Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡି ବିବାଦରେ ଆକ୍ସନ: ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର…

ଟ୍ବିନ୍ ସିଟି ଦାୟିତ୍ବଭାର ଗ୍ରହଣ କଲେ ଦେବଦତ୍ତ ସିଂହ

ଭୁବନେଶ୍ବର: ନୂଆ ପୋଲିସ୍ କମିଶନର ବା ସିପି ଭାବେ ଦାୟିତ୍ବ ନେଲେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ପୂର୍ବତନ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବଦତ୍ତ ସିଂହ । ତେବେ ଗତକାଲି ଆଇପିଏସ୍ ସ୍ତରରେ ବଡ ଅଦଳିବଦଳି କରିଥିଲେ ରାଜ୍ୟ ସରକାର ।…

ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଲିଲା ଇନଭର୍ଟର । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ ଘଟିଛି । ଯେଉଁ…

‘ନବୀନଙ୍କ ସମୟରେ ହିଁ ବଦଳିଛି ନଗଡା ଚିତ୍ର’

ଭୁବନେଶ୍ବର: ରବିବାର ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ଓ ସୁପ୍ରିମୋଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ…

ଖୋଲିବ ସବୁ ସତ: ଭରତପୁର ଘଟଣାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ବର: ଆରମ୍ଭ ହେଲା ରାଜଧାନୀର ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ଏନେଇ ଆରମ୍ଭ ହୋଇଛି ବିଚାର ବିମର୍ଷର ପ୍ରଥମ ବୈଠକ । ଏଥିସହିତ ଏହି ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ…

ରାଜଧାନୀରୁ ଜବତ ହେଲା କୋକେନ୍ ସହ ବିପୁଳ ଗଞ୍ଜେଇ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଜବତ ହେଲା ୫୦୦ କୋଟିର କୋକେନ୍ । ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ କରିଛି ଦିଲ୍ଲୀ ଟିମ୍ । ଖାଲି କୋକେନ୍ ନୁହେଁ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଦିଲ୍ଲୀ ନାର୍କୋର ସ୍ବତନ୍ତ୍ର ଟିମର ଚଢାଉ ବେଳେ ଘଟଣାସ୍ଥଳରୁ…

ଡିପଥେରିଆ ଆତଙ୍କ: ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ପରିସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ମାଲକାନଗିରି: ମାଲକାନଗିରି ଡିପଥେରିଆ ଆତଙ୍କ। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମେଡିକାଲ ଟିମ୍ ଗାଁରେ ପହଂଚି ସ୍ଥିତି ପରଖିଛି। ମୃତକ ଜଣକ ଛାତ୍ର ହୋଇଥିବାରୁ ତଙ୍ଗଗୁଡ଼ା ଆବାସିକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ଟିମ୍ । କୋରାପୁଟ,…

ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ

ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। କାର୍ଯ୍ୟସୂଚୀ ଅନୁଯାୟୀ, ସୋମବାର ଦିନ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ଝାଡ଼ଖଣ୍ଡରେ ପହଞ୍ଚି ସେଠାରୁ ରାଞ୍ଚିରୁ ହେଲିକପ୍‌ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ…

ଧରାପଡ଼ିବ କିଏ କହୁଛି ମିଛ ? ୫ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ କହୁଛି ମିଛ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆଜି…

ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଲବଣଗିରି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏଥିଲାଗି ଡିସେମ୍ବର ୧୨ରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଐତିହାସିକ ଲବଣଗିରି ପାହାଡ଼ ଶୀର୍ଷରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର…