Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ହୋଇଛି। ଅଫିସ, ସରକାରୀ କ୍ବାର୍ଟସ୍ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍।…

ଏଲିନା କଲେ ଡେଷ୍ଟିନେସନ୍ ୱେଡିଂ, ଟେର୍ ପାଇଲେନି ଫ୍ୟାନ୍ସ

ଭୁବନେଶ୍ୱର: ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ…

କଟକ ବାଲିଯାତ୍ରାରେ ବଡ ଅଘଟଣ: ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ : କଟକ ବାଲିଯାତ୍ରାରେ ବଡ ଅଘଟଣ।  କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ନାବାଳକ ଜଗତସିଂହପୁରର…

ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଛକଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ  ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରଣପୁର ଏନଏସି  ୯ ନମ୍ବର ମଣିନାଗ ସାହିର ବାସୁଦେବ ମହାପାତ୍ରଙ୍କ ପୁଅ କାଳିଆ…

ଓଡ଼ିଆ ବିଭବର ୭ମ ଜନ୍ମଦିନ: ଲୋକାର୍ପିତ ହେଲା ଶିଖା ଓ ରାଁସା ପତ୍ରିକାର ୱେବ୍‌ ପେଜ୍

ଭୁବନେଶ୍ବର: ଲୋକାର୍ପିତ ହେଲା ଶିକ୍ଷା ସନ୍ଧାନର ଶିଖା ଓ ରାଁସା ପତ୍ରିକାର ୱେବ୍‌ ପୃଷ୍ଠା । ଓଡ଼ିଆ ବିଭବର ୭ମ ଜନ୍ମଦିନରେ ଏହା ଲୋକାର୍ପିତ କରାଯାଇଛି। ଶିକ୍ଷାସନ୍ଧାନ ସଭାଗୃହରେ ଏହି ଦୁଇ ପତ୍ରିକାର ୱେବ୍‌ ପୃଷ୍ଠା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ବହି ବା ପତ୍ରିକା ପଢିବା…

ସ୍ୱାସ୍ଥ୍ୟ ବୀମା ଲାଗୁ ପାଇଁ ଦାବି କଲା ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ବୀମା ଲାଗୁ କରିବାକୁ ହୋଇଛି ଦାବି। ଏନେଇ ଏକାଠି ହୋଇଛନ୍ତି ସରକାରୀ କର୍ମଚାରୀ। ସେମାନଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ଦାବି କରିଛନ୍ତି। ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୁଲ୍ୟରେ ଆଜି…

କଟକ ବାଲିଯାତ୍ରା: ୧୦ଟା ପରିବର୍ତ୍ତେ ସାଢେ ୧୦ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ : ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ…

ବାଣୀବିହାର ରେଳଧାରଣା କଡ଼ରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବାଣୀବିହାର ରେଳଧାରଣା କଡ଼ରୁ ଆଜି ଏକ କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ମୃତକଙ୍କ ଦେହସାରା କ୍ଷତଚିହ୍ନ ରହିଥିବାରୁ…

ଡମ୍ପିଂୟାର୍ଡରେ ଖତ ଖାଉଛି ପିଲାଙ୍କ ସ୍କୁଲ୍ ପୋଷାକ-ଜୋତା

ଜୟପୁର: ପିଲାଙ୍କୁ ସମାନତା ଏବଂ ଶିକ୍ଷା ପ୍ରତି ଅଧିକ ଆଗ୍ରହ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଦିଆଯାଉଛି । ମଧ୍ୟାହ୍ନ ଖାଇବା ସାଙ୍ଗକୁ ସ୍କୁଲ୍ ୟୁନିଫର୍ମ ଏବଂ ଜୋତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପିଲାଙ୍କୁ ତାହା ଯୋଗାଇ ନଦିଆଯାଇ,…

‘ମୋ ପୁଅ ଠାକୁର ନୁହେଁ’: ବିବାଦ ତେଜିବା ପରେ ମୁହଁ ଖୋଲିଲେ ନାବାଳକ ବାବାଙ୍କ ବାପା

ଭୁବନେଶ୍ବର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି, ତାଙ୍କ ପାଦ ତଳେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ତେଜିବା ପରେ ଏବେ ଏଥିରେ ମୁହଁ ଖୋଲିଛନ୍ତି ନାବାଳକଙ୍କ ବାପା କାଶୀନାଥ ମିଶ୍ର । ଏନେଇ କାଶୀନାଥ ସ୍ପଷ୍ଟିକରଣ ରଖି କହିଛନ୍ତି, ମୋ ପୁଅ ଠାକୁର…