Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂଜା ମଣ୍ଡପ ପାଖ ଖାଦ୍ୟ ଷ୍ଟଲରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ସ୍ଥାନର ପୂଜା ପେଣ୍ଡାଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏନେଇ ପୂଜା ପେଣ୍ଡାଲ ନିକଟରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଗୁଡିକ ମଧ୍ୟ ପଡିଛି । ହେଲେ ସେହି ଷ୍ଟଲ ଗୁଡିକରେ ମିଳୁଥିବା ଖାଦ୍ୟ ଗୁଡିକ କେତେ ସ୍ବାସ୍ଥ୍ୟକର ସେନେଇ ତାର ମାନ ଯାଞ୍ଚ କରିବାକୁ ଆଜି…

ଶ୍ରୀମନ୍ଦିରରେ ପଡିଲା ରକ୍ତର ଛିଟା, ହେଲା ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶନିବାର ଦିନ ଜଣେ କର୍ମଚାରୀଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ପରେ 'ମହା ସ୍ନାନ' ରୀତିନୀତି କରାଯାଇଛି। ସୂଚନାନୁସାରେ, ଉକ୍ତ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଜଗନ୍ନାଥ ମନ୍ଦିରର…

କାହିଁକି ମିଳିଲାନି ସୁଭଦ୍ରା ଟଙ୍କା? କ’ଣ ରହିଲା ତ୍ରୁଟି…ଜାଣନ୍ତୁ କେମିତି ସୁଧାରିବେ….

ଭୁବନେଶ୍ବର: ଯୋଗ୍ୟ ମହିଳାଙ୍କ ଖାତାକୁ ଯାଇଛି ସୁଭଦ୍ରା ସହାୟତାର ପ୍ରଥମ କିସ୍ତି । ଏହାରି ଭିତରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି । ହେଲେ ଏବେ ବି ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସହାୟତା ପାଇବାରୁ ବଞ୍ଚିତ ରହିଛନ୍ତି । ତେବେ ସେମାନଙ୍କୁ କାହିଁକି ସୁଭଦ୍ରା…

+୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ 

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ + ୨ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଜାରି ରହିବ। ନଭେମ୍ବର ୧ରେ ମେରିଟ୍ ଏବଂ ୱେଟିଂ ଲିଷ୍ଟ ପ୍ରକାଶିତ ହେବ। ସେହିପରି ନଭେମ୍ବର ୨ରୁ ୫ ପର୍ଯ୍ୟନ୍ତ ସର୍ଟ ଲିଷ୍ଟ ହୋଇଥିବା ଛାତ୍ରଛାତ୍ରୀ ମାନେ…

ମୌସୁମୀ ପାଇଁ ବାଟ ଫିଟିଲା, ଆଉ ଦିନେ ଭିତରେ ଫେରିଯିବ

ଭୁବନେଶ୍ବର: ପାଗ ଅନୁକୂଳ । ଓଡିଶାରୁ ଫେରିଯିବ ମୌସୁମୀ । ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ । ଏନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଓଡିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ,…

‘ଅପରେସନ ତ୍ରିଭୁଜ’: କମିଶନରେଟ ପୋଲିସର ନିଆରା ପ୍ରୟାସ

ଭୁବନେଶ୍ବର: ମଣ୍ଡପେ ପୂଜା ପାଉଛନ୍ତି ମା’ ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ସହର । ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି…

ପୂଜା ମଣ୍ଡପ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ

କଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମହାମାୟୀଙ୍କର ମହାନବମୀ ଅବସରରେ ରୌପ୍ୟନଗରୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ସୁନା ଚାନ୍ଦିରେ ସୁସଜ୍ଜିତ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ…

ଶରୀରରୁ ଅଲଗା ହୋଇଯାଇଥିଲା ହାତ: ଯୋଡିଦେଲେ ଡାକ୍ତର

କଟକ: ପୁଣି ଡାକ୍ତରୀ ଚିକିତ୍ସାରେ ଆଉ ଏକ ବଡ ସଫଳତା ହାସଲ କରିଛି ସିଲଭର ସିଟି କଟକ । ଶରୀରରୁ ଅଲଗା ହୋଇଯାଇଥିବା ହାତ ପାପୁଲିକୁ ପୁଣି ସଫଳାତାର ସହ ଯୋଡିଛନ୍ତି ଡାକ୍ତରମାନେ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଏବେ ସଫଳତାର ସହ କଟା ହାତକୁ ଯୋଡିଛନ୍ତି କଟକର ଏକ ଘରୋଇ…

ପୂଜାରେ ଆକର୍ଷିତ କରୁଛି ଦ୍ବୈତ ନଗରୀ: ୭ କୋଟିରେ ପହଞ୍ଚିଲା ବଜେଟ୍

ଭୁବନେଶ୍ବର: ଭଳିକି ଭଳିକି ତୋରଣ, ସୁନା ରୂପାରେ ଆଚ୍ଛାଦିତ ମେଢ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକୀକରଣ ଏବେ ଦ୍ବୈତ ନଗରୀକୁ ଆହୁରି ଆକର୍ଷିତ କରିଛି । ମା’ଙ୍କ ଆଗମନରେ ସତେ ଯେପରି ନାଚି ଉଠୁଛି ଧରା । ଯେଉଁ ଆଡକୁ ଚାହିଁଲେ ଆଖି ଝଲସିଯିବ । ତେବେ ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପ କମିଟି…

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ…