Latest Odisha News
Browsing Category

ଓଡିଶା

Odisha

ନିଶାମୁକ୍ତି ସଚେତନତା ବ୍ୟାପକ କରିବ ସାମାଜିକ ସୁରକ୍ଷା ବିଭାଗ, ସହଯୋଗ ପାଇଁ ମିଳିଲା ୧୯ଟି ସଂଗଠନର ସହମତି

ଭୁବନେଶ୍ୱର: ନିଶାମୁକ୍ତି ସଚେତନତା ଅଭିଯାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସେ୍ୱଚ୍ଛାସେବୀ ସଂଗଠନର ସହଯୋଗ ନେବ । ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା ଅଭିଯାନକୁ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ…

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ବଢିଲା ୬୬ ପ୍ରତିଶତ ମହଙ୍ଗାଭତ୍ତା

ଭୁବନେଶ୍ବର: ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଚାରୀ ମାନଙ୍କର ମହଙ୍ଗାଭତ୍ତାରେ ୬୬ …

ଡକାୟତି ଯୋଜନା ପଣ୍ଡ, ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ମାଡିବସିଲା ପୋଲିସ । ଘଟଣାସ୍ଥଳରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ଇନଫୋସିଟି ଥାନା ପୋଲିସ । ସେମାନଙ୍କୁ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଇନଫୋସିଟି ଥାନା…

ମଦ ନିଶାରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ଵାମୀ

ଭୁବନେଶ୍ଵର: ଭୁବନେଶ୍ଵର ମୈତ୍ରୀ ବିହାରରେ ଜଘନ୍ୟ ହତ୍ୟାକାଣ୍ଡ । ନୃଶଂସ ସ୍ବାମୀର ବର୍ବର କାଣ୍ଡ । କାଠ ଫାଳିଆ ରେ ସ୍ତ୍ରୀ ପିଟି ପିଟି ହତ୍ୟା କରିଥିଲା ସ୍ବାମୀ । ହତ୍ୟାକାଣ୍ଡ ଘଟାଇବା ପରେ ୩ଦିନ ଯାଏଁ ବନ୍ଦ ଘର ଭିତରେ ମୃତ ଶରୀରକୁ ଜଗି ରହିଲା ସ୍ଵାମୀ । ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର…

ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା, ବଡପଡାରେ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କଲେ…

ଭୁବନେଶ୍ଵର: ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରିଛନ୍ତି। ଏହି ଶିକ୍ଷା ସୌଧରେ…

ଓଡ଼ିଶାରେ ହବନି ମେଣ୍ଟ, ବିଜେପି ଏକାକୀ ଲଢିବା ନେଇ ଦୃଢ଼ୋକ୍ତି କଲେ ମନମୋହନ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଓଡ଼ିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକ ନେବେ ନିର୍ବାଚନ ଦାୟିତ୍ୱ । ମେଂଟ ଚର୍ଚ୍ଚାରେ ସଡନ୍ ବ୍ରେକ୍ ଲଗାଇଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ । ଦିଲ୍ଲୀରୁ ଫେରି ମନମୋହନଙ୍କ ସିଧାକଥା…

‘ଯେଉଁ ରାଜ୍ୟ ମହିଳାଙ୍କ ବିକାଶ ପାଇଁ କାମ କରେ, ସେହି ରାଜ୍ୟର ବିକାଶ ହୁଏ’

ଭୁବନେଶ୍ବର: ମିଶନ ଶକ୍ତି ଓ ମହିଳା ସଶକ୍ତିକରଣ ଉପରେ ବିଜେଡି ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର କହିଛନ୍ତି ଯେ, 'ମହିଳା ମାନଙ୍କ ଗୁରୁତ୍ତ୍ବ ସମସ୍ତଙ୍କ ଜୀବନ ସହ ଜଡିତ । ସେମାନେ ଶକ୍ତି ସ୍ୱରୂପା । ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି । କାରଣ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା…

ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲର ବଡ ନିଷ୍ପତି, ଲାଗୁ ହେଲା ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା

ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ କାଳରେ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି ଟିପିଏସଓଡିଏଲ୍ । ସୁରକ୍ଷା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନପୂର୍ବକ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ପ୍ରାଥମିକତା ଦେଇ କମ୍ପାନୀ ନିଜର…

ଯାଜପୁର ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର: କୃଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତ୍ତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି ନେଇ ରାଜ୍ୟ…