Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ସୁଭଦ୍ରା’ ଯୋଜନା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ମାଗଣା’

ଭୁବନେଶ୍ବର: 'ସୁଭଦ୍ରା' ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ ବିଭିନ୍ନ ସ୍ଥାନରେ ଆବେଦନକାରୀଙ୍କଠୁ ଟଙ୍କା ଦାବି କରାଯାଉଛି । ଆଉ କିଛି…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ପ୍ରସନ୍ନ କୁମାରଙ୍କ ବିରୋଧରେ ଗତ କିଛି ଦିନ ହେବ…

ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼: ଜଣେ ମୃତ, ୩ ଗୁରୁତର

ଆଠଗଡ଼: ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼, ଜଣେ ମୃତ। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଘଟିଛି ଏହି ଅଘଟଣ। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଛି। ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କଟକ ମେଡିକାଲରେ ଜଣଙ୍କୁ ଭର୍ତ୍ତି…

ଭାଲୁକୁ କାବୁ ଉଦ୍ୟମ ବେଳେ ଫରେଷ୍ଟରଙ୍କ ଦେହରେ ବାଜିଲା ଟ୍ରାଙ୍କୁଲାଇଜର

ଢେଙ୍କାନାଳ: ଗାଁରେ ପଶି ଆତଙ୍କ ଖେଳାଇଥିବା ଭାଲୁକୁ ଟ୍ରାଙ୍କୁଲାଇଜ୍ ବେଳେ ଫରେଷ୍ଟରଙ୍କ ଦେହରେ ବାଜିଲା ନିଶ୍ଚେତକ ଡାର୍ଟ। ଭାଲୁ ଦୌଡି ଜଙ୍ଗଲକୁ ପଳାଇଥିବା ବେଳେ ଗୁରୁତର ଫରେଷ୍ଟରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ…

୧୩ରେ ପୁଣି ଏକ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ନାହିଁ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ…

ଝାଡଖଣ୍ଡ ରାଜନୀତିକୁ ଫେରିବେ ରଘୁବର!

ଭୁବନେଶ୍ବର/ରାଞ୍ଚି: ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହୋଇପାରେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସ ନିର୍ବାଚନ ଲଢି ପ୍ରତ୍ୟକ୍ଷ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଡଖଣ୍ଡ ରାଜନୀତିର ଅନ୍ୟତମ କ୍ଷମତା କେନ୍ଦ୍ର…

‘ଖୁବ୍ ଶୀଘ୍ର ସମୁଦ୍ରର ଲୁଣି ପାଣିକୁ କରାଯିବ ପିଇବା ଯୋଗ୍ୟ’

ଭୁବନେଶ୍ୱର: ଏବେ ସମୁଦ୍ର ପାଣି ହେବ ପାନୀୟ ଯୋଗ୍ୟ । ଏଥିପାଇଁ ରାଜ୍ୟ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ଏନେଇ ଖୁବ୍ ଶୀଘ୍ର ଓଡ଼ିଶାକୁ ଆସିବ ଏକ କମ୍ପାନୀ । ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବ । ପରେ ଏନେଇ ନିଷ୍ପତ୍ତି ନିଆଯାଇପାରିବ ବୋଲି ଆଜି ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

କଥାରେ କୋଣାର୍କ ମନ୍ଦିର ହୁଏ ନାହିଁ, ସେଥିପାଇଁ ଅନେକ ତ୍ୟାଗ ଓ ତପସ୍ୟା ଦରକାର: ନବୀନ

ଭୁବନେଶ୍ଵର: ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ପ୍ରଶ୍ନ । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ନବୀନ ଲେଖିଛନ୍ତି ଯେ,ଏହା କ'ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ…

ରାଜ୍ୟରେ ଗତ ୨୫ ବର୍ଷରେ କଟା ଯାଇଛି ଏହି ପରିମାଣର ଗଛ..

ଭୁବନେଶ୍ୱର: ଓଡିଶାରେ ୨୫ ବର୍ଷ ମଧ୍ୟରେ କଟାଯାଇଛି ୨୬ ଲକ୍ଷରୁ ଅଧିକ ଗଛ । ମଙ୍ଗଳବାର ବିଧାନସଭାରେ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ ମନ୍ତ୍ରୀଙ୍କ ସୂଚନାକ୍ରମେ, ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ…

ରାସ୍ତା ମଝିରେ ମା’କୁ ଛାଡି ଛୁଆକୁ ନେଇଗଲେ ମହିଳା, ୨ ଘଣ୍ଟାରେ ଧରିଲା ପୋଲିସ

ଭଦ୍ରକ: ଭଦ୍ରକରେ ଆଜି ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆଧାର କରିବା ସମୟରେ ଦେଖାଦେଇଛି ଅଭାବନୀୟ ଘଟଣା । ଆଧାର ପାଇଁ ଭଦ୍ରକ ମଉଦା ଅଞ୍ଚଳର ମାମିନା ମୁଣ୍ଡା ଆଧାର ପାଇଁ ଆସିଥିଲେ । ଆଧାର କାମ ହୋଇ ପାରିଲା ନାହିଁ । ମାମିୱା ଗର୍ଭବତୀ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ହେବାରୁ ଘରକୁ ଯାଇ…