଚଳରେ ଏକ ଗାଡ଼ିରୁ ବେଆଇନ୍ ଭାବେ ଚାଲାଣ ହେଉଥିବା ଶହଶହ କଇଁଛ ଜବତ କରାଯାଇଛି। ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ାରେ ଏହି ଗାଡ଼ି ଯାଉଥିବା ବେଳେ ଟୋଲଗେଟ୍ କର୍ମଚାରୀମାନେ ଅଟକାଇଥିଲେ। ଗାଡ଼ି ଯାଞ୍ଚ କରାଯିବା ପରେ…

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ…

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ

ଭୁବନେଶ୍ଵର: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ପଙ୍କଜ। ତେଣୁ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସେ । ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ…

ଭିଜିଲାନ୍ସ ଜାଲରେ ଦୁଇ କୃଷି ଅଧିକାରୀ

ନବରଙ୍ଗପୁର: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ଉମରକୋଟର ଦୁଇ କୃଷି ଅଧିକାରୀ ନଳିନୀକାନ୍ତ ପରିଡା ଓ ସୁରେନ୍ଦ୍ରସିଂ ବୁନ୍ଦେଲା । ୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା କରାଇ ଦେବାକୁ କହି ନେଉଥିଲେ ଏହି ଲାଞ୍ଚ । ଟ୍ରାପ ପରେ ଉଭୟଙ୍କର ୫…