Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଏବେ ବି ନବୀନଙ୍କ କ୍ରେଜ୍’: ଆରମ୍ଭ ହେବ ବିଜେଡି ସଦସ୍ୟତା ଅଭିଯାନ

ଭୁବନେଶ୍ବର: ବିଜେପି ପରେ ଏବେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୨ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ । ଏନେଇ…

ଛେଚୁଛି ବର୍ଷା: ପୁଣି ପାଣି ଘେରରେ ସୂର୍ଯ୍ୟ ମନ୍ଦିର

ପୁରୀ: ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗୋଟିଏ ଦିନରେ ଲଗାଣ ବର୍ଷାରେ କେଉଁଠି ରାସ୍ତର ବୁଡି ଆଣ୍ଡୁଏ ପାଣି ଚାଲିଲାଣି ତ ଆଉ କୋଉଠି ଜଳବନ୍ଦୀ । ସେପଟେ ପୁରୀରେ ମଧ୍ୟ ଲଗାଣ ବର୍ଷାର…

ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ: ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ପାରାଦୀପ ମହାନଦୀ ମୁହାଣଣେ ଗୋଟିଏ ବୋଟ୍‌କୁ ଉଦ୍ଧାର କରିବାକୁ ଯିବା ବେଳେ ଆଉ ଏକ ବୋଟ୍ ଫସିଯାଇଥିଲା । ତେବେ ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଯିବା କାରଣରୁ ଛିଣ୍ଡା ଦଉଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍…

ଭିଜୁଛି ଓଡିଶା: ପ୍ରବଳ ବର୍ଷା ପାଇଁ ପୁରୀରେ ସବୁ ସ୍କୁଲ ଛୁଟି

ପୁରୀ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ପୁରୀର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି…

ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ କେଜିଏ ସୁନା, ୫ କେଜି ରୁପା

ମୋହନା: ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। କେଜିଏ ସୁନା, ୫ କେଜି ରୁପା ଲୁଟ୍ ନେଇ ଥାନାରେ ଅଭିଯୋଗ। ମୋହନା ବଜାରରେ ଥିବା ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଲୁଟ୍ ହୋଇଛି। ଦୋକାନ ତାଲା ପକାଇବା ବେଳେ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍। ଦୋକାନ ବନ୍ଦ କରି ଘରକୁ ଯିବା…

ଲଘୁଚାପ ପ୍ରଭାବ: ଟ୍ୱିନ୍ ସିଟିରେ କାଚୁଛି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବି ତ୍ରାହି ନାହିଁ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଛେଚୁଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ଦ୍ୱେତ ନଗରୀ କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି। ତେବେ…

ଦାବି ଶୁଣିଲେନି ସରକାର, ଜିଦ୍‌ରେ ଅଟଳ ନର୍ସ: କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ। ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ୟରେ ନର୍ସିଂ ଆନ୍ଦୋଳନ ଜାରି ରହିଛି। ଆଜି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ। ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କର୍ମଚାରୀ ସଂଘ।…

ଲଗାଣ ବର୍ଷାରେ ଫୁଲୁଛି ଜଳକା, ବନ୍ୟା ଆଶଙ୍କାରେ ଆତଙ୍କିତ ଲୋକେ

ବାଲେଶ୍ୱର: ଲଗାଣ ବର୍ଷାରେ ବଢୁଛି ଜଳକା ନଦୀର ଜଳସ୍ତର। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । ବିଭିନ୍ନ…

ଚୋରା ଚାଲାଣ ବେଳେ ୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ଏଥର କୌଣସି ଚାରି ଚକିଆ ଗାଡିରେ ନୁହେଁ ବରଂ ଏକ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଏହାର ଖବର ପାଇ ମାଡି ବସିଲା ପୋଲିସ। ଏଭଳି ଘଟଣା ଘଟିଛି କୋରାପୁଟର ଲମତାପୁଟ ବ୍ଲକରେ। ସୂଚନା ଅନୁସାରେ ଲମତାପୁଟରେ ଅନେକ ସମୟରେ ଗାଡି ଗୁଡିକୁ ଅଟକାଇ…

ଉପମୁଖ୍ୟମନ୍ତ୍ରୀଙ୍କ ଭ୍ୟାନ୍ ଧକ୍କାରେ ଦୁଇ ଛାତ୍ରଛାତ୍ରୀ ଆହତ

ପୁରୀ: ପୁରୀ ଜିଲ୍ଲା ଗୋପ ମହାଜନ ସାହି ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସୋରିସିଆପଦା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପ୍ରଭାତୀ ପରିଡା ତାଙ୍କ…