Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ଵର: ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବ ଗଣତନ୍ତ୍ର ଦିବସ । ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର । ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ବୋଲି…

ଚିନ୍ତା ବଢାଇଲାଣି କଣାସ ହଇଜା, ପୁଣି ୧୦ ଆକ୍ରାନ୍ତ

ପୁରୀ: ସମସ୍ୟା ଭିତରକୁ ଟାଣି ନେଉଛି ଗଙ୍ଗୁଆ ପାଣି । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ଏଯାବତ୍ ଝାଡାବାନ୍ତିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି…

କଲବଲ କରୁଛି ଘନ କୁହୁଡି, ଏବେଠୁ ଉପରମୁହାଁ ହେଲାଣି ପାରଦ

ଭୁବନେଶ୍ଵର: ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଦୃଶ୍ୟମାନ ଦୂରତା ମାତ୍ର ୩୦ ମିଟର। ଗତକାଲି ଭୁବନେଶ୍ୱରରେ ରାତି…

ଓଡିଶାରେ ଦିଲ୍ଲୀ ଲଢେଇ, ଆଖି ଦେଖାଇଲା ଆପ୍ !

ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଓଡିଶାରେ ଆପର ଗର୍ଜନ। ଦିଲ୍ଲୀରେ କ୍ଷମତାକୁ ଆସିଲେ ବିକାଶର ସୁନ୍ଦର ନକ୍ସା ଦେଖାଉଥିବା ବିଜେପି ଗତ 7ମାସ ମଧ୍ୟରେ ଓଡିଶାରେ କି ବିକାଶ କରିଛି ବୋଲି ଆମ ଆଦମୀ ପାର୍ଟି ପ୍ରଶ୍ନ କରିଛି। ଓଡିଶାରେ ମଧ୍ୟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ଢାଞ୍ଚାରେ…

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ

ପୁରୀ: ଆଜି ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର ଅର୍ଜୁନ ସିଂହପୁର ଗ୍ରାମରେ ରାଜ୍ୟ ସ୍ତରୀୟ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସର୍ଭେର ଶୁଭାରମ୍ଭ ହୋଇଯାଇଛି । ଏହାର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ଅବସରରେ ପୁରୀ ଲୋକସଭା…

ଗାଁ’ରେ ସୃଷ୍ଟି ହେବ ଆର୍ଥିକ ସ୍ରୋତ, ୨ ବର୍ଷରେ ହେବ ୬୫ ହଜାରରୁ ଅଧିକ ପଦବୀ ପୂରଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆର୍ଥିକବର୍ଷ ୨୦୨୫/୨୦୨୬ରେ ବଢିବ ଓଡିଶା ବଜେଟର ଆକାର । ଗତ ଆର୍ଥିକବର୍ଷ ତୁଳନାରେ ବଜେଟ୍ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ସରକାର । ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବା ପାଇଁ ମୋହନ ସରକାର ଆଣିବେ ନୂଆ ଯୋଜନା । ପ୍ରାକ୍ ବଜେଟ ପରାମର୍ଶ ସଭା…

ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁ । ଗୁରୁବାର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ…

କଡ଼ାକଡ଼ି ହେବ ଉପକୂଳ ସୁରକ୍ଷା ବ୍ୟବସ୍ଥା, ଗଠନ ହେବ ତଟରକ୍ଷୀ ବାହିନୀ ସହିତ ସ୍ୱାଧୀନ ବୋର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବା ସହ ଅନେକ ନୂଆ ଉପାୟକୁ ଲାଗୁ କରି ତଟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି । ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…

ଭ୍ୟାକସିନ୍ ଲାଗିଥିବା କୁକୁର କାମୁଡିବା କେତେ ବିପଦଜ୍ଜନକ? କ’ଣ କୁହନ୍ତି ଏକ୍ସପର୍ଟ…

ଭୁବନେଶ୍ବର: କୁକୁର ହେଉଛି ସବୁଠାରୁ ସାଧାରଣ ପୋଷା ପ୍ରାଣୀ ଯାହାକୁ ପ୍ରାୟ ସବୁ ଲୋକମାନେ ନିଜ ଘରେ ରଖିଥାନ୍ତି । ଘରେ ରହୁଥିବା ପୋଷା କୁକୁରମାନଙ୍କୁ ଟୀକା ଦିଆଯାଏ । ଯେତେବେଳେ ଏହି କୁକୁରମାନେ କାମୁଡ଼ନ୍ତି, ମାଲିକ ମାନେ ସବୁବେଳେ କୁହନ୍ତି ଯେ ସେମାନଙ୍କ କୁକୁରକୁ ଭ୍ୟାକସିନ୍ ଇଞ୍ଜେକ୍ସନ…

ଫେବ୍ରୁଆରି ୨ରେ ବିକ୍ରି ହେବ ବାରବାଟୀ ଦିନିକିଆ ଟିକେଟ

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚର ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଯାଇଛି ଖୁସି ଖବର । ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି…