Latest Odisha News
Browsing Category

ଓଡିଶା

Odisha

‘ସୁଭଦ୍ରା’ ଆବେଦନ: ଟଙ୍କା ମାଗି ଗିରଫ ହେଲେ ଆଉ ଜଣେ

ଟିଟିଲାଗଡ: ପୁଣି ସୁଭଦ୍ରାରେ ଟଙ୍କା ମାଗି ହଟହଟା ହେଲେ ଆଉ ଜଣେ । ସୁଭଦ୍ରା ଫର୍ମ ଆବେଦନ ପାଇଁ ଟଙ୍କା ମାଗି ଗିରଫ ହେଲେ ସିଏସସି କର୍ମଚାରୀ । ଟିଟିଲାଗଡ଼ ମନି ଗାଁ ସିଏସସିର ଜଣେ କର୍ମଚାରୀ ସୁଭଦ୍ରା ସହାୟତା ପାଇଁ ଅନଲାଇନ ଆବେଦନ କରିଦେବାକୁ ମହିଳାଙ୍କୁ ଟଙ୍କା ମାଗିବାରୁ ଉକ୍ତ…

୧୭ରେ ଦୁର୍ଗ-ବିଶାଖାପାଟନମ ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ଵର: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ ।…

ଆଉ ମାତ୍ର ୩ ଦିନ ପରେ ମହିଳାଙ୍କ ଖାତାକୁ ଚଢିବ ପ୍ରଥମ କିସ୍ତି, ହେଲାଣି ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ

ଭୁବନେଶ୍ବର: ବଢୁଛି ସୁଭଦ୍ରା କ୍ରେଜ୍ । ଦିନ ଯେତେ ଗଡି ଗଡି ଯାଉଛି ସେତିକି ପଞ୍ଜୀକରଣ ମଧ୍ୟ ବଢି ବଢି ଯାଉଛି । ଗତ ୧୨ ତାରିଖ ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇସାରିଲାଣି  । ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଓଡିଶା ଗସ୍ତ କରି ତାଙ୍କ ସ୍ବହସ୍ତରେ ସୁଭଦ୍ରାର…

ରବିବାର ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି…..

ପୁରୀ: ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି ତଥା ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ଦ୍ୱାଦଶୀ । ଦ୍ବାଦଶୀରେ ମହାପ୍ରଭୁଙ୍କର ବାବନ ଜନ୍ମ ନୀତି । ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ।…

ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛି ମଣିଷ: ପିଟି ପିଟି ମାରି ଦେଲେ ୧୫ ଫୁଟର ଅଜଗର

ମୟୁରଭଞ୍ଜ: ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛନ୍ତି ମଣିଷ । ପ୍ରାୟ ୧୫ ଫୁଟର ଗୋଟିଏ ଅଜଗର ସାପକୁ  ପିଟି ପିଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ । ତେବେ…

ଜୀବନ ନେଲା ଆଶ୍ରା: ଜନ୍ମଦାତ୍ରୀକୁ ଗଳା କାଟି ହତ୍ୟା

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ । ଆଜି ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀ ବିହାରରେ । ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ…

ବଦଳିଲା ମୋ ସ୍କୁଲ ଅଭିଯାନ ନାଁ

ଭୁବନେଶ୍ଵର: ବଦଳିଲା ମୋ ସ୍କୁଲ ଅଭିଯାନ ନାଁ । ମୋ ସ୍କୁଲ୍‌ ଅଭିଯାନ ନାଁ ବଦଳେଇଲା ଗଣଶିକ୍ଷା ବିଭାଗ । ୨୦୧୭ରେ ଆରମ୍ଭ ହୋଇଥିଲା ମୋ ସ୍କୁଲ୍‌ ଅଭିଯାନ । ନାଁ ବଦଳିବା ପରେ ନୂଆ ନାଁ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି ଲେଖିଛି…

ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ, ୨ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର: ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି ଅବପାତ । ଆସନ୍ତା ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ ଅବପାତ । ପ୍ରଭାବରେ ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ସାଉଦି ଆରବରୁ ଫେରିଲେ ଫସି ରହିଥିବା ୬ ଓଡିଆ

ଭୁବନେଶ୍ବର: ଘରକୁ ଫେରିଲେ ସାଉଦି ଆରବରେ ଫସିଥିବା ୬ ଓଡିଆଙ୍କ ସହ ୮ଜଣ । ଜଣେ ଏଜେଣ୍ଟଙ୍କ ଜରିଆରେ ସାଉଦି ଆରବ ଚାଲିଯାଇ ସେଠାରେ ଦୀର୍ଘ ଦିନ ଧରି ଫସିରହିଥିଲେ ଏହି ୬ଜଣ ଓଡିଆ । ଉଦ୍ଧାର ୬ ଓଡିଆ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବାବୁରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ…

ବଢୁଛି ଜଳସ୍ତର; ଆସନ୍ତାକାଲି ଖୋଲିବ କୋଲାବର ଗେଟ୍

କୋରାପୁଟ: ଜିଲ୍ଲାରେ ଶନିବାର ଦିନ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯାହା ଫଳରେ କୋଲାବ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବ। ସେଥିପାଇଁ କର୍ତ୍ତୃପକ୍ଷ ସ୍ଲୁଇସ୍ ଗେଟ୍ ଖୋଲିବାକୁ ସ୍ଥିର କରିଛନ୍ତି। ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର…