Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ମୁକାବିଲା: ଏସ୍‌ପିଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ଉପଯୁକ୍ତ ମୁକାବିଲା ଓ ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପନ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ…

୨ଦିନ ବଢ଼ିଲା ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ସାମୟିକ ଛୁଟି ୨ ଦିନ ବଢିଛି।। ପୂର୍ବରୁ ଥିବା ୧୦ ଦିନକୁ  ୧୨ଦିନ କରିଛନ୍ତି ମୋହନ ସରକାର । ଅତିରିକ୍ତ ସାମୟିକ ଛୁଟି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ସରକାର…

୨୪ ଘଣ୍ଟା ଭିତରେ କଟକ ସହରରୁ ଏହି ସବୁ ହଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସମୁଦ୍ର ଭିତରେ ବଳ ଗୋଟାଇ ପ୍ରବଳ ବେଗରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି କଟକ ସହରରୁ ହୋଡିଂ ଓ ବାଉଁଶ ଗେଟ ୨୪ ଘଣ୍ଟା ଭିତରେ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନରଙ୍କୁ…

ନଭେମ୍ୱର ୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର :  ନଭେମ୍ୱର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଅନେକ ଗୁଡ଼ିଏ ଯୋଜନାର  ଉନ୍ମୋଚନ କରିବା ନେଇ ସୂଚନା ମିଳିଛି। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର…

ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ, ପ୍ରଥମେ ୧୦ ଲକ୍ଷ ଲୋକ ହେବେ ସ୍ଥାନାନ୍ତର

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛି ସମ୍ଭାବ୍ୟ ବାତ୍ୟା ‘ଦାନା’।  ଧୀରେ ଧୀରେ ସ୍ଥଳ ଭାଗକୁ ମାଡ଼ି ଆସୁଛି । ବୁଧବାର ବାତ୍ୟା ରୂପ ନେଇ ଏହା ସ୍ଥଳ ଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାରି ମଧ୍ୟରେ ଘୂର୍ଣ୍ଣିଝଡ଼ ଗଭୀର ଅବପାତର ରୂପ ମଧ୍ୟ ନେଇ ସାରିଲାଣି । ସେପଟେ…

ବାତ୍ୟା ମୁକାବିଲା ପାଇଁ ୧୧ ବରିଷ୍ଠ ଅଫିସରଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭାଗୀୟ ୧୧ଜଣ ବରିଷ୍ଠ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି। ଏହାସହ ସମସ୍ତ ମହାନଗର ନିଗମ ଓ…

ବାତ୍ୟା ମୁକାବିଲା : ଭଟିଣ୍ଡାରୁ ଓଡ଼ିଶା ଆସୁଛନ୍ତି ୫ଟି ଏନଡିଆରଏଫ ଟିମ୍

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ…

ବାତ୍ୟା ମୁକାବିଲା ପାଇଁ ବିଧାୟକମାନଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମସ୍ତ ବିଧାୟକମାନଙ୍କର ସହଯୋଗ ଆବଶ୍ୟକ କରିଛନ୍ତି। ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମସ୍ତ ବିଧାୟକମାନଙ୍କୁ ନିଜ ନିଜ ଅଂଚଳବାସୀଙ୍କ ସହ…

ଆଇପିଏସ୍‌ ଲଳିତ ଦାସ ହେଲେ ଓଏସଏସଏସସି ଅଧ୍ୟକ୍ଷ

ଭୁବନେଶ୍ବର: ଓଏସଏସଏସସି ବିଭିନ୍ନ ପଦବୀରେ ଅନିୟମିତତା ପାଇଁ ଗତ କିଛି ଦିନ ହେବ ଚାଲିଛି ଛାତ୍ର ଆନ୍ଦୋଳନ।  ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ…

ବାତ୍ଯା ‘ଦାନା’; ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୬ ଆଇଏଏସ ନିଯୁକ୍ତ

ଭୁବନେଶ୍ୱର: ବାତ୍ୟା 'ଦାନା'ର ମୁକାବିଲା ପାଇଁ ଓଡ଼ିଶା ସରକାର ମଙ୍ଗଳବାର ଦିନ ୬ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୬ଟି ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ନିଯୁକ୍ତ କରିଛନ୍ତି। ଯେଉଁ ଜିଲ୍ଲାଗୁଡ଼ିକ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।…