Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୀଷଣ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାଇ ରବିବାରରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ । କଟକ, କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ, ଯାଜପୁର ଆଦି ୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି…

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର, ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଶହ ଶହ କର୍ମୀଙ୍କ ମଧ୍ୟରେ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । ଆଜି ସକାଳୁ ସକଳୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ନେଇ ସୂଚନା ଦେଇଥିଲେ ଲେଖାଶ୍ରୀ । ବିଜେଡିରେ ସାମିଲ ହେବା ପରେ…

୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ…

ଭାରସ୍ୟାମ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଲା ପିକ୍ଅପ୍ ଭ୍ୟାନ୍, ୩ ଗୁରୁତର

ବାଲେଶ୍ଵର: ଭାରସ୍ୟାମ ହରାଇ ଚେକ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଲା ପିକ୍‌ଅପ୍ ଭ୍ୟାନ୍‌ । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ…

ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ଵର: ସକାଳୁ ସକାଳୁ ବିଜେପିକୁ ଲାଗିଲା ବଡ଼ ଝଟକା । ଦଳ ଛାଡିଲେ ବିଜେପିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଲେଖାଶ୍ରୀ । ଏନେଇ ସୋସିଆଲ ମିଡିଆରେ ଦେଲେ ସୂଚନା । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ । ବିଜେପି ରାଜ୍ୟ…

ନିର୍ବାଚନ ଆଚରଣ ବିଧି ଭିତରେ ଗୋଟିଏ ଦିନରେ ସୀମିତ ରହିବ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଗୋଟିଏ ଦିନ ପାଇଁ ପାଳନ କରିବାକୁ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି। ଶନିବାର ଭୁବନେଶ୍ୱରରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ଉତ୍ସବର…

ବିନିକାର ଗାଡ଼ି ଚେକ୍ ପଏଣ୍ଟରୁ କାରରୁ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ

ସୋନପୁର: ବିନିକାସ୍ଥିତ ଏକ ଗାଡ଼ି ଚେକ୍ ପଏଣ୍ଟରୁ ପୁଲିସ ଏକ କାରରୁ ନଗଦ ୫୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିନିକା କଲେଜ ଛକରେ ପୁଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ କାରରେ ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ପଡ଼ୋଶୀ ରାଜ୍ୟ…

ପ୍ରବଳ ଖରା: ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ଭୂବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶନିବାର ୪ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ…

ବୁନୁ ବନାମ ବାଇଆଁ: ଭୁବନେଶ୍ୱର ମଧ୍ୟକୁ ନେଇ ଦୋଛକିରେ ବିଜେଡି?

ଭୁବନେଶ୍ୱର: ଦିନ ଗଡୁଛି, କଳି ବଢୁଛି। ବିଜେଡିକୁ ନୟାନ୍ତ କଲାଣି ଭୁବନେଶ୍ୱର ମଧ୍ୟ ସିଟ୍ ! ବୁନୁ ବନାମ ବାଇଆଁ ! କାହାକୁ ପ୍ରାର୍ଥୀ କରିବ ଦଳ ? ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଭୁବନେଶ୍ୱର ମଧ୍ୟ ବିବାଦ । ବିଜେଡି ଟିକେଟ୍ ପାଇଁ ଚରମରେ ଗୋଷ୍ଠୀ କନ୍ଦଳ । ୩ ଥରରେ ବି ଛିଣ୍ଡିଲାନି…

ଆରଟିଓଙ୍କୁ ପରିବହନ କମିସନରଙ୍କ ନିର୍ଦ୍ଦେଶ, ସମସ୍ତ ନିୟମ ତ୍ରୁଟିଶୂନ୍ୟ ଭାବେ ପାଳନ ହେଉ

କଟକ: ସାଧାରଣ ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସଂପର୍କରେ ସମସ୍ତ ନିର୍ଦ୍ଦେଶାବଳୀର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ପାଇଁ ସମସ୍ତ ଆରଟିଓଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର । ଆଦର୍ଶ ଆଚରଣ…