Latest Odisha News

BREAKING NEWS

Browsing Category

ଓଡିଶା

Odisha

୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ: ହୀରାକୁଦର ଖୋଲିଲା ଆଉ ୩ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ; ଜନତାଙ୍କ ସମସ୍ୟା ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜନ କରିଛନ୍ତି। ଫଳରେ ନାଗରିକମାନଙ୍କୁ ସେମାନଙ୍କ ସମସ୍ୟା ଉପରେ ସିଧାସଳଖ ତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ମିଳିବ। ଏହି ଶୁଣାଣି ଭୁବନେଶ୍ୱରର ଅଶୋକ ନଗରର ୟୁନିଟ୍-୨ ସ୍ଥିତ…

ସମୁଦ୍ରରେ ମିଶିଗଲା ପନାମାର କାର୍ଗୋ ଜାହାଜ, ୨୪ ଘଣ୍ଟା ପରେ ୨ ଉଦ୍ଧାର, ୨୨ ଏବେ ବି ନିଖୋଜ

ପାରାଦୀପ : ବଙ୍ଗୋପସାଗରରେ ଏକ ବଡ଼ ଧରଣର ଜାହାଜ ଦୁର୍ଘଟଣା ଘଟିଛି । ପାରାଦୀପ ବନ୍ଦରରୁ ଲୁହାପଥର ନେଇ ବିଦେଶ ଯାଉଥିବା ପାନାମା ପତାକାବାହୀ ଏକ ବିଶାଳ ମାଲବାହୀ ଜାହାଜ 'ଏମଭି ଓସେନ୍ ୱିନର୍' ସମୁଦ୍ର ମଝିରେ ବୁଡ଼ିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଗୋ ଜାହାଜରେ ୨୪ ଜଣ କ୍ରୁ…

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।ଏହି ଅଞ୍ଚଳର କିଛି ସ୍ଥାନରେ ପ୍ରବଳରୁ…

ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳର ଶ୍ରମିକ ସଙ୍ଗଠନ 'ବିଜୁ ଶ୍ରମିକ ସମ୍ମୁଖ୍ୟ'ର ବିଧିବଦ୍ଧ ପୁନର୍ଗଠନ କରାଯାଇଛି । ବିଜେଡି…

ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

କେନ୍ଦୁଝର: ଶୋ’ରୁମ୍‌ ଭିତରୁ ଜଣେ ମହିଳା ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁଟୁର ଅଞ୍ଚଳରେ ରବିବାର ଦିନ ଘଟିଛି। ମୃତ ମହିଳା ଜଣକ ‘ଅର୍ଚ୍ଚନା ଟ୍ରେଡର୍ସ’ ନାମକ ଏକ…

ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ

ରାଉରକେଲା:ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ବିପୁଳ ପରିମାଣରେ ନାମୀ ଦାମୀ କମ୍ପାନୀର ନକଲି ଘଣ୍ଟା ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ ଡି ସୋହେଲ ଅହମ୍ମଦ, ଇମ୍ରାନ ଅହମ୍ମଦ , ଏମଡି ଉମର ଆଲମ୍, ଏମଡି ଆସିମ୍ । ସମସ୍ତ…

କଲେଜରେ ଆଡମିଶନ ଆଳରେ ଠକେଇ;ବନ୍ଧା ହେଲେ ସାଇବାର ଠକ

ଅତାବିରା:ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡମିଶନ ଆଳରେ ଠକେଇ କରୁଥିବା ଘଟଣାାରେ ଜଣେ ସାଇବର ଠକକୁ ଧରିଛି ପୋଲିସ । ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରୁଥିବା ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପବିତ୍ର…

ନକଲି ପନିର ଭୟ: ରାଜ୍ୟରେ ହଠାତ୍ ବଢ଼ିଲା ଛତୁର ଚାହିଦା, ଆକାଶଛୁଆଁ ହେଲା ଦର

ଭୁବନେଶ୍ୱର: ରାଜ୍ୟରେ ନକଲି ତଥା ଅପମିଶ୍ରିତ ପନିର କାରବାର ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସ୍ଥାନୀୟ ବଜାରରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ଚଢ଼ାଉ କରାଯାଇ…

Heavy rainfall:ଏହି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡି ଛୁଟି

ନବରଙ୍ଗପୁର:ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…