Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଲାଙ୍ଗିରରେ ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ, ରେଳବାଇର ସ୍ପଷ୍ଟୀକରଣ

ଭୁବନେଶ୍ୱର: ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ରବିବାର ଦିନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାରଣ ଅପ୍ରତ୍ୟାଶିତ ଭାବରେ କୋଚ୍ ରୁ ଅଲଗା ହୋଇଯାଇଥିଲା ଇଞ୍ଜିନ। ଏବଂ ଯାହାଫଳରେ ଟ୍ରେନର ଅନ୍ୟ କୋଚ୍ ଗୁଡ଼ିକ ବଲାଙ୍ଗୀର ରେଳ ଷ୍ଟେସନ…

୩ଲକ୍ଷର କାଠ ଓ ପଟା ଜବତ;ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିଲେ

କୋମତାଲପେଟା:ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ ବନ କର୍ମଚାରୀ । ଏହି ଚଢାଉରେ ୩ଲକ୍ଷ ଟଙ୍କାର ଶାଳ କାଠ ଓ ପଟା ଜବତ ହୋଇଛି ଓ ୩ଜଣ ଗିରଫ ହୋଇଛନ୍ତି । ରାୟଗଡା ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର…

ବନ୍ୟା ପାଣିରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡ଼ି

ଭୁବନେଶ୍ୱର: ରବିବାର ଦିନ ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ସ୍ଥିତି ଆକଳନ କରିବା ସମୟରେ ସେତୁ ଉପରେ ଫସି ଯାଇଥିଲେ। ପ୍ରବଳ ବର୍ଷା ପରେ ପାଣି ଜମି ରହିଥିବା ନେଇ ଅଭିଯୋଗ ପରେ…

ହାତୀ ନଦୀରେ ବନ୍ୟା;୨୦୦ ଲୋକ ସ୍ଥାନାନ୍ତର, ନଦୀକୁ ନଯିବାକୁ ପରାମର୍ଶ

ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏବେ ପାଣି ଘେରରେ…

ଲଗାଣ ବର୍ଷାରେ ୨୦ ଫୁଟ ରାସ୍ତା ଧୋଇଗଲା;ଝରିଗାଁ-ଡାବୁଗାଁ ରାସ୍ତାରେ ଯାତାୟତ ବନ୍ଦ

ଝରିଗାଁ:ଝରିଗାଁରେ କେଉଁଠି ବର୍ଷା ପାଣିରେ ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଆପ୍ରୋଜ ରାସ୍ତାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ସେହିଭଳି ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ନବରଙ୍ଗପୁରର ଝରିଗାଁ ବ୍ଲକରେ ଲଗାଣ…

ନିଲାମ ହେବ ଏହି ଜିଲ୍ଲାର ୪୦ ବାଲିଘାଟ;ପ୍ରଥମ ଥର ଇ-ଲଟେରୀରେ ଘାଟ ଆବଣ୍ଟନ

କଟକ:ଜିଲ୍ଲାର ୪୦ଟି ବାଲିଘାଟକୁ ନିଲାମ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଆବେଦନ କରିବାର ଶେଷ ସମୟ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ । ସୂଚନାଥାଉକି, ଚଳିତ ଥର ପ୍ରଥମ ଥର…

ଓଡ଼ିଶା ଉପକୂଳରେ MV ଓସେନ୍ ୱିନର ବୁଡ଼ିବା ଘଟଣାରେ ୨୨ ନିଖୋଜ, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଉପକୂଳରେ ପାନାମା-ପତାକାଯୁକ୍ତ ଜାହାଜ MV ଓସେନ୍ ୱିନର ବୁଡ଼ିଯିବା ଘଟଣାକୁ ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ରବିବାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ (ICG) ଏବଂ ଭାରତୀୟ ନୌସେନା…

Sambalpur–Kataka NH‑55:ଏନ୍‌ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ ମନ୍ତ୍ରୀ ଗଡ଼କରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ପରିବହନ ଓ ଲଜିଷ୍ଟିକ୍ସ କରିଡର ଭାବେ ପରିଚିତ ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ରହିଛି । ଏନେଇ ଚିନ୍ତାପ୍ରକଟ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ବା ମରାମତି ସହ ଖାଲଢିପ…

ରାସନ ସାମଗ୍ରୀ ଆଣିବାକୁ ଯାଇ ଭାସିଗଲେ ବୃଦ୍ଧ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା। ଅତ୍ୟାବଶ୍ୟକୀୟ ରାସନ୍ ସାମଗ୍ରୀ ନେଇ ଘରକୁ ଫେରୁଥିବା ସମୟରେ କାଣି ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ବୃଦ୍ଧ। ନିଖୋଜ ବ୍ୟକ୍ତିଙ୍କ ନାମ ସୀତାକାନ୍ତ ମଲିକ। ସେ ଆଳି ପୋଲିସ ସୀମା ଅନ୍ତର୍ଗତ…

Women Mountaineers: ୨୦,୧୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା, ମାଉଣ୍ଟ ୟୁନାମ ଚଢ଼ି ଇତିହାସ ରଚିଲେ ଓଡ଼ିଶାର ୧୧ ଯୁବତୀ

ଭୁବନେଶ୍ବର: ଓଡ଼ିଶାର ଯୁବ ମାଉଣ୍ଟେନିୟରମାନେ ଦୁଃସାହସିକ ପର୍ବତାରୋହଣରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ୧୧ ଜଣ ଯୁବତୀଙ୍କ ଏକ ଦଳ ମାଉଣ୍ଟ ୟୁନାମ ଅଭିଯାନରେ ସାମିଲ ହୋଇଥିବା ବେଳେ ୫ ଜଣ ସଫଳତାର ସହ ୨୦,୧୦୦ ଫୁଟ ଉଚ୍ଚତାରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଛନ୍ତି। ‘ଆଶା’ ଓ ‘ସଙ୍କେତ’ର ମିଳିତ…