Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି । ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆଇସିୟୁ…

ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣା: କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହରେ ଲିଖିତ ଉତ୍ତର ରଖି ଏହି ଘଟଣାରେ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଅବଗତ କରାଇଛନ୍ତି…

ବିପୁଳ ପରିମାଣ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ପୁରୀ: ୫୩୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ସହ ୪ ଗିରଫ। ଟାଉନ୍ ଥାନା ଗଦାଧର ହାଇସ୍କୁଲ ପାର୍କିଂରୁ ଧରିଲା ପୋଲିସ। ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ। ଗିରଫଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧାର, ଜଣେ ପୁରୀ ଓ ବାଲେଶ୍ବରର ବୋଲି ଜଣାପଡିଛି। ପୁରୀ ଟାଉନ ଥାନା ଗଦାଧର…

ରାଜ୍ୟରେ ଖାଲିପଡିଛି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ମରୁଡି । ଖାଲି ପଡିଛି ପଦବୀ ୬୬ ଆଇଏଏସ୍ ପଦବୀ ଓ ୬୯ ଆଇପିଏସ୍ । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଏବେ ମୋଟ ୨୪୮ ଆଇଏଏସ୍ ମଧ୍ୟରୁ ୧୮୨ ଜଣ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ୮ ମାସରେ ୫୦ ସରକାରୀ ବାବୁଙ୍କ ନାଁରେ ମାମଲା

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଜାରି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ। ଏହାରି ଭିତରେ ରାଜ୍ୟରେ ଦୁର୍ନୀତିକୁ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଚେଷ୍ଟା ଜାରି ରଖିଥିବା ବେଳେ,…

୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ, ବଢିଛି ଧର୍ତ୍ତବ୍ୟ ଅପରାଧ ହାର

ଭୁବନେଶ୍ବର: ରାଜ୍ୟରେ କମୁନି ମହିଳା ବିରୋଧୀ ଅପରାଧ । ଦିନକୁ ଦିନ ମହିଳା ବିରୋଧୀ ଶୋଷଣ ବଢିଚାଲିଥିବା ବେଳେ ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୮ ମାସରେ ୧୮ ହଜାର ୧ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…

ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର

ଭୁବନେଶ୍ବର: ପ୍ରତ୍ୟେକ ବ୍ଲକରେ ଖୁବଶୀଘ୍ର ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲାଯିବ । ଏନେଇ ଆଜି ବିଧାନସଭାରେସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠି ମଣ୍ଡି ବ୍ୟବସ୍ତା…

ପୁରୀ ରଥଯାତ୍ରା ପାଇଁ ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ବର: ପୁରୀ ରଥଯାତ୍ରା ପାଇଁ ଲାଗିବ ଏଆଇ କ୍ୟାମେରା । ରଥଯାତ୍ରା ପାଇଁ ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଏହି ଏଆଇ କ୍ୟାମେରା ଲାଗିବ । ଜାତୀୟ ରାଜପଥ ଓ ବଡ଼ଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେିଛନ୍ତି ପୁରୀ ଏସ୍‌ପି । ତେବେ…

ବଡ଼ ଦୁର୍ଘଟଣା: ଅଟୋକୁ ପିଟିଲା ଟିପ୍ପର, ୪ ମୃତ

କୋରାପୁଟ: ଜୟପୁର ସହରରେ ବଡ଼ ଦୁର୍ଘଟଣା। ଅଟୋକୁ ପିଟିଲା ଟିପ୍ପର। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି। ଜୟପୁର ଥୁରୁଡିପୁଟ ରସ୍ତାରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ କୋରାପୁଟ…

ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦବୀ

ଭୁବନେଶ୍ବର: ରାଜ୍ୟରେ ଖାଲିପଡିଥିବା ୫୨୪୮ଟି ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ । ଚଳିତ ବର୍ଷ ୫୨୪୮ ଏମବିବିଏସ ଡାକ୍ତର ପଦ ପୂରଣ ହେବା ସହିତ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି…