Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକ । ୫୬ବର୍ଷ ବୟସରେ ହୃଦଘାତରେ ଚାଲିଗଲା ପ୍ରଫୁଲ୍ଲ ମଲ୍ଲିକଙ୍କ ଜୀବନ । ସେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯାଳୟରେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ…

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ୨୦୧୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି କଂଗ୍ରେସ । ୨୪ ବର୍ଷ ବିଜେଡି ଶାସନ ଏବଂ ୯ ବର୍ଷ ବିଜେପି…

ଦରମା ବୃଦ୍ଧି ପାଇଁ ରାଜଧାନୀ ରାଜରାସ୍ତାରେ ସମିତି ସଭ୍ୟଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ସରକାରଙ୍କୁ କଲେ ପ୍ରଶ୍ନ । ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ଶିକ୍ଷକ ନିଲମ୍ବିତ

ବରଗଡ: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ହଟହଟା ହେଲେ ଶିକ୍ଷକ । ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ନିଲମ୍ବିତ ଶିକ୍ଷକ ଜଣଙ୍କ ହେଉଛନ୍ତି ଛେଲିଆ ପୋଢ । ସେ ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।…

ତାତିରୁ ମିଳିବ ଆଶ୍ୱସ୍ତି; ୩ ଦିନ ଏହି ସବୁ ଜିଲାରେ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜିଠୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପେଗ କେନ୍ଦ୍ର ।…

ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଏହି ବନ୍ଦ ଡାକରା…

ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର:  ଭୁବନେଶ୍ୱର ସ୍ଥିତ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତଦେହ ଉଦ୍ଧାର କରି ପ୍ରଦୀପ ସେବା ଟ୍ରଷ୍ଟ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ମହିଳାଙ୍କ ବେଶଭୂଷା ସମ୍ଭ୍ରାନ୍ତ ଘରର ବୋଲି ଜଣା…

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୫୫ କେନ୍ଦ୍ରରେ ହେବ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ଏହା ସହିତ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ । ରାଜ୍ୟର ମୋଟ ୫୫ ଟି କେନ୍ଦ୍ରରେ ଖାତା ଦେଖା ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି…

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସେ ଗୁରୁତର ଆହତ ହୋଇ ସମ୍ୱଲପୁରର ଏକ ଘରୋଇ ଡାକ୍ତରଖାନାରେ  ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡରେ ୩୦ଟି ଷ୍ଟିଚ୍ ପଡିଥିବା ବେଳେ ନାକ ଓ ଆଖିରେ ମଧ୍ୟ ଆଘାତ ଲାଗିଛି । ଏବେ ତାଙ୍କୁ…