Latest Odisha News
Browsing Category

ଓଡିଶା

Odisha

ଶନିବାର ବନ୍ଦ ରହିବ ମୟୂରଭଞ୍ଜର ସବୁ ସ୍କୁଲ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଯାହା ଫଳରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ବର୍ଷା ସମ୍ଭାବନା ଯୋଗୁ ସେପ୍ଟେମ୍ବର ୧୪ରେ ଘରୋଇ ବିଦ୍ୟାଳୟ ସମେତ…

୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ: ୪ ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ମିଳିଲା ବଡ ସଫଳତା। ଚୋରା ଚାଲାଣ ବେଳେ ୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ କଲା ପୋଲିସ l ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୯୫ ଲକ୍ଷ ହେବ l ଗଂଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ, ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ, ପରିବାର କହିଲେ ହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ…

ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ। ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ…

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ କରାଯିବ ‘କାମଧେନୁ ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା l ଜାତୀୟ ମୌସୁମୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା l ସେହିପରି ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା…

କାହିଁକି ବଦଳିବା ଦରକାର ରେଭେନ୍ସା ନାଁ?

ଭୁବନେଶ୍ବର: ଥମୁନି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ। ବିଜେଡି ନାଁ ବଦଳ ବିରୋଧରେ ସ୍ବର ଉଠାଉଛି ତ ବିଜେପି ସପକ୍ଷରେ କହୁଛି । ଭୁବନେଶ୍ବରରେ ଏକ ଆଲୋଚନାଚକ୍ରରେ ରେଭେନ୍ସା ନାଁ ପରିବର୍ତ୍ତନକୁ ଜୋର ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ ବୋଲି…

ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସାଇବର ଅପରାଧୀଙ୍କ ଠକାମୀରୁ ବଞ୍ଚିବା ପାଇଁ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଏକ ମାର୍ଗଦର୍ଶିକା ଜାରି କରିଛି। ବକେୟା ବିଲ୍ ଥିବାରୁ ବିଦ୍ୟୁତ ସଂଯୋଗ…

ବଢିଲା ବିରୋଧ…ସରକାରଙ୍କ ୟୁଟର୍ଣ୍ଣ

ଭୁବନେଶ୍ବର: ପ୍ରବଳ ବିରୋଧ ଆଗରେ ମୁଣ୍ଡ ନୁଆଁଇଲେ ବିଜେପି ସରକାର । ପୁରୀ ବେଳାଭୂମିରେ ବିଚ୍ ସାକ୍ସ ବା ମଦ କୁଟୀର ଖୋଲିବ ନାହିଁ। ଅବକାରୀ ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ଅଣାଯାଇଥିବା କୁହାଯାଇଛି ।…

ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମସିର ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ଭୁବନେଶ୍ୱରରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି। ପରିମଳ, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା…

ବିଜେଡି ଓଡିଶାବାସୀଙ୍କ ଦଳ ଥିଲା, ରହିବ….

ଭୁବନେଶ୍ବର: ବିଜେଡି ସବୁ ବେଳେ ଓଡିଶାବାସୀଙ୍କ ଦଳ ଓ ବଳ ଥିଲା ଆଉ ରହିବ ମଧ୍ୟ । କ୍ଷମତା ଆଉ କି ନଥାଉ ବିଜେଡି କିନ୍ତୁ ଓଡିଶାବାସୀଙ୍କ ବିକାଶ ଚାହେଁ । ଆଜି ବିଜେଡିର ଏଜେଣ୍ଡା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି, ଓଡିଶାର ସର୍ବବୃହତ ଦଳ…