Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା ମଣ୍ତପରେ ରୀତିନୀତି ଅନୁସାରେ ଚାଲିଛି ମା…

୨୦୦୬ରୁ ପଡ଼ିଲାଣି ପୂର୍ଣ୍ଣଚ୍ଛେଦ, ହେଲେ ଏବେ ବି ମୁଣ୍ଡ ଟେକିଛି ବାଲ୍ୟବିବାହ

ନୂଆଦିଲ୍ଲୀ: ଦେଶରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିପାଇଁ ଶିଶୁ ବିବାହ ନିରାକରଣ ଆଇନ ୨୦୦୬ ଠାରୁ ହିଁ ପ୍ରଚଳିତ ହେଇ ଆସୁଛି। କିନ୍ତୁ ଏବେ ବି ବାଲ୍ୟ ବିବାହର  ପାଦ୍ରୁର୍ଭାବ ରାଜ୍ୟ ତଥା ଦେଶରେ ରହିଛି। ରିପୋର୍ଟ କହୁଛି, ଭାରତରେ ୨୦୨୨ରେ ୧୦୦୨ଟି ବାଲ୍ୟବିବାହ…

ରାବଣ ପୋଡ଼ି ଗାଥା: ଅଭିଶପ୍ତ ଥିଲେ ଲଙ୍କାଧିପତି….

ଭୁବନେଶ୍ୱର: ଆଜି ଦଶହରା, ବିଜୟଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଦଶହରା ପର୍ବ ପାଳନ କରାଯାଏ। ହିନ୍ଦୁ ପଞ୍ଚାଗ ଅନୁସାରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପଡେ। ମା' ଙ୍କ ପୂଜାର ଶେଷ ଦିନ। ଏହିଦିନ ମା' ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ପାପ ନାଶ କରିଥିଲେ। ଆହୁରି…

ବଡ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୧୫ ଦୋକାନ

ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୫ରୁ ଅଧିକ ଦୋକାନ। ଗଞ୍ଜାମ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ ଦୋକାନ ଜଳିଯାଇଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳରେ…

ଆଜି ଦଶହରା, ପବିତ୍ର ବିଜୟ ଦଶମୀ: ଆସିଲାଣି ମାଆଙ୍କୁ ମେଲାଣି ଦେବା ସମୟ…..

ଭୁବନେଶ୍ୱର: “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା । ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ ।।” ସରି ସରି ଆସିଲାଣି ଦିନ। ମେଲାଣି ନେବେ ମାଆ। ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତୀନାଶିନୀ ମା’…

ମାସକ ମଧ୍ୟରେ ସରିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ

ଭୁବନେଶ୍ୱର: ଓଡିଶାରେ ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଶେଷ ହେବ। ଏନେଇ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶନିବାର ସୂଚନା ଦେଇଛନ୍ତି। ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨.୩୦କୋଟିରୁ ଅଧିକ ଇ-କେୱାଇସି…

କଟକକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଟକ: ଆଜି କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତକହିଛନ୍ତି ଯେ, ଆଗମୀ ଦିନରେ କଟକ ସ୍ବାର୍ଟସିଟି ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା…

ପ୍ରସାଦ ଖାଇ ପ୍ରାୟ ୧୫୦ ଅସୁସ୍ଥ

ପୁରୀ: ଦୁର୍ଗା ପୂଜା ଉତ୍ସବରେ ଶନିବାର ଦିନ ପ୍ରସାଦ ସେବନ କରିବା ପରେ ପୁରୀରେ ଅତି କମରେ ୧୫୦ ଲୋକ ଅସୁସ୍ଥ ହୋଇପଡିଛନ୍ତି। ପୁରୀର ଗୋପ ବ୍ଲକର ଓଟଙ୍ଗା ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଗାଁର ଏକ ପେଣ୍ଡାଲରେ ଅନୁଷ୍ଠିତ ଦୁର୍ଗା ଅଷ୍ଟମୀ ପ୍ରସାଦ ଖାଇବା ପରେ ଭକ୍ତମାନେ…

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ…

ବର୍ଷା ଯୋଗୁଁ ବଢୁଛି ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ପାର୍ବଣ ଋତୁରେ ପନିପରିବା ଦର ବୃଦ୍ଧି ଓଡିଶାର ଗ୍ରାହକଙ୍କ ଚିନ୍ତା ବଢାଇଛି। ତେବେ ବୃଷ୍ଟିପାତ ଯୋଗୁ ପିଆଜ ଦର ହୁ ହୁ ବଢୁଥିବା ନେଇ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ…