Latest Odisha News

BREAKING NEWS

Browsing Category

ଓଡିଶା

Odisha

ବର୍ଷା ଯୋଗୁଁ କମିଛି ଖରାର ପ୍ରକୋପ, ୧୩ ଠାରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଖରାର ପ୍ରକୋପ କମିଛି। ଏମିତି ପାଗ ଆଉ ତିନି ଚାରି ଦିନ ରହିପାରେ। ଆଜି ବଲାଙ୍ଗିର, ନୂଆପଡ଼ା ଓ ବିରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ରାଜ୍ୟର ଆଉ କିଛି ସ୍ଥାନରେ ଦିନ ସାଢ଼େ ୧୧ଟା ସୁଦ୍ଧା…

୨୫% ମାଗଣା ନାମଲେଖା ସୁଧାର ପାଇଁ ଏକ ପଲିସି ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

କଟକ: ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ତ୍ରୁଟି, ଦାୟିତ୍ୱ ହୀନତା ଓ ଅଯୋଗ୍ୟତା ପାଇଁ ରାଜ୍ୟରେ ୨୦ ହଜାରରୁ ଉର୍ଦ୍ଧ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଚଳିତ ବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ମାଗଣା ସିଟରେ ପ୍ରାଇଭେଟ ସ୍କୁଲରେ ନାମ ଲେଖାରୁ ବଞ୍ଚିଚ ହେବେ। ଅଭିଭାବକ ମାନେ…

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା…

ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ ବିଜେଡିରେ ସାମିଲ, ନିର୍ବାଚନ ପୂର୍ବରୁ ବଢ଼ିଲା ବଳ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଯୋଗ ଦେଲେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗଦେବା ଭଦ୍ରକରେ ଶାସକ ଦଳର ସ୍ଥିତି ମଜବୁତ ହୋଇଛି। ରାଜ୍ୟରେ ପୌରପାଳିକାର ନେତୃତ୍ୱ ନେଉଥିବା ପ୍ରଥମ ମୁସଲମାନ ମହିଳା ଭାବେ ପରିଚିତ…

ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ

ରାଉରକେଲା: ନିର୍ବାଚନ ଲଢ଼ିବା ପାଇଁ କୋର୍ଟରୁ ଅନୁମତି ପାଇବା ପରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ୟବସାୟୀ ଦିଲ୍ଲୀପ ରାୟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତଥା ବିଜେପିର ସୁନ୍ଦରଗଡ ଲୋକସଭା ସାଂସଦ ପ୍ରାର୍ଥୀ ତଳସରା ନିର୍ବାଚନ…

ନିର୍ବାଚନ ପ୍ରସ୍ତୁତି ପାଇଁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସ୍ଥଗିତ

ସମ୍ବଲପୁର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ କୌଣସି ଶୋଭାଯାତ୍ରା କିମ୍ବା ରାଲି ଆୟୋଜନ କରାଯିବ ନାହିଁ। ହନୁମାନ ଜୟନ୍ତୀ ସମନ୍ବୟ ସମିତି ସହ ବୈଠକ ପରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି ନିଷ୍ପତ୍ତି…

ଦଳ ଡେଇଁବା ପରେ ଗଣେଶ୍ବରଙ୍କୁ ବିଜେଡି ଭିତରୁ ଜୋରଦାର ବିରୋଧ

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଶାସକ ଦଳରେ ଯୋଗ ଦେବା ପରେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଗଣେଶ୍ବର ବେହେରାଙ୍କ ପ୍ରବେଶକୁ ତୀବ୍ର ବିରୋଧ କରିବା ସହ ଆମଦାନୀ ହୋଇଥିବା ନେତାଙ୍କୁ ନିର୍ବାଚନ…

ଲକ୍ଷ୍ମୀ ବସ ସହ ମୋଟର ସାଇକେଲର ଧକ୍କା, ଜଣେ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସାରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ମୋଟର ସାଇକେଲରେ ଆରୋହୀ ମାନେ ହେଲେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମିକି ମହାନନ୍ଦିଆ। ଦୁର୍ଘଟଣାରେ ଆହତ…

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା, ୨ଟି ଫ୍ଲାଟ୍ ରୁ ଲୁଟି ନେଲେ

ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର…

ରାଜଧାନୀରେ ପୁଣି କଳା କାଚ ଧରପଗଡ, ନିୟମ ନମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ । ପୋଲିସ…