Latest Odisha News

BREAKING NEWS

Browsing Category

ଓଡିଶା

Odisha

କେଉଁଠି ଲ୍ୟାଣ୍ଡଫଲ୍ କରିବ ‘ଦାନା’?

ଭୁବନେଶ୍ବର: ଭୀଷଣ ରୂପ ନେଇ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଦାନା। କେଉଁଠି କରିବ ଲ୍ୟାଣ୍ଡଫଲ୍? କେଉଁ ଜିଲ୍ଲା ହେବ ପ୍ରଭାବିତ? ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ସ୍ପଷ୍ଟ ରୂପରେଖ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର…

ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ, ‘ଆଉ ଏମିତି ଭୁଲ୍ ହେବନି’

ଭୁବନେଶ୍ବର: ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ଜାରି କରିଥିଲେ ତାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ । ଏହାକୁ ନେଇ ବୁଦ୍ଧାଦିତ୍ୟ କହିଛନ୍ତି, ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ…

କୁଆଡେ ମୁହାଁଇବ?, କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା?; ଜାରି ହେଲା ଗତିପଥ…

ଭୁବନେଶ୍ବର: କେଉଁଆଡେ ମୁହାଁଇବ ବାତ୍ୟା ‘ଦାନା’? କେଉଁଠି ସ୍ଥଳଭାଗ ଛୁଇଁବ? ଓଡିଶାର କେଉଁ ଜିଲ୍ଲା ବେଶୀ ପ୍ରଭାବିତ ହେବ? ନାଁ ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇଯିବ ‘ଦାନା’? ଏ ସବୁକୁ ନେଇ ଏବେ ଓଡିଶାବାସୀଙ୍କ ମନରେ ଛନକା ପଶିଥିବା ବେଳେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରିଛି…

ଭୀଷଣ ବାତ୍ୟାର ରୂପ ନେବ ‘ଦାନା’, ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଭୀଷଣ ରୂପ ନେଇପାରେ ବୋଲି ସତର୍କ କରାଇଲାଣି ପାଣିପାଗ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ…

“‘ଦାନା’ ପାଇଁ ୩୦ ଜିଲ୍ଲାରେ ମୁତୟନ ରହିବେ ଓଡ୍ରାଫ୍‌ ଟିମ୍‌, ଭୟଭୀତ ହୁଅନ୍ତୁ ନାହିଁ”

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହୋଇ ୨୨ରେ ଅର୍ଥାତ୍ ଆସନ୍ତାକାଲି ଅବପାତର ରୂପ ନେବ। ପରେ ୨୩ ତାରିଖରେ…

ସ୍ପା’ ସେଣ୍ଟରରେ ଅନୈତିକ କାରବାର ଘଟଣା: ଚେତିଲା କମିସନରେଟ୍‌ ପୁଲିସ, ହେବ ଧରପଗଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ପା ସେଣ୍ଟର, ସେଲୁନ୍ ଏବଂ ମସାଜ୍ ପାର୍ଲର ନାମରେ କାର୍ଯ୍ୟ କରୁଥିବା ସେକ୍ସ ରାକେଟ୍ ଉପରେ କମିଶନର୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜଧାନୀରେ ସ୍ପା’ ସେଣ୍ଟର ନାମରେ ଅନୈତିକ କାରବାର ଘଟଣା ପ୍ରଘଟ ହେବା ପରେ ଚେତିଛି କମିସନରେଟ୍‌ ପୁଲିସ। ସ୍ପା’…

ଲାଞ୍ଚ ନେଇ ଫସିଗଲେ ପୋଲିସ୍ ବାବୁ, ମାଡିବସିଲା ଭିଜିଲାନ୍ସ

ଖଣ୍ଡପଡା: ଲାଞ୍ଚ ନେଉଥିଲେ ପୋଲିସ୍ ଏସଆଇ । ମାଡିବସିଲା ଭିଜିଲାନ୍ସ । ମଦବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡା ଏସଆଇ ଶେଖ୍ ରେହମାନଙ୍କୁ ବାନ୍ଧିଛି ଭିଜିଲାନ୍ସ । ଭିଜିଲାନ୍ସ ପୋଲିସ୍ ବାବୁଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାତକ ଜବତ କରିଛି । ତେବେ…

ପୁଣି ବିଜେଡିକୁ ସୌମ୍ୟଙ୍କ କଡା କଟାକ୍ଷ, ‘ଅହଂକାର ବୁଡାଇଲା’

ବାଙ୍କୀ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା…

ବାତ୍ୟା ପାଇଁ ଅଣ୍ଟା ଭିଡିଲାଣି ପ୍ରଶାସନ, ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି

ଜଗତସିଂପୁର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟା ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ଆତଙ୍କିତ…

ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ: କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ

କୋରାପୁଟ: ପୁଣି ଲାଇନଚ୍ୟୁତ ହେଲା ମାଲ୍ ବୋଝେଇ ଟ୍ରେନ। କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏହି ଘଟଣାରେ ଗୋଟାଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ରେଳ ବିଭାଗ କର୍ତ୍ତୃପକ୍ଷ ଓ ବୈଷୟିକ ଟିମ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।…