Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର, ଅଟକି ରହିଛି ଟ୍ରେନ

କୋରାପୁଟ: ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର । ବାଇଗୁଡ଼ା-କାକେରିଗୁମ୍ମା ଟ୍ରାକରେ ଛିଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର । ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଲା ଟ୍ରେନ୍‌ । ସୂଚନା ଅନୁସାରେ, କୋରାପୁଟ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ…

ଗିରଫ ହେଲେ ନକଲି ଡାକ୍ତର: ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ

ଟିକ୍ରାପଡ଼ା: ବେଆଇନ ଭାବରେ ୧୫ ବର୍ଷ ଧରି ଚାଲିଥିବା ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ଟିକ୍ରାପଡ଼ାର ଏକ କ୍ଲିନିକ୍ ଉପରେ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି ଚଢ଼ାଉ। ଚଢାଉ ସହ ଜଣେ ନକଲି ଡାକ୍ତରଙ୍କୁ ମଧ୍ୟ କରାଯାଇଛି ଗିରଫ। ନକଲି ଡାକ୍ତର ବିଦ୍ୟୁତ୍ କୁମାର ବିଶ୍ୱାସଙ୍କୁ ଗିରଫ ପରେ…

ଦୁର୍ଗା ପୂଜା ଅବସରରେ ରାଜ୍ୟବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାତୃଶକ୍ତି ଆରାଧନାର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତିକୁ ଗରୀୟାନ କରିଛି। ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ…

୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି । ଏମାନଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ବସ୍ତର ପୋଲିସ ଅଧିକ୍ଷକ ଶଲଭ କୁମାର ସିହ୍ନା, ସିଆରପିଏଫ…

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର…

୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ୨୦୨୪ରେ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା ସରକାରୀ…

ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲର ଛାତ, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସହର ଅନ୍ତର୍ଗତ ମହିଷାପାଟରେ ୫୫ ନମ୍ବର ନ୍ୟାସନାଲ ହାଇ ୱେ କଡ଼ରେ ଥିବା ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲର ଛାତ ଭୁଶୁଡିଛି।ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।  ନିର୍ମାଣାଧୀନ କୋଠା ପୋର୍ଟିକର ଛାତ…

ବାଲୁକା କଳାରେ ଦୁର୍ଗା ପୂଜା ଶୁଭେଛା

ପୁରୀ: ପବିତ୍ର ଦୂର୍ଗାପୂଜା ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବିଚ୍ ର ନୀଳାଦ୍ରି ବେଳାଭୂମିରେ ସେ ଏହି ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ମା'…

ବିଚାରାଧୀନ କଏଦୀର ମୃତ୍ୟୁ

ବରଗଡ: ବରଗଡ଼ ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି l ମୃତକ ଜଣକ ପାଇକମାଳ ବ୍ଲକ ଅନ୍ତର୍ଗତ ପ୍ରକାଶପୁର ଗ୍ରାମର ୨୬ ବର୍ଷୀୟ ମନୋଜ ପାଇକ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା କାରାଗାରର ଜେଲର l ବେଆଇନ ମଦ ବିକ୍ରୀ କରୁଥିବା ଅଭିଯୋଗରେ ଗତ ୬ ତାରିଖ ଦିନ ଗିରଫ…

ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ନବୀନ କହିଲେ ଆମେ…

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ବୁଧବାର ଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। . ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ଏହି ଅବସରରେ ସେ…