Latest Odisha News

BREAKING NEWS

Browsing Category

ଓଡିଶା

Odisha

Women Mountaineers: ୨୦,୧୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା, ମାଉଣ୍ଟ ୟୁନାମ ଚଢ଼ି ଇତିହାସ ରଚିଲେ ଓଡ଼ିଶାର ୧୧ ଯୁବତୀ

ଭୁବନେଶ୍ବର: ଓଡ଼ିଶାର ଯୁବ ମାଉଣ୍ଟେନିୟରମାନେ ଦୁଃସାହସିକ ପର୍ବତାରୋହଣରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ୧୧ ଜଣ ଯୁବତୀଙ୍କ ଏକ ଦଳ ମାଉଣ୍ଟ ୟୁନାମ ଅଭିଯାନରେ ସାମିଲ ହୋଇଥିବା ବେଳେ ୫ ଜଣ ସଫଳତାର ସହ ୨୦,୧୦୦ ଫୁଟ ଉଚ୍ଚତାରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଛନ୍ତି। ‘ଆଶା’ ଓ ‘ସଙ୍କେତ’ର ମିଳିତ…

Saura Art: ସଉରା କଳାକୁ ଆଧୁନିକ ରୂପ, ଝାରସୁଗୁଡ଼ାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ

ଝାରସୁଗୁଡ଼ା: ପାରମ୍ପରିକ ସଉରା କଳାକୁ ଆଧୁନିକ ବଜାର ସହ ଯୋଡ଼ିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ାର ମହିଳା କାରିଗରମାନଙ୍କ ପାଇଁ ଏକ ତିନିଦିନିଆ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଛି। ବେଦାନ୍ତ ଆଲୁମିନିୟମର ‘ବେଦକଳା’ ପ୍ରକଳ୍ପ ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିବା ବେଳେ ୬୦ରୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହାର ପ୍ରଭାବରେ…

MMDR Controversy: ଖଣି ଅଧିକାରକୁ ନେଇ ତାତିଲା ଓଡ଼ିଶା ରାଜନୀତି; ‘ଡାର୍କ ଆକ୍ଟ’ କହିଲା କଂଗ୍ରେସ, ଜାଣନ୍ତୁ କ’ଣ…

ଭୁବନେଶ୍ୱର: ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାରକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିଛି। ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ)(MMDR) ସଂଶୋଧନ ବିଲ୍, ୨୦୨୬କୁ ବିରୋଧ କରି କଂଗ୍ରେସ ବିଧାୟକମାନେ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ…

Odisha Rain Alert: ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ…ଆଜିଠୁ ପ୍ରବଳ ବର୍ଷିବ! ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଓଡ଼ିଶାରେ ଆଜିଠାରୁ ବର୍ଷା ବଢ଼ିବ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଏବେ ସପ୍ତାହେ ଯାଏଁ…

Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା…

ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ ଶନିବାର ଠାରୁ ଆରମ୍ଭ ହୋଇଛି ତିନିଦିନିଆ ‘ଓଡ଼ିଶା ପରବ’। ଦୀନଦୟାଲ ହସ୍ତକଳା ସଙ୍କୁଲ (ଟ୍ରେଡ୍ ଫାସିଲିଟେସନ୍ ସେଣ୍ଟର ଏବଂ କ୍ରାଫ୍ଟସ ମ୍ୟୁଜିୟମ) ପରିସରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ହସ୍ତଶିଳ୍ପ, ହସ୍ତତନ୍ତ ଓ…

ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜନୀତିରେ ଆଜି ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି । ପୋଲିସ ସହିତ ଅସଦାଚରଣ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ରଙ୍କୁ ପୋଲିସ ଆଜି ଗିରଫ କରିଛି । ଗୋପାଳପୁର ଥାନା ପୋଲିସ…

Kotia map:ଗୁଗୁଲ୍‌ ମ୍ୟାପ୍‌ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

କୋଟିଆ:କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଇଛି । ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଆରମ୍ଭ କରିଛନ୍ତି । ଭୂମିସ୍ତରର ସୀମା ବିବାଦ ସହ ଏହି ଡିଜିଟାଲ ଚିତ୍ରଣ ଜଡ଼ିତ ଥିବାରୁ ଏହାକୁ ନେଇ ପ୍ରଶାସନିକ…

ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର…

ପାରାଦୀପ: ବଙ୍ଗୋପସାଗରରେ ଶନିବାର ଏକ ବଡ଼ ଧରଣର ସାମୁଦ୍ରିକ ଦୁର୍ଘଟଣା ଘଟିଛି । ଓଡ଼ିଶା ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂରରେ ଏକ ପାନାମା ପତାକାବାହୀ ମାଲବାହୀ ଜାହାଜ (କାର୍ଗୋ ସିପ୍) ବୁଡ଼ିଯାଇଥିବା ସୂଚନା ମିଳିଛି। ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, 'ଏମ୍‌ଭି…

କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: କବିସୂର୍ଯ୍ୟନଗର ଓ ବୌଦ୍ଧ ଅଞ୍ଚଳରେ ନିୟମିତ ବିଦ୍ୟୁତ ସେବା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ସମୟରେ କର୍ମଚାରୀଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ପରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ନିଜ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ନିରାପତ୍ତା…