Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନୁଷ୍ଠିତ ହୋଇଛି ଓଡବ୍ଲ୍ୟୁଏମ୍ ର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ । ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତି…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି…

ଚର୍ଚ୍ଚାରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର, ପ୍ରାଞ୍ଜଳ ମନ୍ତ୍ର ଉଚ୍ଚାରଣ ସହ କରୁଛନ୍ତି ପୂଜା

ଭୁବନେଶ୍ୱର: ଯେଉଁ ବୟସରେ ଅଧିକାଂଶ ପିଲା ଖେଳ ଓ ଆନନ୍ଦରେ ମଗ୍ନ ଥାଆନ୍ତି, ସେହି ବୟସରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର ଏକ ରାସ୍ତା ବାଛିଛନ୍ତି- ସେ ଜଣେ ମନ୍ଦିର ପୂଜକ ହୋଇଛନ୍ତି। ନବରଙ୍ଗପୁର ସହରର ପୂଜାରୀ ସାହିର ଏହି ଯୁବକ ନିଜ ମନ୍ତ୍ର ଜପ କରି ଲୋକଙ୍କୁ ଆଶ୍ଚର୍ଯ୍ୟ…

ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼; ଜଣେ ମୃତ

କଟକ: ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼। ଉକ୍ତ ଘଟଣାରେ ଜଣେ ମୃତ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।…

ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ। ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ନିଆଯାଇଛି ପଦକ୍ଷେପ। ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କ ନିଯୁକ୍ତି ପ୍ରକ୍ରିୟା…

ବିଜେଡ଼ିରେ ଯୋଗ ଦେଲେ ବଣାଁଇ କିଶାନ ସମାଜ ସଭାପତି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ବଣାଁଇ କିଶାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଆଜି ଶଙ୍ଖ ଭବନଠାରେ ବିଜେଡିରେ ଯୋଗ ଦେଇଛନ୍ତି।  ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ସୁନ୍ଦରଗଡ ଜିଲ୍ଲାର ସହପର୍ଯ୍ୟବେକ୍ଷକ ଦେବାଶିଷ…

ନିର୍ବାଚନର କେଇ ମାସ ପୂର୍ବରୁ ବିଧାୟକ ପଦ ହରାଇଲେ ମହମ୍ମଦ ମୋକିମ

କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ୨୦୧୯ ନାମାଙ୍କନ ସମୟରେ ଅପରାଧିକ ମାମଲା ରୁଜୁ ହୋଇନଥିବା ଅଭିଯୋଗରେ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି। ୨୦୧୯ ଜୁଲାଇ ୩ ତାରିଖରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଆବେଦନର ଜବାବରେ ଏହି ରାୟ…

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସୁରକ୍ଷା ନେଇ ସମୀକ୍ଷା, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ମହାଶିବରାତ୍ରିକୁ ନେଇ ଏବେଠୁ ଚଳଚଞ୍ଚଳ ଗାଁ ଠୁ ନଗର। ଚଳିତ ବର୍ଷ ଆସନ୍ତା ୮ ତାରିଖରେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ସୁରକ୍ଷା ନେଇ ସମୀକ୍ଷା ହୋଇଛି। ପୋଲିସ କମିଶନର, ଡିସିପି ଓ ମନ୍ଦିର ପ୍ରଶାସକଙ୍କୁ ନେଇ ବୈଠକ ହୋଇଛି। ଶ୍ରଦ୍ଧାଳୁଙ୍କ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ଜାଗମରା ନୂଆ ରାସ୍ତାରେ। ସୂଚନା ଅନୁସାରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କର ବନ୍ଧୁମାନେ ମିଶି ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।…

ଏସଟିଏଫ କବଜାରେ ବାଘ ଛାଲ ବେପାରୀ

ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା । କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି…