Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଳ ଭାଙ୍ଗିବ ନା ସରକାର ଗଢିବ?

ଭୁବନେଶ୍ବର: ଅତନୁଙ୍କ ମିଶାଣ ବଢିଲା ବିଜେପିର ଟେନସନ୍ ! ବିଜେପି ସରକାର ଭାଙ୍ଗିବାକୁ ଗେମପ୍ଲାନ୍ ! କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? କାହିଁକି ବାରମ୍ବାର ସରକାରକୁ ଫେରିବାକୁ ହିସାବ ଦେଖାଉଛନ୍ତି ବିଜେଡି ନେତା? ପ୍ରଥମେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଆଉ ଏବେ ଅତନୁ ସବ୍ୟସାଚୀ…

ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ପ୍ରଚାର ମଇଦାନରେ ବିଜେପି ପାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିବେ । ଏଥିପାଇଁ ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।  …

ଶେଷରେ ହଟିଲେ ମିନତୀ, ବରଖାସ୍ତ ପରେ ବି ଗାଦି ଛାଡୁନଥିଲେ

ଭୁବନେଶ୍ବର: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର…

ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ପୁଅର ଜଲୱା: ଟପ୍-୧୫ରେ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲ୍‌ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍‌ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା…

‘ରାଜ୍ୟରେ ଏବେ ମହିଳାମାନଙ୍କୁ ମିଳିବ ତୁରନ୍ତ ନ୍ୟାୟ’

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଏବଂ ନାରୀଙ୍କ ପ୍ରତି ଅନ୍ୟାୟ ଉପରେ ରୋକ ଲଗାଇବା ସହ ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନେଇ ରାଜ୍ୟରେ ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ…

ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌

ଭୁବନେଶ୍ୱର: ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍‌। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ନର୍ସିଂଙ୍କ ଡ୍ରେସ୍‌ କୋଡ୍‌ରେ ରହିବ ସମ୍ବଲପୁରୀ ଛିଟ। ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ…

ନିଶା ଛଡ଼ାଇବାକୁ ଯୁବକଙ୍କୁ ପିଟିପିଟି ହତ୍ୟା !

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା। ଏୟାରପୋର୍ଟ ଥାନା ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ମୃତ ଯୁବକ ୟୁନିଟ୍-୬ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ ଏହି ଯୁବକ ଜଣକ ଗତକାଲି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।…

ଭୁବନେଶ୍ବର ଡେଲଟା ଛକରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ୱର: ରବିବାର ରାତି ପ୍ରାୟ ସାଢେ ୧୦ଟାରେ ଭୁବନେଶ୍ବରରେ ଘଟିଛି ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି। ଜଣେ ଯୁବକ ଦ୍ରୁତ ଗତିରେ ଗାଡି ଚଲାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରକୁ ପିଟିବା ପରେ ଗଛକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ…

ଛତିଶଗଡ଼ରେ ପିକଅପ୍ -ଟ୍ରାକ୍ଟର ଧକ୍କା: ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ବିଳମ୍ବିତ ରାତିରେ  ପିକଅପ୍ -ଟ୍ରାକ୍ଟର ଧକ୍କାରେ ୩ ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଶ୍ରମିକମାନେ ହେଲେ ଏମ କେରାଗାଁ ପଞ୍ଚାୟତ…

ମୋହନ ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ, ପାଉଁଶ ଡମ୍ପିଂ ପାଇଁ କଡା କଟକଣା

ଭୁବନେଶ୍ଵର: ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ  ବୈଠକ ଅନୁଷ୍ଠିତ ହୋଇଛି। ମାସେ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ବୈଠକରେ ଆଲୋଚନା…